Latest Odisha News

BREAKING NEWS

ରଣଜୀ ଟ୍ରଫି: ଗୁଜରାଟଠାରୁ ବଡ଼ ବ୍ୟବଧାନରେ ହାରିଲା ଓଡ଼ିଶା

ରଣଜୀ ଟ୍ରଫି ଗ୍ରୁପ୍ ସିର ପ୍ରଥମ ମ୍ୟାଚରେ ଗୁଜରାଟ ଦଳ ଓଡ଼ିଶାକୁ ୧୦ ୱିକେଟ୍‌ରେ ପରାସ୍ତ କରି ଏକ ଦମଦାର୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଏହି ଜିତ ସହିତ ଗୁଜରାଟ ବୋନସ ପଏଣ୍ଟ ମଧ୍ୟ ହାସଲ କରିଛି । ମ୍ୟାଚ୍‌ର ତୃତୀୟ ଦିନରେ ଓଡ଼ିଶା ଦଳ ନିଜର ଦ୍ୱିତୀୟ ପାଳିରେ ମାତ୍ର ୧୬୧ ରନରେ…

ପାର୍ଥବ କଲେ ନାହିଁ ଆବେଦନ, ପ୍ରଜ୍ଞାନ ଚୟନ କମିଟି ମୂଖ୍ୟ ପଦ ବଜାୟ ରଖିପାରନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ସିନିୟର ପୁରୁଷ ଚୟନ କମିଟିର ପଶ୍ଚିମ କ୍ଷେତ୍ର ପ୍ରତିନିଧି ପଦକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ପଦ ପାଇଁ ପୂର୍ବତନ ୱିକେଟ୍ କିପର୍-ବ୍ୟାଟ୍ସମ୍ୟାନ୍ ପାର୍ଥବ ପଟେଲ ଆବେଦନ କରିନାହାନ୍ତି, ଯାହାଫଳରେ ବର୍ତ୍ତମାନର…

Hasina blasts PM Tarique Rahman:”ଆପଣଙ୍କ ପିତା ଭାରତ ଆସିଥିଲେ; ଆପଣ କାହିଁକି ନୁହେଁ?” ତାରିକ୍…

ନୂଆଦିଲ୍ଲୀ:ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ଭାରତ ଗସ୍ତ ପ୍ରସଙ୍ଗରେ ତାରିକ୍ ରହମାନଙ୍କୁ ଟାର୍ଗେଟ୍ କରିଛନ୍ତି। ଭାରତରେ ଅନୁଷ୍ଠିତ ଆଞ୍ଚଳିକ ବୈଠକଗୁଡ଼ିକରେ ବାଂଲାଦେଶର ଅଂଶଗ୍ରହଣ ନ କରିବା ନେଇ ପ୍ରଶ୍ନ ଉଠାଇ ସେ ତାରିକ୍ ରହମାନଙ୍କ ଏହି ନିଷ୍ପତ୍ତିକୁ ଅପରିପକ୍ୱ ଏବଂ…

ହାଇଦ୍ରାବାଦକୁ ଫେରିଲେ ଟି.ନଟରାଜନ, ଦିଲ୍ଲୀ କ୍ୟାପିଟାଲ୍ସକୁ ଗଲେ ଯୁବ ସ୍ପିନର୍ ଜୀଶାନ 

ନୂଆଦିଲ୍ଲୀ: ଆଇପିଏଲ ୨୦୨୭ ପାଇଁ ଫ୍ରାଞ୍ଚାଇଜ୍ ଗୁଡ଼ିକ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ବଡ଼ ଖେଳାଳି ଅଦଳବଦଳ ହୋଇଛି । ଘାତକ ବାମହାତୀ ଦ୍ରୁତ ବୋଲର ତଥା ନିଜର ସଠିକ୍ ୟର୍କର ପାଇଁ  ଭାବେ ପରିଚିତ…

ନ୍ୟୁଜିଲାଣ୍ଡ ଗସ୍ତ: ତିନି ପ୍ରମୁଖ ଖେଳାଳିଙ୍କ ଫିଟନେସ୍ ପାଇଁ ଅଟକିଲା ଟେଷ୍ଟ ଓ ଦିନିକିଆ ଦଳ ଚୟନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟି୨୦ ଦଳ ଘୋଷଣା ହୋଇସାରିଥିଲେ ମଧ୍ୟ, ଟେଷ୍ଟ ଏବଂ ଦିନିକିଆ ସ୍କ୍ୱାଡ୍ ଚୟନ ଅଟକି ରହିଛି । ବୋଲର ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରଣା ଏବଂ ୱିକେଟ୍ କିପର୍-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଫିଟନେସ୍ ରିପୋର୍ଟକୁ ଅପ୍‌େକ୍ଷା…

