ଏହି ଦିନ ଆସିବ ପିଏମ-କିଷାନର ୨୨ତମ କିସ୍ତି? ଜାଣନ୍ତୁ କେମିତି ଚେକ୍ କରିବେ ଷ୍ଟାଟସ୍ !
ନୂଆଦିଲ୍ଲୀ: ପିଏମ-କିଷାନ ଯୋଜନାର ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଦେଶର କୋଟି କୋଟି ଚାଷୀ ଏବେ ୨୨ତମ କିସ୍ତିର ଅପେକ୍ଷାରେ ରହିଛନ୍ତି । ଜାନୁୟାରୀ ପରେ ଏବେ ଫେବୃୟାରୀ ମାସ ମଧ୍ୟ ଶେଷ ହେବାକୁ ଯାଉଛି, କିନ୍ତୁ ଚାଷୀଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ- ଆକାଉଣ୍ଟକୁ କେବେ ଆସିବ ୨…