Attack On Putin’s Residence: ୯୧ ଡ୍ରୋନ୍ ଆକ୍ରମଣ, ନା ନିଜେ ଷଡ଼ଯନ୍ତ୍ର ରଚିଥିଲେ ପୁଟିନ୍?
ନୂଆଦିଲ୍ଲୀ: ସତରେ କ'ଣ ପୁଟିନଙ୍କ ଘର ଉପରକୁ ହୋଇଥିଲା ଆକ୍ରମଣ?
ନା ପଛରେ ଥିଲା କିଛି ଷଡଯନ୍ତ୍ର?
ପୁଟିନଙ୍କ ବାସଭବନ ଆକ୍ରମଣର ଭିତିରି କାହାଣୀ
ଚମକାଇଲା CIA ରିପୋର୍ଟ
ରାଷ୍ଟ୍ରପତି ଟ୍ରମ୍ପ ବି ଆଣିଲେ ଅଭିଯୋଗ
ରୁଷର ସବୁଠାରୁ ଶକ୍ତିଶାଳୀ ବାସଭବନ, ଗ୍ରାଣ୍ଡ କ୍ରେମଲିନ୍…