Latest Odisha News

BREAKING NEWS

Lucky Zodiac Signs 2026: ମକର ସଂକ୍ରାନ୍ତିରେ ବିରଳ ଚତୁର୍ଗ୍ରହୀ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା

ଭୁବନେଶ୍ବର: ଆରମ୍ଭ ହୋଇଛି ନୂତନ ବର୍ଷ ୨୦୨୬ । ତେବେ ୨୦୨୬ ମକର ସଂକ୍ରାନ୍ତିରେ ସୃଷ୍ଟି ହେଉଛି ବିରଳ ଚତୁର୍ଗ୍ରହୀ ସଂଯୋଗ; ଯାହାକୁ ଜ୍ୟୋତିଷମାନେ ଅତ୍ୟନ୍ତ ବିଶେଷ ଏବଂ ପ୍ରଭାବଶାଳୀ ବୋଲି କହିଛନ୍ତି । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ମକର ସଂକ୍ରାନ୍ତି ପର୍ବ ଜାନୁଆରୀ ୧୪ରେ ପାଳନ କରାଯିବ…

ଜଷ୍ଟିସ ସଙ୍ଗମ କୁମାର ସାହୁ ହେଲେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ: ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନୂଆ ନିଯୁକ୍ତି । ବିହାର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଥିବା ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଜଷ୍ଟିସ୍…

IAS: ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ନୂଆ ବର୍ଷ ଆରମ୍ଭରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଆଜି ମୁଖ୍ୟ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅନୁ ଗର୍ଗ । ଅନୁଙ୍କ ସ୍ଥାନରେ ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର । ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ପରିଷଦର ସଦସ୍ୟ ଭାବେ ଦାୟିତ୍ୱ…

୭ ଦିନରେ ରାଜଧାନୀବାସୀ ପିଇଗଲେ ୩୨ କୋଟିର ମଦ

ଭୁବନେଶ୍ବର: ୨୦୨୫ ମସିହାରେ ଖ୍ରୀଷ୍ଟମାସରୁ ଜିରୋ ନାଇଟ୍ ପର୍ଯ୍ୟନ୍ତ ପ୍ରାୟ ଏକ ସପ୍ତାହ ମଧ୍ୟରେ ଭୁବନେଶ୍ୱର ବାସିନ୍ଦା ୩୨ କୋଟି ଟଙ୍କାର ମଦ ପିଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟରେ ରାଜଧାନୀର କ୍ଲବ୍, ପବ୍ ଏବଂ ଅଫ-ସପ୍ସରେ ପ୍ରବଳ ଭିଡ଼ ଦେଖିବାକୁ…

ଏମଭି ୨୬ ଗାଁର ହିଂସାକାଣ୍ଡ ଘଟଣା: ୧୦ଟି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଭୁବନେଶ୍ବର: ଡିସେମ୍ବର ୭ ଓ ୮ ତାରିଖରେ ମାଲକାନଗିରି ଜିଲ୍ଲାର ରାଖେଲଗୁଡ଼ା ଏବଂ ଏମଭି ୨୬ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଘଟଣା ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ୨୯ ତାରିଖରେ ଭୁବନେଶ୍ବର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାର…

ବରୋଦା-ହାଇଦ୍ରାବାଦ ମ୍ୟାଚରେ ୫ ଶତକ, ଲିଷ୍ଟ ଏ କ୍ରିକେଟରେ ରେକର୍ଡ

ହାଇଦ୍ରାବାଦ: ଚଳିତ ବିଜୟ ହଜାରେ ଟ୍ରଫିରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିିଳିଛି । ଗୁରୁବାର ବରୋଦା ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ମଧ୍ୟ ଏକ ବଡ ରେକର୍ଡ ସୃଷ୍ଟି ହୋଇଛି । ଏହି ମ୍ୟାଚ ଏବେ ରେକର୍ଡ ବୁକରେ ସ୍ଥାନ ପାଇଛି । ହାଇ ସ୍କୋରିଂ…

Odia Film: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘କାଲି ର ଆଶା’

ଭୁବନେଶ୍ୱର: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ 'କାଲି ର ଆଶା' । କୃଷି ଓ କୃଷକଙ୍କ ଜୀବନକୁ କେନ୍ଦ୍ର କରି ଆୟୋଜିତ ଏହି ଫିଲ୍ମ ଜାତୀୟ ସ୍ତରୀୟ ଫେଷ୍ଟିଭାଲରେ ଚୟନ ହୋଇ ଓଡ଼ିଶାର କାହାଣୀ ଓ ସିନେମାକୁ ଜାତୀୟ ମଞ୍ଚରେ ପହଞ୍ଚାଇଛି । ଯାହା ଓଡ଼ିଆ ଇଣ୍ଡଷ୍ଟ୍ରି ଓ ରାଜ୍ଯ ପାଇଁ…

Chilika Bird Festival: ଜାନୁଆରୀ ୬ ରୁ ୮ ପର୍ଯ୍ୟନ୍ତ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ…

ଭୁବନେଶ୍ୱର: ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ସହଯୋଗରେ ଚଳିତ ବର୍ଷ ଜାନୁଆରୀ ୬ରୁ ୮ ତାରିଖ ଯାଏଁ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଆୟୋଜିତ ହେବ । ସଂରକ୍ଷଣ-ନେତୃତ୍ୱାଧୀନ ପର୍ଯ୍ୟଟନ, ସ୍ଥାୟୀତ୍ୱ ଏବଂ ଗୋଷ୍ଠୀ ଭାଗୀଦାରି ପ୍ରତି ରାଜ୍ୟର…

ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ହେବ ପୁନଃ ଜୀବନ୍ତ, ଓଡ଼ିଶାରୁ ବାଲି ଯାତ୍ରା କରିବ ପାରମ୍ପରିକ ଜାହାଜ…

କଟକ: ନୂଆ ରୂପ ନେବ ଓଡ଼ିଶା ନୌବାଣିଜ୍ୟ ଇତିହାସ । ଓଡ଼ିଶାରୁ ବାଲି ଯାତ୍ରା କରିବ ପାରମ୍ପରିକ ଜାହାଜ । ୨୦୨୬ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ଇତିହାସକୁ ପୁଣି ଥରେ ଆଖି ସାମ୍ନାକୁ ଆଣିବ ‘ଆଇଏନଏସଭି କୌନ୍ଦିନ୍ୟ’ । ସିଲେଇ କୌଶଳ ଦ୍ୱାରା ପାରମ୍ପରିକ ଶୈଳୀରେ…

୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ

ଭୁବନେଶ୍ୱର: ୨୦୨୫ ମସିହାରେ ଭୁବନେଶ୍ୱରରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସର୍ବାଧିକ ପର୍ଯ୍ୟଟକମାନଙ୍କ ଆଗମନ ହୋଇଥିବା ନେଇ ରେକର୍ଡ କରାଯାଇଛି। ତେବେ ୨୦୨୪ ମସିହାରେ ମୋଟ ୩୭,୯୯,୬୩୨ ପର୍ଯ୍ୟଟକ  ନନ୍ଦନକାନନ ଭ୍ରମଣ କରିବାକୁ ଆସିଥିବା ବେଳେ ୨୦୨୫ ମସିହା ମଧ୍ୟରେ ମୋଟ…