Latest Odisha News

BREAKING NEWS

GDP growth: ୭.୮% GDP ବୃଦ୍ଧିକୁ ନେଇ ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ‘ମିଛର ପ୍ରତିଧ୍ୱନି’ ନେଇ ବିରୋଧୀଙ୍କୁ…

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ଆସିଛି ଏକ ବଡ଼ ଖବର। ୨୦୨୬-୨୭ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍‌ ତ୍ରୈମାସିକରେ ଦେଶର GDP ବୃଦ୍ଧି ହାର ୭.୮ ପ୍ରତିଶତ ରହିଛି। ଏହି ଆର୍ଥିକ ଅଭିବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଅର୍ଥନୀତିକୁ…

ସେପ୍ଟେମ୍ବର ପହିଲାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଜି ରାଜ୍ୟର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି। ଫଳରେ ସେପ୍ଟେମ୍ବର ମାସ ଆରମ୍ଭରୁ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି କିଛି ସ୍ଥାନରେ ଝଡ଼ ଏବଂ ବଜ୍ରପାତ ମଧ୍ୟ…

ହସ୍ପିଟାଲରେ ଭର୍ତ୍ତି ସାମାଜିକ କର୍ମୀ ଆନ୍ନା ହଜାରେ

ମୁମ୍ବାଇ: ପ୍ରଖ୍ୟାତ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ବମ୍ବେ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU)ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ସୂତ୍ର ଅନୁସାରେ, ୮୭ ବର୍ଷୀୟ ଆନ୍ନା ହଜାରେ ପ୍ରଥମେ ତାଙ୍କ ଜନ୍ମସ୍ଥାନ ରାଲେଗାନ ସିଦ୍ଧି…

ପୁଣି ବଢିଲା CNG ଓ PNG ଦର

ନୂଆଦିଲ୍ଲୀ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ବଢିଲା CNG ଓ PNG ଦର। ମହାନଗର ଗ୍ୟାସ ଲିମିଟେଡ୍ (MGAL) ଏବଂ ମୁମ୍ବାଇ ମେଟ୍ରୋପଲିଟାନ୍ ରିଜିଅନ୍ (MR) ମଧ୍ୟ ଏହାର ମୂଲ୍ୟ ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଇନପୁଟ୍ ଖର୍ଚ୍ଚକୁ ଉଦ୍ଧୃତ କରି କମ୍ପାନୀଗୁଡ଼ିକ CNG ମୂଲ୍ୟ ୨ ଟଙ୍କା ଏବଂ…

ନେପାଳ ବନ୍ୟା: ହଜାରେ ଛୁଇଁପାରେ ମୃତ୍ୟୁ ସଂଖ୍ୟା…

କାଠମାଣ୍ଡୁ: ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅତି କମରେ ୯୫୫ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଦେଶର ବିପର୍ଯ୍ୟୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଉଦ୍ଧାର ପ୍ରୟାସ ଜୋରଦାର କରାଯାଇଛି। ଚୀନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ତିବ୍ଦତରେ ଆହୁରି ୧୬…

ModiPutin:ଦ୍ୱିପାକ୍ଷିକ ବୈଠକ ପରେ…’ନୋମାଡ୍ ଗେମ୍ସ’ ପାଇଁ ଗୋଟିଏ ଗାଡ଼ିରେ ଯାତ୍ରା କଲେ ମୋଦୀ-…

ନୂଆଦିଲ୍ଲୀ: ବିଶକେକ୍‌ରେ ଅନୁଷ୍ଠିତ ଏସସିଓ (SCO) ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(Prime Minister Narendra Modi ) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଭେଟିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର୍ଗିଜସ୍ତାନର ରାଜଧାନୀ ତଥା ସର୍ବବୃହତ ସହର…

Safety of tourists at Deomali:ଦେଓମାଳିରେ ସୁରକ୍ଷାକୁ ନେଇ ଲାଗିବ CCTV , ଜଗିବେ ସୁରକ୍ଷାକର୍ମୀ;ପର୍ଯ୍ୟଟକଙ୍କ…

କୋରାପୁଟ:ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଦେଓମାଳିରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣା ପରେ ଦେଓମାଳିରେ ସୁରକ୍ଷା ବ୍ୟବସ୍ଥା କଡ଼ା କରିବାକୁ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ…

ଆଫଗାନିସ୍ତାନ ବିପକ୍ଷ ସିରିଜ : ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା, ବୁମରାଙ୍କୁ ନେଇ ସସପେନ୍ସ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ବିସିସିଆଇ ଚୟନ କମିଟି କିଭଳି ଦଳ ପ୍ରସ୍ତୁତ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ନୀତିଶ କୁମାର ରେଡ୍ଡୀ ଫିଟ ହୋଇଥିବା ଜଣାପଡିଛି । ଆଗାମୀ ମାସରେ…

AFC U-20 Asian Cup qualifier: ସିରିଆକୁ ୧-୦ରେ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ସୋମବାର ଦିନ ଉଜବେକିସ୍ତାନର ତାସକେଣ୍ଟସ୍ଥିତ ଡୋଷ୍ଟଲିକ୍ ଷ୍ଟାଡିୟମ୍‌ରେ (Do’stlik Stadium in Tashkent, Uzbekistan,) ସିରିଆକୁ ୧-୦ ଗୋଲ୍‌ରେ ପରାସ୍ତ କରି ଭାରତ ନିଜର AFC U20 ଏସିଆନ୍ କପ୍ ୨୦୨୭ ଯୋଗ୍ୟତା ପର୍ଯ୍ୟାୟ ଅଭିଯାନର (AFC U20 Asian Cup 2027 Qualifiers…

Odisha Education:ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି; ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ ବେଳେ ତୁରନ୍ତ…

ଭୁବନେଶ୍ବର:ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଶ୍ୱସ୍ତି । ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କୁ ଆଡମିଶନ ସମୟରେ ଏବଂ ଆଡମିଶନ୍ର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ…