ଜେଏନ୍ୟୁରେ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ
ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ABVP ଏବଂ ବାମପନ୍ଥୀ ଛାତ୍ର ସଂଗଠନ ମଧ୍ୟରେ ସଂଘର୍ଷ ଘଟିଛି। ଗତକାଲି ଅପରାହ୍ଣ ୧ଟା ୩୦ରେ ପଥର ଫିଙ୍ଗାଳି JNUର ABVP ମିଡିଆ ସଂଯୋଜକ ବିଜୟ ଜୟସୱାଲ ଗୁରୁତର ଆହତ ହୋଇଥିଲେ। ବିଳମ୍ବିତ ରାତିର ଏହି ସଂଘର୍ଷରେ ଅନ୍ୟ ଅନେକ ଛାତ୍ର ମଧ୍ୟ ଆହତ…