କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ କାହିଁକି ଚୁପ୍ ଡବଲ୍ ଇଞ୍ଜିନ ସରକାର; ବର୍ଷିଲେ ନବୀନ…
ଭୁବନେଶ୍ୱର: କୋରାପୁଟ ଜିଲ୍ଲାର କୋଟିଆରେ ନିର୍ବାଚନ କରାଇବା ନେଇ ଆନ୍ଧ୍ର ପ୍ରଦେଶର ଘୋଷଣା ଉପରେ ବିଜେପି ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇ ବର୍ଷିଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ।
ସେ ଏକ ପୋଷ୍ଟରେ କହିଛନ୍ତି ଯେ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ 'କୋଟିଆ'ରେ…