Latest Odisha News

BREAKING NEWS

ପିଆଜ ପାଇଁ ଠେଲାପେଲା : ୩୦ଟଙ୍କାରେ ପିଆଜ ବିକୁଛି ନାଫେଡ୍

ଭୁବନେଶ୍ୱର : ସାରା ରାଜ୍ୟକୁ ଏବେ କନ୍ଦାଉଛି ପିଆଜ  । କାରଣ ଦିନକୁ ଦିନ ଅହେତୁକ ଭାବେ ବଢିବାରେ ଲାଗିଛି ପିଆଜ ଦର  । କେବଳ ପିଆଜ ନୁହେଁ ଡାଲି , ଚାଉଳ ଦର ମଧ୍ୟ ବୃଦ୍ଧି ଘଟିଛି । ଯାହାକି ଏକ ମଧ୍ୟବିତ୍ତ ପରିବାର ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଦର ଯେତେ ବୃଦ୍ଧି ହେଲେ ବି…

ଡାକ୍ତରଖାନାରେ ଆଖି ବୁଜିଲେ ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ

ଭୁବନେଶ୍ୱର: ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଏହା ପରେ ରେଞ୍ଜ ରୋଭରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଗତ ୩୧ ତାରିଖ ଦିନ ଏହି ରେଞ୍ଜ ରୋଭର ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଥିଲେ । ହେଲେ ଏହି ଦାମୀ ଗାଡି କାହାର…

ରେଭ ପାର୍ଟିରୁ ସାପ ବିଷ ଜବତ: ଗିରଫ ହୋଇ ପାରନ୍ତି ବିଗ ବସ ୱିନର ଏଲଭିସ ଯାଦବ

ନୂଆଦିଲ୍ଲୀ: ବିଗ ବସ ୱିନର ଏଲଭିସ ଯାଦବଙ୍କୁ ନେଇ ଗୁରୁତର ମାମଲା ସାମ୍ନାକୁ ଆସିଛି । ନୋଏଡା ପୋଲିସ ଏକ ରେଭ ପାର୍ଟିରୁ ସାପ ବିଷ ଜବତ କରିଛି । ସାପବିଷ ରେଭ ପାର୍ଟିରେ ବ୍ୟବହାର ହେଉଥିବା ନେଇ ଏଫଆଇଆରରେ ଦର୍ଶାଯାଇଛି । ଏଫଆଇଆରରେ ଏଲଭିସ ଯାଦବଙ୍କ ନାଁ ରହିଛି । ଏହି ମାମଲାରେ ଏଲଭିସଙ୍କୁ…

ଭାରି ପଡିଲା ମିଛ ଅପହରଣ, ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ

ବରଗଡ଼: ବ୍ୟବସାୟୀ ସୁନୀଲ ଅଗ୍ରୱାଲ ଅପହରଣ ଘଟଣାର ନୂଆ ମୋଡ । ମହଙ୍ଗା ପଡିଲା ନିଜେ ନିଜକୁ ଅପହରଣ କରିବା । ଅପହରଣ ଚାଲ କରି ୮୦ ଲକ୍ଷ୍ୟର ଚୁନା ଲଗାଇଥିଲେ ବ୍ୟବସାୟୀ । ଶେଷରେ ଗିରଫ କଲା ପୋଲିସ । ବରଗଡ ଟାଉନ ଥାନା ପୋଲିସ ଏଭଳି ଏକ ମିଛ ଅପହରଣ ଘଟଣାର ପର୍ଦାଫାସ କରିଛି । ସୂଚନା…

ରାଜନୀତିରେ ଏଣ୍ଟ୍ରି ମାରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ! ଦେଲେ ଏମିତି ସୂଚନା

ମୁମ୍ବାଇ: ରାଜନୀତିରେ ଏଣ୍ଟ୍ରି ମାରିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ! ବଲିଉଡ ଫାୟାର ଆକ୍ଟ୍ରିସ କଙ୍ଗନା ସବୁବେଳେ ଚର୍ଚ୍ଚାରେ । କେତେବେଳେ ନିଜ ସ୍ପଷ୍ଟ ବୟାନକୁ ନେଇ ତ କେତଳେବେଳେ ନିଜ ଅଭିନୟକୁ ନେଇ   । ଯେ କୌଣସି ପ୍ରସଙ୍ଗ ହେଉ ଖୋଲାଖୋଲି ଭାବେ ନିଜର ସ୍ପଷ୍ଟ ମତ ରଖି…

