Wedding Clash Over Pet Dog: ପୋଷା କୁକୁର ପାଇଁ ଭାଙ୍ଗିଗଲା ବାହାଘର…ବର୍ଷ ବର୍ଷର ଭଲ ପାଇବା ଠାରୁ ମୁହଁ…
ଲକ୍ଷ୍ନୌ: ବନ୍ଧା ସରିଛି ବେଦୀ। ପହଞ୍ଚିସାରିଛି ବର। ହେଲେ ପୋଷା କୁକୁର ପାଇଁ ହେଲା ବଚସା । ବିବାହ କରିବାକୁ ମନା କରିଦେଲେ କନ୍ୟା। କିଛି ଏପରି ଅଜବ ଖବର ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ। ଉତ୍ତର ପ୍ରଦେଶର ଫତେହପୁର ଜିଲ୍ଲାର ଖାଗା ଅଞ୍ଚଳରେ ଏକ ବିବାହ ଉତ୍ସବରେ କନ୍ୟାର ପୋଷା କୁକୁରକୁ…