Latest Odisha News

BREAKING NEWS

ମହାନଦୀକୁ ଡେଇଁଲେ ମହିଳା, ୧୫ ଦିନ ପୂର୍ବେ ବିବାହ…

ସୋନପୁର: ରବିବାର ସକାଳେ ଜଣେ ନବବିବାହିତା ମହିଳା ସୋନପୁର-ସମ୍ବଲପୁର ରାସ୍ତାରେ ମହାନଦୀ ସେତୁରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାୟୀ, ସୋନପୁର ଥାନା ଅନ୍ତର୍ଗତ କଇଁଫୁଲ ଗ୍ରାମର ଜଣେ ମହିଳା ତାଙ୍କ…

ପକ୍ଷାଘାତ ବ୍ୟକ୍ତିଙ୍କୁ ଗୁଡ଼ାଇ ଧରିଲା ସାପ

ଭୁବନେଶ୍ୱର: ବୌଦ୍ଧରେ ଜଣେ ପକ୍ଷାଘାତ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଗୁଡ଼ାଇ ଧରିଲା ବିଷଧର ସାପ। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେନିଗଡ଼ ଗାଁରେ ପକ୍ଷାଘାତର ଶିକାର ଜଣେ ବୃଦ୍ଧଙ୍କୁ ଦୀର୍ଘ ସମୟ ଗୁଡ଼ାଇ ଧରିଲା ବିଷଧର ସାପ। ଯାହାକୁ ଦେଖି ପଡ଼ୋଶୀମାନେ ଚକିତ ହୋଇ ପଡ଼ିଥିଲେ।…

ଆଇପିଏଲ ଫାଇନାଲ: ହୋଟେଲରୁ ଆରମ୍ଭ କରି ସବୁ କିଛି ଆକାଶ ଛୁଆଁ

ଅହମ୍ମଦାବାଦ: ଆଇପିଏଲ୨୦୨୬ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଶଂସକ ଉତ୍କଣ୍ଠା ଏବଂ ଗହଳି ଯୋଗୁ ଅହମ୍ମଦାବାଦରେ ହୋଟେଲ ରୁମରୁ ଆରମ୍ଭ…

ହିରୋଇନ କରିଦେବି କହି ଦୁଷ୍କର୍ମ ଅଭିଯୋଗ; ଅଶୋକ ସମ୍ରାଟ ମ୍ୟାନେଜର କହିଲେ- ଗିରଫ ଦୁଇ…

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଯାତ୍ରାପାର୍ଟି ହିରୋଇନ୍ କରିବାକୁ ପ୍ରତିଶ୍ରୁତି ଦେଇ ହୋଟେଲରେ ଏକାଧିକ ଥର ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଅଶୋକ ସମ୍ରାଟ ମ୍ୟାନେଜର ଜଗତ ଜୀବନ ପଣ୍ଡା କହଛନ୍ତି ଯେ, ଏହି ଘଟଣାରେ ଗିରଫ ଦୁଇ…

ପୁଣି ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ

ଭୁବନେଶ୍ବର: ପୁଣି ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ । ପୂର୍ବରୁ ମେ ୩୧ ସୁଦ୍ଧା ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ବା ସେଲ୍ଫ ଆପ୍ରାଇଜାଲ୍ ରିପୋର୍ଟ ଦାଖଲ କରିବାକୁ ସମୟ ଦିଆଯାଇଥିବାବେଳେ, ଏବେ ଏହି ଅବଧିକୁ ବୃଦ୍ଧି କରାଯାଇ ଜୁନ୍‌ ୩୦ ରଖାଯାଇଛି…

ବିଲ୍ଡିଂ ଭୁଶୁଡିବା ଘଟଣାରେ ୪ ମୃତ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଥିବା ସୈଦୁଲଅଜାଇବରେ ଶନିବାର ସନ୍ଧ୍ୟାରେ ଘଟିଥିବା ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ…

ବଡ଼ ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ରାଉରକେଲା: ବଡ଼ ଡକାୟତି ପାଇଁ ଏକାଠି ହୋଇଥିବା ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୋଲିସ । ଏମାନେ ନୟାବଜାର କଂଗ୍ରେସ ଭବନ ପଛରେ ଏହି ଯୋଜନା କରୁଥିଲେ । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧ଟାରେ ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ…

ଦେଶର ନୂଆ ସିଡିଏସ୍ ଜେନେରାଲ୍ ଏନ.ଏସ. ରାଜା ସୁବ୍ରମଣି, କହିଲେ…

ନୂଆଦିଲ୍ଲୀ: ଜେନେରାଲ୍ ଏନ.ଏସ. ରାଜା ସୁବ୍ରମଣି ରବିବାର ଭାରତର ନୂଆ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ପାକିସ୍ତାନ ଏବଂ ଚୀନ୍ ବ୍ୟାପାରର ଜଣେ ପ୍ରମୁଖ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ। ସେ ଜେନେରାଲ୍ ଅନିଲ୍ ଚୌହାନଙ୍କ ସ୍ଥାନ ନେଇଛନ୍ତି।…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ଆଇଆଇସି

ଭୁବନେଶ୍ବର: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ବାରଙ୍ଗ ଥାନାର ଆଇଆଇସି ନିରଞ୍ଜନ ବେହେରା । ତାଙ୍କୁ ବଦଳି କରାଯାଇ କଟକ ଡିସିପି ଅଫିସକୁ ପଠାଯାଇଛି । ବର୍ତ୍ତମାନ ବାରଙ୍ଗ ଥାନାରେ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ ପୁରୀ ଘାଟ ଥାନା ଅଧିକାରୀ ବିଶ୍ୱରଞ୍ଜନ…

Odisha Ministry Expansion: ଜୁନରେ ମୋହନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ, ବାଦ୍ ପଡିପାରନ୍ତି ୬ ମନ୍ତ୍ରୀ!

ଭୁବନେଶ୍ବର: ଜୁନରେ ମୋହନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା କିଏ ରହିବେ…କିଏ କଟିବେ? ୨ରୁ ମୁଖ୍ୟମନ୍ତ୍ରୀ ପରଖିବେ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରୁ ଫେରିବା ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆ ଚେହେରାଙ୍କୁ…