Fake Baba Gang Arrested: ତିନି ଭଣ୍ଡ ବାବା ଗିରଫ;ସୁନା ଅଳଙ୍କାର, ଟଙ୍କା ଜବତ
ରାଉରକେଲା:ଏକ ଠକ ବାବା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ରାଉରକେଲା ପୋଲିସ। ମହିଳାଙ୍କଠାରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟ ଘଟଣାରେ ସେକ୍ଟର-୭ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ମହିଳାଙ୍କଠାରୁ ଲୁଟ କରାଯାଇଥିବା ସୁନା ଓ ଟଙ୍କା ଜବତ କରାଯାଇଛି। ଏହି…