Latest Odisha News

BREAKING NEWS

Subhadra Money: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କୁ ମିଳିଲା ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ବର: ବିଶ୍ବ ମହିଳା ଦିବସ ଉପଲକ୍ଷେ ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା । ‘ସୁଭଦ୍ରା’ର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୀ ତାଳବଣିଆ କାର୍ଯ୍ୟକ୍ରମରେ ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧ କୋଟି ୨ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ…

ଇଂଲଣ୍ଡ ଟିମକୁ ପ୍ରଥମେ ପଠାଇବା ନେଇ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଅସନ୍ତୁଷ୍ଟ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହା ମଧ୍ୟରେ ଏକ ବିବାଦ ଉପୁଜିଛି । ମିଡିଲ ଇଷ୍ଟରେ ଅଶାନ୍ତି ଲାଗି ରହିଥିବାରୁ କେତେକ ଟିମ ଭାରତରେ ଫସି ରହିଛନ୍ତି । ୱେଷ୍ଟଇଣ୍ଡିଜ ମାର୍ଚ୍ଚ ୧ରୁ, ଦକ୍ଷିଣ…

China condemns Middle East war: ‘ଏହା ହେବା ଉଚିତ୍ ନଥିଲା…’, ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ…

ନୂଆଦିଲ୍ଲୀ: ଇରାନ ସମେତ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍ୟରେ, ଚୀନ୍‌ ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲ୍ ଦ୍ୱାରା ମିଳିତ ସାମରିକ ଅଭିଯାନକୁ ସମାଲୋଚନା କରିଛି। ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଏହି ସଂଘର୍ଷ କେବେ ହେବା ଉଚିତ୍ ନଥିଲା ଏବଂ ଏହି…

ରାଷ୍ଟ୍ରପତିଙ୍କୁ ସ୍ୱାଗତ ବେଳେ ପ୍ରୋଟୋକଲ୍‌ରେ ତ୍ରୁଟି: ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ରିପୋର୍ଟ ତଲବ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ କେନ୍ଦ୍ର ଗୃହ ସଚିବ। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା ନିର୍ଦ୍ଦେଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ବେଳେ ପ୍ରୋଟୋକଲ୍‌ରେ ତ୍ରୁଟି ଅଭିଯୋଗ। ଦାର୍ଜିଲିଂ ଅନ୍ତର୍ଜାତୀୟ…

ଟି୨୦ ବିଶ୍ୱକପ: ଫାଇନାଲରେ ଟିମ ଇଣ୍ଡିଆ ଅଧିନାୟକ ହୋଇଛନ୍ତି ବିଫଳ, ସୂର୍ଯ୍ୟକୁମାରଙ୍କ ଉପରେ ନଜର

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ ଫାଇନାଲ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୂମାର ଯାଦବଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଏ ପର୍ଯ୍ୟନ୍ତ ଟି୨୦ ବିଶ୍ୱକପ ଫାଇନାଲରେ…

Planet is Heating Faster: ଦ୍ରୁତ ଗତିରେ ଉତ୍ତପ୍ତ ହେଉଛି ବିଶ୍ଵ, ଭାରତ ପାଇଁ ବି ବିପଦ… ୨୦୩୦ ସୁଦ୍ଧା…

ନୂଆଦିଲ୍ଲୀ: କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ଷ ବର୍ଷ ଧରି ସାଧାରଣ ତାପମାତ୍ରା ଅନୁଭବ କରୁଥିବା ସ୍ଥାନଗୁଡ଼ିକ ମଧ୍ୟ ଏବେ ସାଧାରଣଠାରୁ ଅନେକ ଡିଗ୍ରୀ ଅଧିକ ତାପମାତ୍ରା ଅନୁଭବ କରୁଛନ୍ତି। ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।…

କାହିଁକି ‘ବନ୍ଦେ ମାତରମ୍’ ବାଜିବା ସମୟରେ ବସିରହିଥିଲେ ନାଗାଲାଣ୍ଡ ୟୁନିଭରସିଟିର ଛାତ୍ରଛାତ୍ରୀ?…

ନୂଆଦିଲ୍ଲୀ: ନାଗାଲାଣ୍ଡ ୟୁନିଭରସିଟିର ଏକ କାର୍ଯ୍ୟକ୍ରମର ମୁହୂର୍ତ୍ତ ଏବେ ଭାଇରାଲ ହେଉଛି। ଜାତୀୟ ସଂଗୀତ ବଜାଯାଉଥିବା ସମୟରେ ବସିରହିଥିଲେ ଛାତ୍ରଛାତ୍ରୀ। ଜାତୀୟ ସଂଗୀତ ବଜାଇବା ଉପରେ MHA ନିର୍ଦ୍ଦେଶ ପରେ ନାଗାଲାଣ୍ଡରେ ଘଟିଥିବା ଏହି ଘଟଣା ଏବେ ନୂଆ ବିତର୍କ ଆରମ୍ଭ କରିଛି। ମାର୍ଚ୍ଚ…

IND vs NZ T20 World Cup 2026 final: ଏହି ୩ କାରଣ ନିର୍ଣ୍ଣୟ କରିବ T-20 ବିଶ୍ୱକପ୍ ବିଜେତା! ପୁଣି ଜଲୱା ଦେଖାଇବ…

ନୂଆଦିଲ୍ଲୀ: ଖୁବଶୀଘ୍ର ସବୁ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। T20 World Cup 2026 ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବାକୁ ଯାଉଛି ଭାରତୀୟ ଟିମ୍। ଏଥର ବି କର ବା ମାର ସ୍ଥିତି। ଭାରତ ୮ ମାର୍ଚ୍ଚରେ ଅର୍ଥାତ୍ ଆଜି(ରବିବାର) ନରେନ୍ଦ୍ର ମୋଦି ଷ୍ଟାଡିୟମରେ T20 ବିଶ୍ୱକପ୍ 2026…

Mamata Hits Back After President’s Remarks: ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରସଙ୍ଗ, ବିବାଦ ପରେ ମୁହଁ ଖୋଲିଲେ…

କୋଲକାତା: ଆଉ କିଛି ଦିନ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଏବେ ନୂଆ ବିବାଦରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ ପୂର୍ବରୁ ରାଜନୈତିକ ତାପମାତ୍ରା ପୂର୍ବରୁ ହିଁ ହାଇ ରହିଥିବା ବେଳେ ଏବେ ବଙ୍ଗଳା ସରକାର ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା…

ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଦେଶ ପ୍ରତି ବିଶ୍ୱାସଘାତକତା: ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଦେଶ ପ୍ରତି ବିଶ୍ୱାସଘାତକତା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ଚାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର କୃଷି, ଶକ୍ତି ଏବଂ ତଥ୍ୟ ସ୍ୱାର୍ଥ ସହିତ ବୁଝାମଣା କରିଛନ୍ତି। ଶନିବାର…