Latest Odisha News

BREAKING NEWS

Foreign Liquor Seized: ୮୮୦ ବୋତଲ ବିଦେଶୀ ମଦ ଓ କାର ଜବତ, ଡ୍ରାଇଭର ଗିରଫ…

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନୂଆପଡାରେ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଛି । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଚାଲାଣରେ ବ୍ୟବହୃତ ସ୍ବିଫ୍ଟ ଡିଜାୟାର କାର (ଓଡି୩୩-୩୫୦୦) ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା କାର ଚାଳକ ନୂଆପଡ଼ାର ଚନ୍ଦନ ଓରଫ୍ ଶିବ ପ୍ରସାଦ ଦାସ…

ଇରାନରେ ଉଡ଼ିଲା ‘ଲାଲ୍ ପତାକା’, ପ୍ରତିଶୋଧର ସଙ୍କେତ

ତେହରାନ: ଇରାନର ପବିତ୍ର ଜାମକରନ୍ ମସଜିଦ୍ ଉପରେ ଏବେ ଉଡୁଛି 'ଲାଲ୍ ପତାକା'। ଶିଆ ପରମ୍ପରା ଅନୁଯାୟୀ, ଏହି ନାଲି ରଙ୍ଗର ପତାକା ହେଉଛି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ଏବଂ ପ୍ରତିଶୋଧର ପ୍ରତୀକ । ଖାମେନେଇଙ୍କ ମୃତ୍ୟୁର ବଦଲା ନେବା ପାଇଁ ଇରାନ ଏବେ ରଣହୁଙ୍କାର ଦେଇଛି । ଆମେରିକୀୟ ସୈନ୍ୟ…

ଟ୍ରମ୍ପଙ୍କ ‘ଭେନେଜୁଏଲା ମଡେଲ’, ଇରାନରେ ହେବ ବଡ଼ ଧରଣର କାୟାକଳ୍ପ ?

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧ ମଧ୍ୟରେ ଏବେ ସବୁଠାରୁ ବଡ଼ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏକ ସାକ୍ଷାତକାରରେ ଟ୍ରମ୍ପ ଯାହା କହିଛନ୍ତି, ତାହା ଇରାନର ସତ୍ତାକୁ ଦୋହଲାଇ ଦେଇଛି। ଟ୍ରମ୍ପଙ୍କ ନଜରରେ ଏବେ ଇରାନ ପାଇଁ ଉପଯୁକ୍ତ 'ଭେନେଜୁଏଲା ମଡେଲ'। ତେବେ କ’ଣ…

Stock Market Crash: ସେନସେକ୍ସ ୨୭୦୦ ପଏଣ୍ଟ ହ୍ରାସ, ତଳମୁହାଁ ଷ୍ଟକ୍ ବଜାର

ନୂଆଦିଲ୍ଲୀ: ଇରାନ ସଙ୍କଟ ମଧ୍ୟରେ ଆଜି ଘରୋଇ ଷ୍ଟକ୍ ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ବମ୍ବେ ‌ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୭୮,୫୪୩.୭୩ ସହ ଖୋଲିଛି, ଯାହା ୨,୭୪୩ ପଏଣ୍ଟ କିମ୍ବା ୩.୩୭% ହ୍ରାସ ପାଇଛି। ତଳମୁହାଁ ହୋଇଛି ଷ୍ଟକ୍ ବଜାର। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୦…

ଏହି ଦେଶ ବିପକ୍ଷରେ ଭାରତ ଖେଳିବ ପ୍ରଥମ ଦିନିକିଆ ସିରିଜ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ଅବସରରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏକ ବଡ ଘୋଷଣା କରିଛି । ଆଇପିଏଲ ୨୦୨୬ ପରେ ଭାରତୀୟ ଟିମ ପ୍ରଥମ ଥର ପାଇଁ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଉଭୟ ଦେଶ ମଧ୍ୟରେ ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ବିସିସିଆଇର ଏହାର…

ସତ ହେଲା ୬ ବର୍ଷ ତଳେ ଗମ୍ଭୀର କରିଥିବା ଭବିଷ୍ୟବାଣୀ

କୋଲକାତା: ସଞ୍ଜୁ ସାମସନଙ୍କ ଐତିହାସିକ ଇନିଂସ ବଳରେ ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ୧୯୬ ରନର ଟାର୍ଗେଟକୁ ଭାରତ ପିଛା କରିଥିଲା । ସଞ୍ଜୁ ୫୦ ବଲରେ ୧୨ ଚୌକା ଓ ୪ ଛକା ସହାୟତାରେ ୯୭ ରନର ଇନିଂସ ଖେଳିଥିଲେ । ସଞ୍ଜୁଙ୍କୁ ନେଇ ଟିମ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅବ୍ୟବସ୍ଥା, ରାତି ସାରା ଅନିଦ୍ରା ରହିଲେ ଶ୍ରୀଜୀଉ

ପୁରୀ: ଶନିବାର ରାତିରେ ପହୁଡ଼ ହୋଇ ନଥିବାରୁ ଅନିଦ୍ରା ରହିଲେ ଶ୍ରୀଜୀଉ । ଦୁଇ ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ବହୁ ବିଳମ୍ବରେ ଚାଲିଥିବା କାରଣରୁ ଏଭଳି ସ୍ଥିତି ଉପୁଜିଛି । ଶୁକ୍ରବାର ବିଳମ୍ବରେ ଅର୍ଥାତ ଭୋର ୪ଟା ୩୦ରେ ପହୁଡ଼ ପଡ଼ିବା ସହ ଦ୍ୱାରଫିଟା ନୀତି ୭ଟାରେ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: CCS ବୈଠକରେ ଭାରତୀୟ ଯାତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ଉଦ୍‌ବେଗ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ CCS ବୈଠକରେ ଆଲୋଚନା। ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା CCS ବୈଠକରେ ଉଦ୍‌ବେଗ ପ୍ରକାଶ। ଭାରତୀୟଙ୍କ ସୁରକ୍ଷା ଓ ନିରାପଦକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ସମସ୍ୟାର ଭୋଗୁଥିବା ଭାରତୀୟ ଯାତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ…

ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା, କିଶୋରୀ ନେବେ HPV ଟିକା

ଭୁବନେଶ୍ୱର: ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା। ଆଜିଠୁ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ। ରାଜ୍ୟରେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍‌ପିଭି) ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବ। ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଅଧାର କାର୍ଡ ସହିତ ବୟସ ପ୍ରମାଣପତ୍ର ନେଇ…

ମୁଁ ଖମେନେଇଙ୍କୁ ଶେଷ କରିଛି, ଗତ ୪୦ ବର୍ଷ ଧରି ଏହା କରିବାକୁ ଚାହୁଁଥିଲି: ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁସେଲମ୍: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ୍ ସେନା ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖମେନେଇ ଏବଂ ବହୁ ବରିଷ୍ଠ ଶାସନ ଅଧିକାରୀଙ୍କୁ ହତ୍ୟା କରିଛନ୍ତି । ତେଲ ଅଭିଭରେ ଥିବା ସାମରିକ ମୁଖ୍ୟାଳୟ କିରିଆର ଛାତରୁ ଜାରି ଏକ ସରକାରୀ ବିବୃତ୍ତିରେ…