Latest Odisha News

BREAKING NEWS

ପୋଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା, ଜଣେ ଅଟକ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଯାଜପୁର ଗ୍ରାମର ବାଲିସାହିରେ ପୋଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମୃତ କନେଷ୍ଟବଳ ଜଣକ ହେଲେ ଉଦୟ ରଞ୍ଜନ ପଟ୍ଟନାୟକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟା…

ସାମୀଙ୍କୁ ନେଇ ଗୋୟନକାଙ୍କ ପୋଷ୍ଟ ଭାଇରାଲ

ଲକ୍ଷ୍ନୌ:ଆଇପିଏଲ ୨୦୨୬ ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସ ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀଙ୍କୁ ଦଳରେ ନେଇଛି । ସନରାଇଜର୍ସ ହାଇଦ୍ରାବାଦରୁ ଟ୍ରେଡ କରି ଲକ୍ଷ୍ନୌ ସାମୀଙ୍କୁ ଆଣିଛି । ଗତ ମେଗା ନିଲାମରେ ହାଇଦ୍ରାବାଦ ୧୦ କୋଟିରେ ସାମୀଙ୍କୁ ନେଇଥିଲା । ଏବେ ସେ ରିଷଭ ପନ୍ତଙ୍କ ନେତୃତ୍ୱରେ…

Delhi Bomb Blast: ଦିଲ୍ଲୀ କାର ବିସ୍ଫୋରଣର NIA ତଦନ୍ତ..ବିସ୍ଫୋରଣ ପୂର୍ବରୁ ଡାକ୍ତର ଉମର କାହିଁକି ୱାଜିରପୁର…

ନୂଆଦିଲ୍ଲୀ: ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ଚାଲିଛି । ତେବେ ଜାତୀୟ ତଦନ୍ତ ସଂସ୍ଥା (NIA) ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କର୍ମଚାରୀମାନେ ଶନିବାର ଉତ୍ତର-ପଶ୍ଚିମ ଦିଲ୍ଲୀର ୱାଜିରପୁର ଶିଳ୍ପାଞ୍ଚଳରେ ପହଞ୍ଚିଥିଲେ । ତଦନ୍ତକାରୀ ସଂସ୍ଥାଗୁଡ଼ିକ ଜାଣିବାକୁ ପାଇଛନ୍ତି ଯେ ମୁଖ୍ୟ ସନ୍ଦିଗ୍ଧ…

ରାଜନୀତିରୁ ସନ୍ନ୍ୟାସ ନେଲେ ଲାଲୁଙ୍କ ଝିଅ

ପାଟଣା: ବିହାର ନିର୍ବାଚନ ରେଜଲ୍ଟ ଘୋଷଣାର ଦିନକ ପରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି। ଇନଷ୍ଟାଗ୍ରାମର ପୋଷ୍ଟରେ ସେ ଲେଖିଛନ୍ତି ଯେ ସେ ରାଜନୀତିରୁ ଅବସର ନେଉଛନ୍ତି ଏବଂ ନିଜ ପରିବାରଠାରୁ ନିଜକୁ ଦୂରେଇ ରଖିବେ। ସେ ସଂଜୟ ଯାଦବ…

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ୮ ଜଣ ଅଭିଯୁକ୍ତଙ୍କର ଟିଆଇ ପରେଡ୍‌ ଶେଷ ହୋଇଛି । ଏନେଇ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା ପୋଲିସ । କୋର୍ଟଙ୍କ ଅର୍ଡର ମିଳିବା ପରେ ଅପରାହ୍ଣରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଯାଇଛି ।…

୧୬ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲାଲକିଲ୍ଲା

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖ ସନ୍ଧ୍ୟା ୬.୫୨ ସମୟରେ ଦିଲ୍ଲୀ ଲାଲକିଲ୍ଲାର ମେଟ୍ରୋ ଷ୍ଟେସନର ଗେଟ୍ ୧ ନିକଟରେ ଏକ ଧଳା ହୁଣ୍ଡାଇ ଆଇ୨୦ କାରରେ ବିସ୍ଫୋରଣ ହୋଇଥିଲା।ଏଥିରେ ୧୩ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ମଧ୍ୟ ହୋଇଥିଲେ। ଏହି କାର ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଡାକ୍ତର ଉମର…

ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିବା ଭାରତୀୟ ବ୍ୟାଟ୍ସମ୍ୟାନ ହେଲେ ପନ୍ତ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇଡେନଗାର୍ଡେନରେ ପ୍ରଥମ କ୍ରିକେଟ ଟେଷ୍ଟ ଚାଲିଛି । ମ୍ୟାଚର ଦ୍ୱିତୀୟ ଦିବସରେ ରିଷଭ ପନ୍ତ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ୨୪ ବଲରେ ୨୭ ରନ କରିବା ଅବସରରେ ୨ଟି ଛକା ମାରିଥିଲେ । ବିସ୍ଫୋରକ ବ୍ୟାଟ୍ସମ୍ୟାନ ପନ୍ତ ଭାରତ ପକ୍ଷରୁ…

ସାମ୍ନାକୁ ଆସିଲା ଏଲିନା ସାମନ୍ତରାୟ ଅଭିନୀତ ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍‌

ଭୁବନେଶ୍ୱର: ସାମ୍ନାକୁ ଆସିଲା ଓଲିଉଡ ଫିଲ୍ମ ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍‌ । ‘ରକ୍ତ ଗୋଲାପ ‘ର କାହାଣୀରେ ପ୍ରେମ, ରହସ୍ୟ ଓ ନାଟକୀୟତା ଭରି ରହିଥିବା ବେଳେ ଏହି ଚଳଚିତ୍ରର ପ୍ରଯୋଜନା କରିଛନ୍ତି ଅଶ୍ରୁଜିତ ମହାପାତ୍ର ଓ ଶୋଭନ ଦାସ । ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଓ ପିନାକୀ…

କିଙ୍ଗ ଖାନଙ୍କ ନାମରେ ଦୁବାଇରେ ନିର୍ମାଣ ହେଉଛି କମର୍ସିଆଲ ଟାୱାର

ମୁମ୍ବାଇ: ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ନାମରେ ଦୁବାଇରେ ଏକ ବିଲ୍ଡିଂ ତିଆରି ହେବାକୁ ଯାଉଥିବା ନେଇ ଦୁବାଇର ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ ଘୋଷଣା କରିଛି। ଏହି ସମ୍ପତ୍ତିର ନାମ "ଶାହ ରୁଖଜ୍ ଦାନୁବେ" ନାମରେ ନାମିତ ହେବ। ଓ ଏହା ସମ୍ମୁଖରେ ଅଭିନେତାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ…

ଟ୍ରେଡ ଡିଲରେ ଜାଡେଜାଙ୍କ କ୍ଷତି ହେଲା ୪ କୋଟି, ସଞ୍ଜୁ ଗଲେ ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପାଇଁ ଫ୍ରାଂଚାଇଜମାନେ ଦଳରେ ଅନେକ ପରିବର୍ତନ କରିଛନ୍ତି । ସବୁଠାରୁ ବଡ ଟ୍ରେଡ ଡିଲ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଛି । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ୧୪ କୋଟି ଟ୍ରେଡ ଡିଲରେ ଚେନ୍ନାଇ ସହିତ ଯୋଡି ହୋଇଛନ୍ତି । ରବୀନ୍ଦ୍ର ଜାଡେଜା…