୯ ଜିଲ୍ଲାରେ ଝଡବର୍ଷା ସମ୍ଭାବନା, ୟେଲୋ ଆଲର୍ଟ ଜାରି…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଓଡ଼ିଶାର ପ୍ରାୟ ନଅଟି ଜିଲ୍ଲାରେ ବଜ୍ରପାତ ଓ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଅପରାହ୍ନରେ ଜାରି କରାଯାଇଥିବା ଏକ ବାର୍ତ୍ତାରେ, IMD ଆଗାମୀ ତିନି ଘଣ୍ଟା ପାଇଁ କଟକ, ଖୋର୍ଦ୍ଧା…

ରେଳ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ସରକାର, ମିଳିବ ୭୮ ଦିନର ବୋନସ

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଯଦି ଦରମା ସହିତ ଏକକାଳୀନ ବୋନସ୍ ମଧ୍ୟ ମିଳେ ତେବେ ପର୍ବର ଆନନ୍ଦ ଦ୍ୱିଗୁଣିତ ହୋଇଯାଏ। ଲକ୍ଷ ଲକ୍ଷ ରେଳ କର୍ମଚାରୀଙ୍କ ଏହି ଅପେକ୍ଷା ଏବେ ଶେଷ ହୋଇଛି। କେନ୍ଦ୍ର କ୍ୟାବିନେଟ୍ ପାର୍ବଣ ଋତୁ ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ…

ଯାଜପୁରରେ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ, ସୃଷ୍ଟି ହେବ ୪୨୫୦୦ ନିଯୁକ୍ତି ସୁଯୋଗ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଲୋକାର୍ପଣ କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଛନ୍ତି।କାର୍ଯ୍ୟକ୍ରମ ମୋଟ ୩୯,୩୮୩ କୋଟି ଟଙ୍କାର ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ।…

India’s Data Security: ଭାରତର ଡିଫେନ୍ସ ଡାଟା ଚୋରି କରିପାରିବେନି ଶତ୍ରୁ! ଚାନ୍ଦିପୁରରେ DRDOର କ୍ୱାଣ୍ଟମ୍…

ଚାନ୍ଦିପୁର: ଶତ୍ରୁ ଯଦି ଭାରତର ଅସ୍ତ୍ରଶସ୍ତ୍ର ପରୀକ୍ଷାର ଗୁପ୍ତ ତଥ୍ୟ ଜାଣିବାକୁ ଚେଷ୍ଟା କରେ, ତେବେ କ’ଣ ହେବ? ଗୁପ୍ତ ତଥ୍ୟ ଚୋରି କରିବାକୁ ଉଦ୍ୟମ କଲେ ଧରାପଡ଼ିପାରିବ ଅନୁପ୍ରବେଶକାରୀ! ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏଭଳି ଏକ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥାର ପରୀକ୍ଷଣ ସଫଳ ହୋଇଛି।…

କିମ୍‌ସରେ ସଫଳ କର୍ନିଆ ପ୍ରତିରୋପଣ

ଭୁବନେଶ୍ୱର: କିମ୍‌ସରେ ସଫଳତାର ସହ ଏକ କର୍ନିଆ ପ୍ରତିରୋପଣ କରାଯାଇଛି। ପ୍ରଥମ ଥର ଲାଗି କିମ୍‍ସରେ ଏଭଳି ପ୍ରତିରୋପଣ ସଫଳତାର ସହ କରାଯାଇଛି। ଆଖିରେ ସଂକ୍ରମଣ ଯୋଗୁଁ ଗତ ତିନି ବର୍ଷ ଧରି ଏକପ୍ରକାର ଡାହାଣ ପଟ ଦୃଷ୍ଟିଶକ୍ତି ହରାଇଥିବା ଜନୈକ ୩୭ ବର୍ଷୀୟ ରୋଗୀଙ୍କଠାରେ ଏହି ପ୍ରତିରୋପଣ…