Latest Odisha News

BREAKING NEWS

ରାଉରକେଲାକୁ ଭେଟି, ୧୫୮ କୋଟି ପ୍ରକଳ୍ପର ଉଦଘାଟନ କଲେ ରାଷ୍ଟ୍ରପତି

ରାଉରକେଲା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ଦିନିକିଆ ରାଉରକେଲା ଗସ୍ତ ସମୟରେ ୧୫୮ କୋଟି ଟଙ୍କା ମୂଲ୍ୟର ପ୍ଲାନେଟାରିୟମ୍ ଏବଂ ବିଜ୍ଞାନ କେନ୍ଦ୍ର, ନିର୍ମଳ ମୁଣ୍ଡା ପରିବେଶ ପଥ, ଏକ ଆଦିବାସୀ ସଂଗ୍ରହାଳୟ ଏବଂ ଏକ ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର ସମେତ ଅନେକ…

ଆଇପିଏଲର ବାକିତକ ମ୍ୟାଚରୁ ଓହରିଲେ ଆୟୂଷ

ଚେନ୍ନାଇ: ଖରାପ ପ୍ରଦର୍ଶନ ସହ ଆଘାତ ସମସ୍ୟା ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପିଛା ଛାଡୁନି । ମଙ୍ଗଳବାର ଭଲ ଫର୍ମରେ ଥିବା ଆୟୂଷ ମାହାତ୍ରେ ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ମାଂସପେଶୀଜନିତ ସମସ୍ୟାରୁ ମୁକୁଳିବା ପାଇଁ ତାଙ୍କ ଅତି କମରେ ୬ରୁ ୧୨ ସପ୍ତାହ ବିଶ୍ରାକ ନେବାକୁ ପଡିବ…

ଭାରତକୁ ବଡ଼ ଝଟକା; ୬୩ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଉପରେ ସୀମା ଶୁଳ୍କ ଲାଗୁ କଲା ନେପାଳ

ନୂଆଦିଲ୍ଲୀ: ଭାରତରୁ ନେପାଳକୁ କିଣାବିକା ପାଇଁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏବଂ ସୀମାବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଏକ ଚିନ୍ତାଜନକ ଖବର ଅଛି । ନେପାଳ ସରକାର ଭାରତରୁ ଆସୁଥିବା ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ନିୟମକୁ ଯଥେଷ୍ଟ କଠୋର କରିଛନ୍ତି । ଏବେ, ଯଦି ଆପଣ ୧୦୦ ନେପାଳୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଆତଙ୍କବାଦୀ’ କହିଲେ ମଲ୍ଲିକାର୍ଜୁନ ଖଡଗେ, ଦେଶବାସୀଙ୍କୁ କ୍ଷମା ମାଗିବାକୁ…

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଏପ୍ରିଲ୍ ୨୩ ତାରିଖରେ ହେବାକୁ ଯାଉଛି । ନିର୍ବାଚନ ପାଇଁ ପ୍ରଚାର ମଙ୍ଗଳବାର ଶେଷ ହେବ । ଡିଏମକେ-କଂଗ୍ରେସ ମେଣ୍ଟ ଏଆଇଏଡିଏମକେ ଏବଂ ବିଜେପି ମେଣ୍ଟ ବିରୋଧରେ ମୁହାଁମୁହିଁ ହେଉଛନ୍ତି । ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରଚାରରେ…

କେଦାରନାଥ ମନ୍ଦିରରେ ମୋବାଇଲ୍ ବ୍ୟାନ, ଫଟୋ ଓ ରିଲ୍ସ…

ଡେରାଡୁନ: ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର କମିଟି ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ ବ୍ୟବହାରକୁ କଡ଼ାକଡ଼ି ନିଷେଧ କରିଛନ୍ତି। ମନ୍ଦିରର ପବିତ୍ରତା ବଜାୟ ରଖିବା ଏବଂ ଭକ୍ତଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ କମିଟି ଏହି ନିଷ୍ପତ୍ତି ନେଇଛି। ମନ୍ଦିର କମିଟି ସଦସ୍ୟ ବିନୀତ ପୋଷ୍ଟି…

