Latest Odisha News

BREAKING NEWS

ସରକାର ‘ମନରେଗା’ ଉପରେ ବୁଲଡୋଜର ଚଢାଇଦେଲେ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ରର ଏନଡିଏ ସରକାର ସଂସଦର ଶୀତକାଳୀନ ଅଧିବେଶନରେ ମନରେଗା ବଦଳରେ 'ଭିବି-ଜି ରାମ ଜୀ' ବିଲ୍ ଆଣିଥିଲେ । ଏହି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି । ଏହି ବିଲ୍ ପାସ୍ ହେବା ପରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।…

ମୋ ଉପରେ ବିଶ୍ୱାସ ରଖ, ଆଗକୁ ଭଲ ବ୍ୟାଟିଂ କରିବି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଘୋଷିତ ଦଳରୁ ଶୁଭମନ ଗିଲ ଓ ଜୀତେଶ ଶର୍ମା ବାଦ ପଡିଛନ୍ତି । ସୂର୍ଯ୍ୟକୁମାରଙ୍କ ଅଧିନାୟକ ଦକ୍ଷତା ବଳରେ ଭାରତ କ୍ରମାଗତ ସିରିଜ ବିଜୟ ହାସଲ କରୁଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ଫର୍ମ…

Maoists Surrender:ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୪୧ ମାଓବାଦୀ

ହାଇଦ୍ରାବାଦ: ମାଓ ସଂଗଠନକୁ ଏକ ବଡ଼ ଝଟକା । ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ୪୧ ମାଓବାଦୀ । ୪୧ ମାଓବାଦୀ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏଥିରେ କମ୍ପାନୀ ପ୍ଲାଟୁନ୍ କମିଟି ଏବଂ ଡିଭିଜନାଲ୍ କମିଟି ସ୍ତରରେ ଛଅ ଜଣ ବରିଷ୍ଠ ଅଧିକାରୀ…

ଫରେଷ୍ଟ ଗାର୍ଡ ଚାକିରି କରାଇଦେବା ନାଁରେ ୩ ଲକ୍ଷରୁ ଅଧିକ ଟଙ୍କା ନେଇ ଯବାନ ଫେରାର

ଭଦ୍ରକ: ଫରେଷ୍ଟ ଗାର୍ଡ ଚାକିରି କରାଇ ଦେବାକୁ କହି ୩ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ପୋଲିସ ଏସଓଜିରେ କାର୍ଯ୍ୟ କରୁଥିବା ଜଣେ ଯବାନଙ୍କ ନାମରେ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ଦେଇଥିବା ଟଙ୍କା ଫେରସ୍ତ କରିବାକୁ ଗୁହାରି କରି ବିଫଳ ହେବା ପରେ ଅଭିଯୋଗକାରୀ ଜଣଙ୍କ ଭଦ୍ରକ…

ସଞ୍ଚୟ କରିବା ଛାଡ଼ିଦିଅ; କାହିଁକି ଏଭଳି କହିଲେ ଏଲନ ମସ୍କ 

ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ AI ଯୋଗୁଁ ଲୋକମାନେ ନିଜ ନିଜର  ଚାକିରି ହରାଉଥିବା ବେଳେ  ବେକାରୀ ଭୟ ମଧ୍ୟ ବଢ଼ିବାରେ ଲାଗିଛି। ଏପରି ସମୟରେ ଆମେରିକାର କୋଟିପତି ବ୍ୟବସାୟୀ ଏଲନ ମସ୍କ କହିଛନ୍ତି ଯେ AI ର ବିକାଶ ଦ୍ଵାରା ଭବିଷ୍ୟତରେ ଦାରିଦ୍ର୍ୟ ଦୂର ହୋଇପାରିବ ଓ  ଲୋକଙ୍କୁ ଟଙ୍କା…

