କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟାଙ୍କ ଠକେଇ: ଲିଭ୍-ଇନ୍ ଦମ୍ପତିଙ୍କୁ ବାନ୍ଧିଲା ଭିଜିଲାନ୍ସ, ବ୍ରାଞ୍ଚ୍ ମ୍ୟାନେଜର ସହ…
ଭୁବନେଶ୍ୱର: ମାଲକାନଗିରି କେସିସି ବ୍ୟାଙ୍କରେ ପ୍ରାୟ ୧ କୋଟି ଟଙ୍କାର ଠକେଇ ମାମଲା। ଭିଜିଲାନ୍ସ ଜାଲରେ ବ୍ୟାଙ୍କର ଶାଖା ପରିଚାଳକ ସୁଧାଂଶୁ ଖରାଙ୍କ ଦୁଇ ସହଯୋଗୀ। ୧.୦୮ କୋଟି ଟଙ୍କା ହଡ଼ପ ଘଟଣାରେ ଓଡ଼ିଶା ଭିଜିଲାନ୍ସ ଏକ ଲିଭ୍-ଇନ୍ ଦମ୍ପତିଙ୍କୁ ଗିରଫ କରିଛି। ସୁଶ୍ରୀ ନିବେଦିତା ତରାଇ ଏବଂ…