Latest Odisha News

BREAKING NEWS

କେଜ୍ରିୱାଲ ହେଉଛନ୍ତି ଦିଲ୍ଲୀର ‘ରେହମାନ ଡକୈତ୍’: ବିଜେପି ଜାରି କଲା ଦ୍ୱିତୀୟ ‘ଶୀଶମହଲ’…

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ବିଜେପି ନେତା ପରବେଶ ବର୍ମା ଶନିବାର ଦିନ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଉପରେ ତୀବ୍ର ଆକ୍ରମଣ କରି ତାଙ୍କୁ "ଦିଲ୍ଲୀର ରେହମାନ ଡକୈତ" ବୋଲି ଅଭିହିତ କରିଛନ୍ତି। ଏହାସହ ଅଭିଯୋଗ କରିଛନ୍ତି ଯେ ସେ ଦ୍ୱିତୀୟ "ଶୀଶ ମହଲ" ନିର୍ମାଣ କରିଛନ୍ତି। ବର୍ମା…

Iran’s Shocking Claims: “ଏପର୍ଯ୍ୟନ୍ତ ବ୍ଯବହାର କରିନୁ ଆମର କ୍ଷେପଣାସ୍ତ୍ର କ୍ଷମତା…”,…

ନୂଆଦିଲ୍ଲୀ: ଆମେରିକା ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାର ସମ୍ଭାବନା ମଧ୍ୟରେ ଇରାନ ଏକ ବଡ଼ ବୟାନ ଦେଉଛି। ଯାହା ଆମେରିକା ଏବଂ ଇସ୍ରାଏଲକୁ ଚକିତ କରିଛି। ଇରାନ ସେନା ଦାବି କରିଛି ଯେ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ଯୁଦ୍ଧରେ ସେ ଏପର୍ଯ୍ୟନ୍ତ ଏହାର ପ୍ରମୁଖ କ୍ଷେପଣାସ୍ତ୍ର…

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର । ଏନେଇ ସେ ଏକ ଭିଡିଓ ବାର୍ତ୍ତା…

ଶ୍ରୀସନ୍ଥ ଆଣିଲେ ବଡ ଅଭିଯୋଗ: ଚାପୁଡା କାଣ୍ଡକୁ ବିକ୍ରି କରି ମାଲାମାଲ ହୋଇଛନ୍ତି ହରଭଜନ

ନୂଆଦିଲ୍ଲୀ: ୨୦୦୮ ଆଇପିଏଲରେ ଚାପୁଡା କାଣ୍ଡ ବେଶ ଆଲୋଚନାର କେନ୍ଦ୍ର ସାଜିଥିଲା । ପ୍ରତ୍ୟେକ ଆଇପିଏଲରେ ଏହି ବିବାଦୀୟ ଘଟଣା କୌଣସି ନା କୌଣସି ବାଟରେ ସମ୍ମୁଖକୁ ଆସିଥାଏ । ଏଥର ଏସ.ଶ୍ରୀସନ୍ଥ ଏହି ଚାପୁଡା କାଣ୍ଡକୁ ନେଇ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ହରଭଜନ ଏହି କାଣ୍ଡକୁ…

ଭାରତର ଶ୍ରେଷ୍ଠ ୬ଷ୍ଠ ବିଶ୍ୱବିଦ୍ୟାଳୟ ବନିଲା କିଟ୍‍

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ଏସିଆ ୟୁନିଭର୍‍ସିଟି ରାଙ୍କିଂ ଫଳାଫଳ ପ୍ରକାଶ ପାଇଛି । ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ରାଙ୍କିଂରେ କିଟ୍‍ ବିଶ୍ୱବିଦ୍ୟାଳୟ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬୯ ତମ ସ୍ଥାନରେ…

Early monsoon alert: ତାତିରୁ ଜଲଦି ମିଳିବ ତ୍ରାହି! ଏଥର ଶୀଘ୍ର ଆସିପାରେ ମୌସୁମୀ…ଜାଣନ୍ତୁ କେଉଁଠି ହେବ…

