Latest Odisha News

BREAKING NEWS

ପଞ୍ଜଶିର ଘାଟିରେ ତାଲିବାନଙ୍କ ବର୍ବରତା

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନଙ୍କ ଆଖି ପଞ୍ଜଶିର ଘାଟିର ବିଦ୍ରୋହୀଙ୍କ ଉପରେ ରହିଛି । ରିପୋର୍ଟ ମୁତାବକ ଚଳିତ ମାସରେ ତାଲିବାନୀମାନେ ୨୭ଜଣ ବିଦ୍ରୋହୀ ଏଠାରେ ହତ୍ୟା କରି ସାରିଛନ୍ତି । ଆଖିରେ ପଟି ବାନ୍ଧି ସେମାନଙ୍କ ଗୁଳି କରାଯାଉଥିବା ଭିଡିଓ ଏବେ ଭାଇରାଲ ହେଉଛି ।…

ଆର୍ୟାନ ଖାନ ମାମଲା: ଏନସିବିରେ ବଡ଼ ଖୁଲାସା, ଅଧିକାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ

ମୁମ୍ବାଇ: ଗତ ବର୍ଷ ଅକ୍ଟୋବରରେ ଏନସିବିର ମୁମ୍ବାଇ ୟୁନିଟ୍ ଡ୍ରଗ୍ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରିଥିଲା। ଗୋଟିଏ ବର୍ଷ ପରେ ଏନସିବିର ଭିଜିଲାନ୍ସ ଟିମ୍ ଏହାର ନିର୍ଦ୍ଦେଶକଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଏନସିବିର ମୁମ୍ବାଇ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଅପରାହ୍ନ ୫ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅର୍ଥାତ ପାଞ୍ଚ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଦ୍ଵିତୀୟ…

ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ ମଧ୍ୟରେ ରହିଛି ସମ୍ପର୍କ, ୫୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଏନଆଇଏ ଚଢଉ

ନୂଆଦିଲ୍ଲୀ: ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଚଢଉ କରିଛି। ବିଭିନ୍ନ ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀ ଗୋଷ୍ଠୀଙ୍କ ସହ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ମଧ୍ୟରେ ସମ୍ପର୍କ ରହିଥିବା ସୂଚନା ପାଇ ପୋଲିସ ସହଯୋଗରେ ମଙ୍ଗଳବାର ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ,…

କବିତା : ଅସ୍ଥି

ସ୍ମୃତି ରଞ୍ଜନ ତ୍ରିପାଠୀ ଟିକେ ଅପେକ୍ଷା କର ! ଏଇ ସାଥେ ସାଥେ ପଥଶ୍ରାଦ୍ଧର ରୋଷଣିରେ କେହି ଆସିଛି କୋକେଇର ମାୟାଜାଲରେ, ବାଷ୍ପରୁଦ୍ଧ କଣ୍ଠ ରାମ ନାମ ସତ୍ୟ ହେ' ର ମନ୍ତ୍ରରେ କିଏ ଚିର କାଳ ପାଇଁ ବିଶ୍ରାମ ନେଉଛି । ଏଇ ସାଙ୍ଗେ ସାଙ୍ଗେ ଦାହ କରାହୋଇଛି ମୁରବୀ ପଣିଆର ମୁକୁଟ…

ପତ୍ନୀ ସହ ଶ୍ୱଶୁର ଘରର ପରିବାର ଲୋକଙ୍କୁ ଜିଅନ୍ତା ଜାଳିଦେଲା ଜ୍ୱାଇଁ

ଚଣ୍ଡିଗଡ଼: ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଅଭାବନୀୟ ଦୃଶ୍ୟ। ଜିଲ୍ଲାର ମୋହିତପୁରରେ ଜଣେ ଯୁବକ ନିଜ ଶାଶୁ ଘରକୁ ଯାଇ ପତ୍ନୀ, ଝିଅ, ପୁଅ ସମେତ ଶାଶୁ ଓ ଶ୍ୱଶୁରଙ୍କୁ ଜୀବନ୍ତ ଜାଳି ଦେଇଛି। ପତ୍ନୀ ଘରକୁ ନଫେରିବାରୁ ଏହି ୩୦ ବର୍ଷୀୟ ଯୁବକ ପତ୍ନୀ ଏବଂ ତାଙ୍କ ପରିବାର ଲୋକଙ୍କ ସହ ଏପରି କାଣ୍ଡ…

ଦିଲ୍ଲୀରେ ୨୦୦୦ କିଲୋରୁ ଅଧିକ ବାଣ ଜବତ, ୬ ଗିରଫ

ନୂଆଦିଲ୍ଲୀ: ଆସୁଛି ଦୀପାବଳି, ଆରମ୍ଭ ହେଲାଣି ବେଆଇନ ବାଣ କାରବାର। ମଙ୍ଗଳବାର ଦିଲ୍ଲୀ ପୋଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢଉ କରି ୨୦୦୦ କିଲୋରୁ ଅଧିକ ବାଣ ଜବତ କରିଛି। ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଦୀପାବଳି ପୂର୍ବରୁ ଦିଲ୍ଲୀ ପୋଲିସ ଆକ୍ସନ ମୁଡରେ ରହିଛି। ଦିଲ୍ଲୀ…

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ମଞ୍ଜୁରି ମିଳିଛି । ଚାଷୀମାନଙ୍କୁ ସେମାନଙ୍କର…

ହିଜାବ ନ ପିନ୍ଧିବା ମହଙ୍ଗା ପଡିଲା କି ଇରାନ ଆଥଲେଟ ଏଲନାଜ ରେକାବିକଙ୍କୁ ?

ତେହେରାନ: ଇରାନର ମହିଳା ଆଥଲେଟ ଏଲନାଜ ରେକାବିକଙ୍କ ପତା ମିଳୁନି । ଯାହାକୁ ନେଇ ଭିନ୍ନ ଭିନ୍ନ ସନ୍ଦେହ ପୋଷଣ କରାଯାଉଛି । ରିପୋର୍ଟ ମୁତାବକ ସେ ହିଜାବ ପରିଧାନ କରି ନ ଥିବାରୁ ଇରାନ ସରକାର ତାଙ୍କୁ ଗିରଫ କରିଥିବା ଆଶଙ୍କା କରାଯାଉଛି । ସେ ୧୦ରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ…

ମଧ୍ୟପ୍ରଦେଶର ମୋଗଲୀ ଛାତ୍ର, କଲେଜରେ ପିନ୍ଧୁ ନାହାନ୍ତି ସମ୍ପୂର୍ଣ୍ଣ ପୋଷାକ

ମୋଗଲୀ କାହାଣୀ ବିଷୟରେ କିଏ ବା ନ ଜାଣେ । ପେଂଚ ଜଙ୍ଗଲରେ ମିଳିଥିବା ଏକ ପିଲା ଉପରେ ରୁଡୟାର୍ଡ କିପଲିଙ୍ଗ ଜଙ୍ଗଲ ବୁକ ଲେଖିଥିଲେ । ଏହା ଉପରେ ହଲିଉଡରେ ଫିଲ୍ମ ବି ନିର୍ମିତ ହୋଇସାରିଛି । ମଧ୍ୟପ୍ରଦେଶର ବଡବାନୀ କଲେଜରେ ପାଠ ପଢ଼ୁଥିବା ମୋଗଲୀ ବୟ ଏବେ ଚର୍ଚ୍ଚାରେ । ସେ ମୋଗଲୀ ଜଙ୍ଗଲରେ…