Latest Odisha News

BREAKING NEWS

Indian students in Bangladesh: ବାଂଲାରେ ପଢୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୋଦୀଙ୍କୁ…

ନୂଆଦିଲ୍ଲୀ: ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, କିଛି ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ଏବେ ବି ସେଠାରେ ଫସି ରହିଛନ୍ତି । ତେବେ ଏହି ପରିସ୍ଥିତିରେ ଅଲ୍ ଇଣ୍ଡିଆ ମେଡିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AIMSA) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ବାଂଲାଦେଶରେ ଫସି…

Thar vehicles: ଜଙ୍ଗଲ ବିଭାଗର ‘ଥାର୍‌’ କିଣା ଓ ମୋଡିଫିକେସନ୍‌ର ହେବ ସ୍ୱତନ୍ତ୍ର ଅଡିଟ୍

ଭୁବନେଶ୍ବର: ଜଙ୍ଗଲ ବିଭାଗର 'ଥାର୍‌' କିଣା ଓ ମୋଡିଫିକେସନ୍‌ର ହେବ ସ୍ୱତନ୍ତ୍ର ଅଡିଟ୍ ପାଇଁ ଆକଉଣ୍ଟାଣ୍ଟ ଜେନେରାଲଙ୍କୁ ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ଗାଡ଼ି କିଣାକୁ ନେଇ ହେବ ଅଡିଟ୍ । ପିସିସିଏଫ୍ ବନ୍ୟପ୍ରାଣୀ ଅଫିସ୍‌ରେ ସ୍ବତନ୍ତ୍ର…

Excise Raid: ନୂଆବର୍ଷ ପୂର୍ବରୁ ସ୍ବତନ୍ତ୍ର ଚଢ଼ାଉ; ୨ ଦିନରେ ୧ କୋଟି ୬୪ ଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟବ୍ୟାପୀ ଅବକାରୀ ବିଭାଗର ସ୍ବତନ୍ତ୍ର ଚଢ଼ାଉ । ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅବକାରୀ ଚଢ଼ାଉ ଅଭିଯାନର ପ୍ରଥମ ଦୁଇ ଦିନରେ ପ୍ରାୟ ୧କୋଟି ୬୪ ଲକ୍ଷ ଟଙ୍କା ମୂଲ୍ୟର ଅବୈଧ ମାଦକ ଦ୍ରବ୍ୟ ତଥା ବେଆଇନ ସାମଗ୍ରୀ ଜବତ କରାଯାଇଛି।…

୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି

ଭୁବନେଶ୍ବର: ୧୪ ଜିଲ୍ଲାରେ ୨୪ ନୂଆ NAC ନେଇ ପ୍ରକାଶ ପାଇଲା ତାଲିକା। ରାଜ୍ୟ ସରକାର ସୋମବାର ଦିନ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହିପରି ପାଞ୍ଚଟି ନୂତନ ମ୍ୟୁନିସିପାଲିଟି ସୃଷ୍ଟି ସମ୍ପର୍କରେ ଡ୍ରାଫ୍ଟ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଅଗଷ୍ଟ ୩୧ ତାରିଖରେ ସ୍ୱାୟତ୍ତଶାସନ…

ମାଙ୍କଡ କବଳରୁ ମୁକ୍ତି ପାଇଁ ଭାଲୁ ସାଜିଲେ ସରପଂଚ

ନୂଆଦିଲ୍ଲୀ: ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କିଛି ନା କିଛି କଳା ରହିଛି । ନିକଟରେ ତେଲେଙ୍ଗାନାରେ ଜଣେ ସରପଂଚ ଭାଲୁ ହେବା ଖବର ଅନେକକୁ ଚକିତ କରିବା ସହ ଆନନ୍ଦ ପ୍ରଦାନ କରିଛି । ନିର୍ମଳ ଜିଲ୍ଲାର ଲିଙ୍ଗେପୁର ଗ୍ରାମରେ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ମାଙ୍କଡଙ୍କ ଯୋଗୁ…

କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ୧୯ତମ ବାର୍ଷିକ ଦିବସ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୯ତମ ବାର୍ଷିକ ଉତ୍ସବ "ବିୟଣ୍ଡ ବାଉଣ୍ଡାରିଜ ୨୦୨୫’ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ ଶିକ୍ଷାଗତ ଉତ୍କଷର୍ତା ସହିତ ଦୃଢ଼ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା…

ଅଜବ ବ୍ୟବସ୍ଥା; ଟ୍ରେନ ଟଏଲେଟ ପାଖରେ ବସି ଯାତ୍ରା କଲେ ଓଡ଼ିଶା ଖେଳାଳି

ଭୁବନେଶ୍ୱର: ଉତ୍ତର ପ୍ରଦେଶରେ ହେବାକୁ ଥିବା ଜାତୀୟ ସ୍କୁଲ କୁସ୍ତି ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ୧୬ ଜଣ ଯୁବ ଖେଳାଳିଙ୍କୁ ଅତ୍ୟନ୍ତ ଦୟନୀୟ ଭାବରେ ଟ୍ରେନରେ ଯାତ୍ରା କରିବାକୁ ବାଧ୍ୟ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା…

ପ୍ରେମ କଲା ବାୟା; ପ୍ରେମୀ ସହ ମିଶି ସ୍ବାମୀଙ୍କୁ ଗ୍ରାଇଣ୍ଡିଂ କରିଦେଲେ…

ଲକ୍ଷ୍ନୌ: ମେରଠର ମୁସ୍କାନ ମାମଲା ପରି ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ସମାନ ଘଟଣା ଘଟିଛି। ଯେଉଁଠାରେ ଜଣେ ମହିଳା ପ୍ରେମୀ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ପଛାଇ ନାହିଁ। ଏହି ମାମଲାରେ ପୋଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିବା ଜଣାପଡିଛି।…

ସୁଜାତା ରାଜନୀତିକୁ ଆସିବା ଠିକ ନୁହେଁ, ନବୀନ ଆମର ନେତା

ଭୁବନେଶ୍ୱର: ବହୁତ ହଟଚମଟ ହୋଇଛି ବିଜେଡି ରାଜନୀତି । ବିଜେଡି ନେତାଙ୍କ ବାରମ୍ବାର ଭୋଜି ପରେ ଗୋଟିଏ ପରେ ଗୋଟିଏ କଥା ପଦାକୁ ଆସୁଛି । ଭିକେ ପାଣ୍ଡିୟାନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିକୁ ଆସିବା ଚର୍ଚ୍ଚା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅନେକ ନେତା । ବିଜେଡି ସାଂସଦ ଦେବାସିଷ…

ହକି: ଗୋଟିଏ ମ୍ୟାଚରେ ୫୦ ଗୋଲ ସ୍କୋର କଲା ଓଡିଶା

ଭୁବନେଶ୍ୱର: ଓଡିଶା ହକି ଟିମ ଗୋଟିଏ ମ୍ୟାଚରେ ୫୦ ଗୋଲ ସ୍କୋର କରିଛି । ବିଶ୍ୱାସ ହେଉ ନ ଥିଲେ ବି ଏହା ସତ୍ୟ । ଅସ୍ମିତା ପୂର୍ବାଂଚଳ ବାଳିକା ସବ ଜୁନିୟର ହକିରେ ଓଡିଶା ୫୦-୦ ଗୋଲରେ ତ୍ରିପୁରାକୁ ପରାସ୍ତ କରିଛି । ପୂର୍ବରୁ ୧୯୩୨ ଅଲିମ୍ପିକ୍ସରେ ଭାରତୀୟ ଟିମ ୨୪-୧ରେ ଆମେରିକାକୁ ହରାଇଥିଲା…