Latest Odisha News

BREAKING NEWS

ମାର୍ଚ୍ଚ-ଏପ୍ରିଲରେ ହୋଇପାରେ ପଞ୍ଚାୟତ ନିର୍ବାଚନ: ଏହି ଦିନେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ମାର୍ଚ୍ଚରେ ବାଜିପାରେ ପଞ୍ଚାୟତ ନିର୍ବାଚନ ବିଗୁଲ। ପଞ୍ଚାୟତ ନିର୍ବାଚନକୁ ନେଇ ୩ ରାଜନୈତିକ ଦଳ ଭିତରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ…

Nuakhai Lagna Finalised:ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ;କେତେବେଳେ ଲାଗି ହେବ ନବାନ୍ନ ଜାଣନ୍ତୁ

ସମ୍ବଲପୁର:ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ ହେଲା । ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ ପାଳନ ହେବ। ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବ। ଏଥି ପାଇଁ ଆଜି ଲଗ୍ନ ସ୍ଥିର ହୋଇଛି। ସ୍ଥିର ହୋଇଥିବା ଲଗ୍ନ ଅନୁସାରେ…

ଜାତୀୟ ଶିକ୍ଷକ ପୁରସ୍କାର: ଓଡିଶାରୁ ୪ ଶିକ୍ଷକ ପୁରସ୍କୃତ

ଭୁବନେଶ୍ବର: ଗୁରୁ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାରା ଦେଶର ଅସାଧାରଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ବିଦ୍ୟାଳୟ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ବୈଷୟିକ ତାଲିମ କ୍ଷେତ୍ରରେ ୮୨ ଜଣ…

Nepal Landslide: ରାଗିଛି ପ୍ରକୃତି ମା’…ନେପାଳକୁ କନ୍ଦାଉଛି ରକ୍ତର ଲୁହ… ପୁଣି ଭୟଙ୍କର ଲ୍ୟାଣ୍ଡସ୍ଲାଇଡ୍, ଅଟକିଲା…

କାଠମାଣ୍ଡୁ: ରୋଷ କରିଛି ପ୍ରକୃତି ମା’। ପଡୋଶୀ ନେପାଳ ଉପରେ ଦାଉ ସାଧୁଛି। ନେପାଳ ଉପରୁ ଯେମିତି ବିପଦର କଳାବାଦଲ ହଟୁନାହିଁ। ବିନାଶକାରୀ ବନ୍ୟାର ଦୁଃଖ ଭୁଲିବା ପୂର୍ବରୁ ପୁଣି ଆସିଛି ଭୟଙ୍କର ଲ୍ୟାଣ୍ଡସ୍ଲାଇଡ୍। ଦାର୍ଚୁଲା ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହେବା ପରେ ଚୌଲାନୀ ନଦୀର…

ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

କେନ୍ଦ୍ରାପଡା: ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯିବା ସହ ଉକ୍ତ ଟଙ୍କା ରଖାଯାଇଥିବା ଅଫିସ୍ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଏନ୍‌ଏଚ୍‌…

Three Meals A Day: ସାବଧାନ! ଦିନକୁ ୩ ଥର ଖାଉଛନ୍ତି କି?

() ରହିଯାଆନ୍ତୁ...ସକାଳ, ସନ୍ଧ୍ୟା, ରାତି…. ଦିନକୁ ୩ ଥର ଖାଉଛନ୍ତି କି? ଜାଣନ୍ତୁ କ’ଣ କହିଲେ FSSAI ସିଇଓ… ସକାଳେ ଜଳଖିଆ, ଦ୍ୱିପ୍ରହରରେ ମଧ୍ୟାହ୍ନ ଭୋଜନ ଏବଂ ରାତିରେ ରାତ୍ରି ଭୋଜନ, ସାଧାରଣତଃ ଦିନକୁ ତିନିଥର ଖାଇବା ଆମ ଜୀବନର ଏକ ସାଧାରଣ ଅଭ୍ୟାସ। ଅନ୍ୟ ସମୟରେ ଖାଦ୍ୟ ଗ୍ରହଣ କରୁ…

Russia-Ukraine War: ରୁଷ-ୟୁକ୍ରେନ ଯୁଦ୍ଧରେ ଲାଗିଲା ୭୨ ଘଣ୍ଟିଆ ବ୍ରେକ୍! ପୁଟିନଙ୍କ ବଡ଼ ଘୋଷଣା…

ମସ୍କୋ: ଦୀର୍ଘ ସାଢ଼େ ୪ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ବଡ଼ ଖବର। ଆମେରିକାର ଦୁଇ ବିଶେଷ ଦୂତ ଷ୍ଟିଭ୍ ୱିଟକଫ୍ ଓ ଜାରେଡ୍ କୁଶନର ଶାନ୍ତି ଆଲୋଚନା ପାଇଁ ମସ୍କୋରେ ପହଞ୍ଚିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିଭ୍‌ ଉପରେ ଆକ୍ରମଣ ୭୨ ଘଣ୍ଟା ପାଇଁ ବନ୍ଦ…

ଏଣିକି ବିନା ଅନୁମତିରେ ସରକାରୀ ସ୍କୁଲରେ ପ୍ରବେଶ ନିଷେଧ, ସାମ୍ବାଦିକ ଓ YouTubers ଙ୍କୁ ମଧ୍ୟ ବାରଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆପଣ ବିନା ଅନୁମତିରେ ସରକାରୀ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ। ସାମ୍ବାଦିକ, YouTuber, ଏପରିକି ସାଧାରଣ ନାଗରିକ ହୁଅନ୍ତୁ ନା କାହିଁକି ଏବେଠାରୁ ସରକାରୀ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ। ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର…

ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ; ଗୁରୁ ଦିବସରେ ଶିକ୍ଷକ…

ଭୁବନେଶ୍ୱର:ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ…

Africa in Map: ବଦଳିବ ବିଶ୍ବ ମାନଚିତ୍ର? ନକ୍ସାରେ ଆଉ ଛୋଟ ଦେଖାଯିବନି ଆଫ୍ରିକା…ମିଳିଲା UN ମଞ୍ଜୁରୀ

ନ୍ୟୁୟର୍କ: ଦଶନ୍ଧି ଦଶନ୍ଧି ଧରି ଆମେ ଯେଉଁ ବିଶ୍ୱ ମାନଚିତ୍ର ଦେଖିଆସୁଛୁ, ସେଥିରେ ଆଫ୍ରିକାର ଆକାର ବାସ୍ତବତା ଠାରୁ ଅନେକ ଛୋଟ ଦେଖାଯାଏ। ଏବେ ଏହି ଚିତ୍ର ବଦଳାଇବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଜାତିସଂଘ ମହାସଭା ବିଶ୍ୱର ଏକ ନୂଆ ମାନଚିତ୍ର ପ୍ରୋଜେକ୍ସନ୍‌କୁ ପ୍ରୋତ୍ସାହନ ଦେବା…