ହଠାତ୍ ଆସିଲା ମୃତ୍ୟୁ : ପୁଅ ଆଗରେ ଚାଲିଗଲା ବାପାର ଜୀବନ

କନ୍ଧମାଳ: ଏମିତି ବି ଆସେ ମୃତ୍ୟୁ  । କାହାର କେତେବେଳେ କେଉଁଠାରେ ମୃତ୍ୟୁ ହେବ, ତାହା କେହି କହିପାରିବେ ନାହିଁ । ବାଟରେ ଯେମିତି ଯମ ଜଗି ବସିଥିଲା । ଏମିତି କିଛି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଫିରିଙ୍ଗିଆ ଥାନା ତେଲିମୁଣ୍ଡା ଛକ ନିକଟରେ  ।  ସମ୍ପର୍କୀୟଙ୍କ ଘରୁ ନିଜ ଘରକୁ ଫେରିବା ଲାଗି…

ପ୍ରିନ୍ସପାଲ ନେଇଗଲେ ମୋବାଇଲ, ଗଛରେ ଝୁଲିପଡିଲେ ଛାତ୍ର

ଖୋର୍ଦ୍ଧା:  ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା । ପ୍ରନ୍ସିପାଲ୍ ମୋବାଇଲ ନେଇଯିବାରୁ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ରଜଣଙ୍କ ନାମ ପାବିଲ୍ୟାସ କର୍ଜି । ଘର ଗଜପତି ଜିଲା ହୁମାରେ ହୋଇଥିବା ବେଳେ ଛାତ୍ରଜଣକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକ ନିକଟରେ…

ଶର୍ଟ ବୋଲିଂ ପ୍ରଶ୍ନ ନେଇ ରାଗିଗଲେ ଶ୍ରେୟାଶ ଆୟାର

ମୁମ୍ବାଇ: ଦିନିକିଆ ବିଶ୍ୱକପ ୨୦୨୩ ସଂସ୍କରଣରେ ଭାରତ କ୍ରମାଗତ ୭ଟି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଭାରତ ପକ୍ଷରୁ ବିରାଟ କୋହଲି, ଶୁଭମନ ଗିଲ ଓ ଶ୍ରେୟାଶ ଆୟାର ଭଲ ପ୍ରଦର୍ଶନ କରିଥିଲେ । ଆୟାର ୫୬ ବଲରେ ୮୨ ରନ କରିଥିଲେ ।…

ଛତିଶଗଡ ନିର୍ବାଚନ ପୂର୍ବରୁ ରକ୍ତମୁଖା ଲାଲବାହିନୀ: ପୋଲିସ ଇନଫର୍ମର ସନ୍ଦେହରେ ୩ ଜଣଙ୍କୁ ନିର୍ମମ ହତ୍ୟା

ମାଲକାନଗିରି: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ନିଜର ସ୍ଥିତି ଜାହିର କଲେ ଲାଲବାହିନୀ । ଛତିଶଗଡ ସୀମାନ୍ତ ବସ୍ତର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୩ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ୪ ଦିନ ପୂର୍ବରୁ ମୁର୍ଖେଣ୍ଡି ଗାଁର…

ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣା, ୫୦ରୁ ଉର୍ଦ୍ଧ୍ଵ ମହିଳା ଗିରଫ

ଭୁବନେଶ୍ଵର: ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା । ପୁରୁଷଙ୍କ ପରେ ପଡିଲା ମହିଳାଙ୍କ ପାଳି । ଆଜି ୫୩ ଜଣ ମହିଳା ଓ ୩ଜଣ ପୁରୁଷଙ୍କୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ ୭୭ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ ୫୬ଜଣଙ୍କୁ ଗିରଫ କରାଯାଇଛି । ଏହାକୁ…