ପହଲଗାମ ଏବଂ ଉପତ୍ୟକାର ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷା ବୃଦ୍ଧି ପାଇଁ କ୍ୟୁଆର୍ କୋଡ୍…

ଶ୍ରୀନଗର: ଆଉ ଦିନକ ପରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମ ଆତଙ୍କବାଦୀ ଘଟଣାକୁ ବର୍ଷେ ପୁରିବ । ୨୨ ଏପ୍ରିଲ୍ ୨୦୨୫ରେ ଆତଙ୍କବାଦୀମାନେ ପର୍ଯ୍ୟଟକୁ ତାଙ୍କ ଧର୍ମ ପଚାରି ଗୁଳି କରିଥିଲେ । ଯେଉଁଥିରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ବାସିନ୍ଦାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ…

ହଙ୍ଗେରୀ ସୀମା ଭିତରକୁ ଆସିଲେ ନେତାନ୍ୟାହୁଙ୍କୁ ଗିରଫ କରାଯିବ: ପିଟର ମାଗ୍ୟାର

ବୁଡାପେଷ୍ଟ: ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କରିସାରିଛି । ତେଣୁ ନେତାନ୍ୟାହୁ ଯଦି ହଙ୍ଗେରୀ ସୀମା ଭିତରକୁ ଆସିବେ ତେବେ ତାଙ୍କୁ ଗିରଫ କରାଯାଇପାରେ ବୋଲି ହଙ୍ଗେରୀର ନୂତନ ପ୍ରଧାନମନ୍ତ୍ରୀ…

ଭାରତ ମଧ୍ୟ ଋଣ ନିଏ କି… ଜାଣନ୍ତୁ କେଉଁ ଦେଶ ସବୁଠାରୁ ଅଧିକ ଋଣ ନିଏ?

ନୂଆଦିଲ୍ଲୀ: ଏକ ବୃହତ ଅର୍ଥନୀତି ପରିଚାଳନା ପାଇଁ ଋଣ ନେବା ଏକ ସାଧାରଣ ଅଂଶ। ଭିତ୍ତିଭୂମି, କଲ୍ୟାଣ କାର୍ଯ୍ୟକ୍ରମ ଏବଂ ବିକାଶ ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ବଜେଟ୍ ୨୦୨୬-୨୭ ଅନୁଯାୟୀ, ଭାରତର ମୋଟ ବକେୟା ଋଣ ପ୍ରାୟ ₹୧୯୭.୧୮ ଲକ୍ଷ କୋଟିରେ…

ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇବା ଘଟଣା; ପ୍ରଧାନ ଶିକ୍ଷକ ନିଲମ୍ବିତ

ଯାଜପୁର: ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇବା ଘଟଣାରେ ଯାଜପୁର ଜିଲ୍ଲାର ଜଣେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମଙ୍ଗଳବାର ଦିନ ନିଲମ୍ବିତ କରାଯାଇଛି। ସୁକିନ୍ଦା ବ୍ଲକର କାଳିଆପାଣିରେ ସାରୁବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ବାସୁଦେବ ଦେହୁରୀ…

ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠାରୁ ପଡ଼ି ଓଡ଼ିଆ ଶ୍ରମିକ ମୃତ

ରାୟଗଡ଼: ଦାଦନ ଦୁଃଖରୁ ମିଳୁନି ନିସ୍ତାର। ଗ୍ରାମାଞ୍ଚଳରୁ ଲୋକେ ପେଟେ ପୋଶିବାକୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଆଉ ସେଠାରେ ମୃତ୍ୟୁ ବାଣ କରୁଛନ୍ତି। ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଝିଗିଡି ଗ୍ରାମପଞ୍ଚାୟତର ପଣସପଦର ଗ୍ରାମରେ। ପଣସପଦର…