ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୪ଟି ବିମାନ ବାତିଲ୍
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୪ଟି ବିମାନ ବାତିଲ୍। ଏୟାର ଇଣ୍ଡିଆର ଦୁବାଇ-ଦିଲ୍ଲୀ ୫ଟି ବିମାନ ମଧ୍ୟରୁ ୪ଟି ବାତିଲ୍। ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ର ଦୁବାଇ-ଦିଲ୍ଲୀ ୬ଟି ମଧ୍ୟରୁ ୫ଟି ବିମାନ ବାତିଲ୍ କରାଯାଇଛି। ମଧ୍ୟପ୍ରାଚ୍ୟରେ ଘନିଷ୍ଠ ହେଉଥିବା ଯୁଦ୍ଧ…