ପ୍ରକାଶ ପାଇଲା +2 ପରୀକ୍ଷା ଫଳ, ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଆଜି ଭୁବନେଶ୍ୱରର ସାମନ୍ତପୁର କାର୍ଯ୍ୟାଳୟରୁ ଯୁକ୍ତ ଦୁଇ ଫଳାଫଳ ଘୋଷଣା କରିଛି।
ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପାଇଁ ଫଳାଫଳ ପ୍ରକାଶ କରିଛନ୍ତି। ତେବେ…