ନୂଆଦିଲ୍ଲୀ: ତତଲା କଡେଇରେ ଭାଜି ହେଉଛି ଦେଶର ବିଭିନ୍ନ ଅଞ୍ଚଳ। ଦେଶର ଅନେକ ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଦାହ ଡହ ଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। କିନ୍ତୁ ଏହି ପ୍ରବଳ ଗରମ ମଧ୍ୟରେ, କିଛି ଭଲ ଖବର ଆସିଛି। ୟୁରୋପୀୟ ମଧ୍ୟମ-ପରିସର ପାଣିପାଗ ପୂର୍ବାନୁମାନ…

ଭାରତ ସହିତ ଦୃଢ଼ ଆର୍ଥିକ ସମ୍ପର୍କ ଚାହୁଁଛି ଆମେରିକା, ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ରଖିଛି

ନୂଆଦିଲ୍ଲୀ: ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ନୂଆଦିଲ୍ଲୀ ସହିତ ଆର୍ଥିକ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ପାଇଁ ୱାଶିଂଟନର ପ୍ରୟାସକୁ ଆଲୋକପାତ କରିଛନ୍ତି। ୨୦୨୬ ସିଲେକ୍ଟୟୁଏସ୍ଏ ଶିଖର ସମ୍ମିଳନୀ ପୂର୍ବରୁ, ସେ ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ଦ୍ୱିଗୁଣିତ କରି…

Raghav Chadha’s 2/3rds Masterstrok: ରାଘବ ଚଢ଼ାଙ୍କ ମାଷ୍ଟରଷ୍ଟ୍ରୋକ…ସାପ ମରିଗଲା ହେଲେ ବାଡ଼ି…

ନୂଆଦିଲ୍ଲୀ: ଶୁକ୍ରବାର, ଆମ ଆଦମୀ ପାର୍ଟି (AAP) ଏପର୍ଯ୍ୟନ୍ତ ଏହାର ସବୁଠାରୁ ବଡ଼ ବିଦ୍ରୋହ ଦେଖିଛି। ରାଘବ ଚଢା, ଅନ୍ୟ ସାତ ଜଣ ସାଂସଦଙ୍କ ସହିତ ଦଳ ଛାଡି ବିଜେପିରେ ମିଶିଛନ୍ତି। ଆଉ ରାଘବ ଏହାକୁ ହାସଲ କରିବା ପାଇଁ ବଡ଼ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି। ସାପ ମରିଯାଇଛି ହେଲେ ବାଡ଼ି ଅକ୍ଷତ…

West Bengal Assembly Elections: ଭୋଟ ବେଳେ ପକ୍ଷପାତ; ନିଲମ୍ବିତ ହେଲେ ୫ ପୋଲିସ ଅଧିକାରୀ

କୋଲକତା: ବର୍ତ୍ତମନାନ ଜାରି ରହିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହା ଭିତରେ ବଡ ଖବର ସାମ୍ନାକୁ ଆସିଛି । ଭୋଟ ବେଳେ ପକ୍ଷପାତ କରିଥିବା ଅଭିଯୋଗରେ ୫ ଜଣ ପୋଲିସ ଅଧିକାରୀଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଅଧିକାରୀ ମାନେ ହେଲେ ସନ୍ଦୀପ ଗରଇ (IPS):…

ଜମି କିଣାବିକା ମାମଲା: ପଞ୍ଜିକୃତ ଦଲିଲ ରଦ୍ଦ କରିପାରିବେନି ସବ୍-ରେଜିଷ୍ଟ୍ରାର୍

କଟକ: ଜମି କିଣାବିକା ଦଲିଲ ରଦ୍ଦ ମାମଲା। ପଞ୍ଜିକୃତ ଦଲିଲକୁ ରଦ୍ଦ କରିପାରିବେନି ରେଜିଷ୍ଟ୍ରେସନ ଅଧିକାରୀ। ଜମି କିଣାବିକା ପରେ ପୁନର୍ବାର ସେହି ଦଲିଲକୁ ରଦ୍ଦ କରିବା (କ୍ୟାନ୍ସଲେସନ ଡିଡ୍‌) ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଆବେଦନକାରିଣୀଙ୍କୁ ସିଭିଲ କୋର୍ଟଙ୍କ…