Special Raid: ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ଚତୁର୍ଥ ଦିନ, ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବେଆଇନ ସାମଗ୍ରୀ ଜବତ
ଭୁବନେଶ୍ୱର: ଅବକାରୀ ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ସାରା ରାଜ୍ୟରେ ଚାଲୁଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ଚତୁର୍ଥ ଦିନ। ଏହି ଚଢ଼ାଉରେ ମୋଟ ୧ କୋଟି ୧୪ ଲକ୍ଷ ୬୨ ହଜାର ୯୭୪ ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ ହୋଇଛି ।
ଏହି କାର୍ଯ୍ୟାନୁଷ୍ଠାନରେ NDPS Act.…