୩୦,୦୦୦ ଲାଞ୍ଚ ନେଇ ଗିରଫ ଓଆରଏସ ଅଧିକାରୀ

ଭୁବନେଶ୍ବର: ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଯାଜପୁର ବିଞ୍ଝାରପୁର ତହସିଲର ଅତିରିକ୍ତ ତହସିଲଦାର ତଥା ଓଆରଏସ ଅଧିକାରୀ ପ୍ରଦୀପ୍ତ କୁମାର ସେଠୀଙ୍କୁ ଶୁକ୍ରବାର ଦିନ ଗିରଫ କରିଛନ୍ତି। ସେ ଜଣେ ଜମି ମାଲିକଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରି ଫସିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ,…

ନଅ ବର୍ଷ ପରେ ପୁଣି ଆରମ୍ଭ ହେବ ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ଭେ, ଜାଣନ୍ତୁ ଏଥିରେ କ’ଣ ପଚରାଯାଏ?

ନୂଆଦିଲ୍ଲୀ: ଯଦି ଜଣେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଥାଏ ତେବେ ତାଙ୍କୁ ସୁସ୍ଥ ବୋଲି ବିବେଚନା କରାଯାଏ। ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତି ବିଶ୍ୱାସ କରନ୍ତି ଯେ ସେ ଅସୁସ୍ଥ, ତେବେ ତାଙ୍କ ଶରୀର ତାଙ୍କ ମନ ଅନୁସାରେ…

ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ SIR କୁ ବିରୋଧ କରୁଛି ଟିଏମସି: ବଙ୍ଗଳାରେ ମମତାଙ୍କୁ ମୋଦିଙ୍କ ଆକ୍ରମଣ

କୋଲକାତା: ଶନିବାର ଦିନ କୁହୁଡ଼ି ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ତାହେରପୁରରେ ଅବତରଣ କରିପାରିନଥିଲା। ପ୍ରଧାନମନ୍ତ୍ରୀ ମୋଦି ଏହା ପରେ ମୋବାଇଲ୍ ଫୋନ୍ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ ଟିଏମସି ଏବଂ ମମତା ବାନାର୍ଜୀଙ୍କ ସରକାର ଉପରେ…

ଟି୨୦ ବିଶ୍ୱକପ ପାଇଁ ଘୋଷାଣା ହେଲା ଭାରତୀୟ ଦଳ: ସୂର୍ଯ୍ୟକୁମାର ଅଧିନାୟକ, ଗିଲ ବିଦା

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ସୂର୍ଯ୍ୟକୁମାର ଯାଦବ ପୂର୍ବ ଭଳି ଅଧିନାୟକ ଦାୟିତ୍ୱ ତୁଲାଇବେ । ସୂର୍ଯ୍ୟକୁମାର ଭଲ ଫର୍ମରେ ନ ଥିବା ବେଳେ ଟିମ ଇଣ୍ଡିଆ କ୍ରମାଗତ ବିଜୟ ହାସଲ କରିବା ତାଙ୍କ ସପକ୍ଷରେ ଯାଇଛି । ଶୁଭମନ ଗିଲଙ୍କୁ ଦଳରୁ ବାଦ…

Barabati Fort: ଖୁବଶୀଘ୍ର ଐତିହାସିକ ବାରବାଟୀ ଦୁର୍ଗର ହେବ ସୌନ୍ଦର୍ଯ୍ୟକରଣ…

କଟକ: ବଦଳିବ ଐତିହାସିକ ବାରବାଟୀ ଦୁର୍ଗର ରୂପରେଖ । ଏହି ଆଶାରେ ବାରବାଟୀ ଦୁର୍ଗ ଚାରିପାର୍ଶ୍ବରେ ‘ପରିକ୍ରମା ମାର୍ଗ’ କରାଯିବାକୁ ଏକ ନୂଆ ଯୋଜନା ହୋଇଛି । ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭବ ଦେବ । ୨୦୨୬ ଡିସେମ୍ବର ବେଳକୁ ଐତିହାସିକ ବାରବାଟୀ ଦୁର୍ଗ ସୌନ୍ଦର୍ଯ୍ୟକରଣ ଶେଷ କରିବାକୁ…