Latest Odisha News

BREAKING NEWS

ରାଜ୍ୟରେ ବଢିବ ଆମ ବସ୍‌ ସେବା: ଆଉ ୬୦୦ ଇ-ବସ୍‌ କିଣିବାକୁ ବଜେଟରେ ୪୨୧କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଯୋଡିହାବ ଆଉ ୬୦୦ଟି ନୂଆ ଇ-ବସ୍ । ଏଥିପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ପଦକ୍ଷେପ ମାଧ୍ୟମରେ…

ବେଲରୁ ବାହାରି ଫିଲ୍ମ ସୁଟିଂ କଲେ ରାଜପାଲ ଯାଦବ

ମୁମ୍ବାଇ: ଅଭିନେତା ରାଜପାଲ ଯାଦବଙ୍କୁ ଚେକ୍-ବାଉନ୍ସ ମାମଲାରେ ଜେଲରୁ ବେଲ ମିଳିବା ପରେ ସେ ମୁମ୍ବାଇରେ ପହଞ୍ଚି କାମକୁ ଫେରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତାଙ୍କର ଆଗାମୀ କମେଡି ଫିଲ୍ମ "ୱେଲକମ୍ ଟୁ ଦି ଜଙ୍ଗଲ" ସେଟ୍ ରୁ ଏକ ସ୍ୱତନ୍ତ୍ର ଭ୍ୟାନିଟି ଭିଡିଓ ସେୟାର…

ସରକାରୀ ଚାକିରିଆ ସାବଧାନ! ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କର, ନହଲେ…

ଭୁବନେଶ୍ବର: ସରକାରୀ ଚାକିରିଆଙ୍କୁ ତାଗିଦ । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରି ନାହାନ୍ତି, ସେମାନେ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବା ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟରେ ସମ୍ପତ୍ତି ତାଲିକା ଦାଖଲ ନ କଲେ ଶୃଙ୍ଖଳାଗତ…

 ୧୦ ବର୍ଷ ପରେ ଦାଢ଼ୀ କାଟିଲେ ୟଶ

ନୂଆଦିଲ୍ଲୀ: କେଜିଏଫ ପରେ ୟଶଙ୍କ ଟକ୍ସିକ ଏ ଫେୟାରୀ ଟେଲ ଫର ଗ୍ରୋନଅପ୍ସ ଫିଲ୍ମ ପ୍ରତି ପ୍ରଶଂସକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଟିଜର ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏହି ଫିଲ୍ମରେ ପ୍ରାୟ ୧୦ ବର୍ଷ ପରେ ୟଶଙ୍କୁ ବିନା ଦାଢ଼ୀରେ ଦର୍ଶକ ଦେଖିବାକୁ…

କେନ୍ଦ୍ରାପଡାରେ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ଚିକତ୍ସାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ 

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଖୁବଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ୍ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକର ରଜାଙ୍ଗ…

ଆଳୁ ଉତ୍ପାଦନରେ ଓଡ଼ିଶା ବହୁ ପଛରେ, ଉତ୍ପାଦନ କମ୍ ଯୋଗୁଁ ଆମଦାନୀ ଉପରେ ବେଶୀ ନିର୍ଭର ରାଜ୍ୟବାସୀ

ଭୁବନେଶ୍ଵର: ଓଡିଶାବାସୀଙ୍କ ଆଳୁ ଚାହିଦା ମେଣ୍ଟାଇବାରେ ୯୦ ପ୍ରତିଶତ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ମନ୍ତ୍ରୀ ଦେଇଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ ଥିବା କହିଛନ୍ତି କୃଷି ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ…

ଭିଡ଼ରେ ଫସିଲେ ଅଭିନେତ୍ରୀ ସାଇ ପଲ୍ଲବୀ…

କୋଚି: କେରଳର କୋଚିରେ ଫିଲ୍ମଫେୟାର ସାଉଥ୍ ପୁରସ୍କାରରେ ଯୋଗଦେବା ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ପହଞ୍ଚିଥିଲେ। କୋଚିରେ ପହଞ୍ଚିବା ପରେ ସେଠାରେ ତାଙ୍କ ପ୍ରଶଂସକ ଓ ଫଟୋଗ୍ରାଫର ମାନେ ସାଇ ପଲ୍ଲବୀଙ୍କୁ ଘେରି ଯାଇଥିଲେ।ତେବେ ପ୍ରବଳ ଭିଡ଼ ଜମିଯିବାରୁ ଗାଡ଼ି ପାଇଁ ଅପେକ୍ଷା…

୪୨ ଆଇଏଏସ ସହ ଖାଲି ପଡିଛି ୧୧୨୪ ପୋଷ୍ଟ

ଭୁବନେଶ୍ୱର: ଓଡ଼ିଶାରେ ବିଭିନ୍ନ ପ୍ରଶାସନିକ ସେବାର ପ୍ରାୟ ୧୧୨୪ ପଦବୀ ଖାଲି ପଡ଼ିଛି। ଏନେଇ ସୋମବାର ଦିନ ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ରାଜ୍ୟ…

ଟି୨୦ ବିଶ୍ୱକପ: ବାହାରିବେ ଖରାପ ଫର୍ମରେ ଥିବା ବ୍ୟାଟ୍ସମ୍ୟାନ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ସୁପର ଏଇଟରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ଶୋଚନୀୟ ଭାବେ ପରାଜିତ ହେବାକୁ ପ୍ରଶଂସକ ଏବଂ ମ୍ୟାନେଜମେଂଟ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ରିପୋର୍ଟ ମୁତାବକ ଟିମ ମ୍ୟାନେଜମେଂଟ ଖରାପ ଫର୍ମରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦେଇପାରେ । କୋଚ…

ପିପିଲି ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: NH-୩୧୬ର ଉତ୍ତରା ଛକ ନିକଟରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିବାର ପ୍ରାୟ ୨୩ ଦିନ ପରେ ପୋଲିସ ଏହି ମାମଲାରେ ତୃତୀୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁରୀ ରାମଚଣ୍ଡୀ ଅଞ୍ଚଳରୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଛବିନା କାଣ୍ଡି (୩୫) ବୋଲି ଚିହ୍ନଟ କରାଯାଇଛି।…