କ୍ରିକେଟର ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ମୀରଟ: ଆନ୍ତର୍ଜାତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତ ବେଗରେ ଆସୁଥିବା ଏକ କ୍ୟାଂଟର ତାଙ୍କ ଗାଡି ଦେହରେ ମାଡ ହୋଇଥିଲା । ଭାଗ୍ୟବଶତଃ ପ୍ରବୀଣ ଏବଂ ତାଙ୍କ ପୁଅଙ୍କ କିଛି କ୍ଷତି ହୋଇ ନାହିଁ । କ୍ୟାଂଟର ଚାଳକଙ୍କୁ ଗିରଫ କରାଯାଇଛି । ପ୍ରବୀଣ ତାଙ୍କ…