Latest Odisha News

BREAKING NEWS

ସେପ୍ଟେମ୍ବର ଶେଷ ସୁଦ୍ଧା ସ୍କୁଲ୍‌ ପିଲାଙ୍କର ହେବ ସମେଟିଭ୍ ଆସେସମେଣ୍ଟ: ଓସେପାର ନିର୍ଦ୍ଦେଶ

ଭୁବନେଶ୍ୱର: ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା। ଶିଶୁବାଟିକା-୩ରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ବିଦ୍ୟାଳୟରେ ହେବ ପରୀକ୍ଷା। ସମେଟିଭ-୧ ପରୀକ୍ଷା ଠିକ ସମୟରେ କରିବାକୁ DEO ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ…

ନେପାଳ ବନ୍ୟା ବିଭୀଷିକା: ୪ ଓଡ଼ିଆ ମୃତ

ଦିଗପହଣ୍ଡି: ନେପାଳରେ ବୁଧବାରର ଭୟଙ୍କର ବନ୍ୟା ପରେ ତ୍ରିଶୁଳି-3A ସମେତ ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡ଼ଙ୍ଗ ଭିତରେ ଫସି ରହିଥିଲେ ଶହ ଶହ ଲୋକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ନେପାଳ ପ୍ରୟାସ ବୃଦ୍ଧି କରୁଛି। ଏହି ବିଭୀଷିକାରେ ୪ ଓଡିଆଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ…

ରାଜ୍ୟରେ ଖୋଲିଲା ତୃତୀୟ ଚାଉଳ ATM, ଉଦ୍‌ଘାଟନ କଲେ ଯୋଗାଣ ମନ୍ତ୍ରୀ

ଢେଙ୍କାନାଳ: ଓଡ଼ିଶାର ତୃତୀୟ ଚାଉଳ ATM (Grain ATM) ଢେଙ୍କାନାଳ ଜିଲ୍ଲାରେ ଉଦ୍‌ଘାଟିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଚାଉଳ ATM। ଫିଙ୍ଗର ପ୍ରିଣ୍ଟ…

Pitabas Panda Murder Case:ପୀତବାସ ପଣ୍ଡା ହତ୍ୟା ମାମଲା;ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ…

କଟକ:ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଗତ ଜୁଲାଇ ୩୧ ତାରିଖରେ ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରହିଥିଲା। ପୂର୍ବରୁ ଜିଲ୍ଲା କୋର୍ଟରେ ବିକ୍ରମ…

କଟକରୁ ନିଖୋଜ ୭ ବର୍ଷର ଝିଅ ଉଦ୍ଧାର

କଟକ: କଟକ ରେଳ ଷ୍ଟେସନରୁ ନିଖୋଜ ଜଣେ ସାତ ବର୍ଷର ଝିଅକୁ ଉଦ୍ଧାର କରାଯାଇଛି। ଯେଉଁଠାରେ ସେ ନିଜ ଜେଜେ ବାପା ଓ ଜେଜେମାଆଙ୍କ ସହିତ ଟ୍ରେନ୍ ଚଢ଼ିବାକୁ ଅପେକ୍ଷା କରିଥିଲେ। ନାବାଳିକାକୁ ଉଦ୍ଧାର କରିଛି କମିଶନରେଟ୍‌ ପୋଲିସ। ଅପହରଣ କରିଥିବା ବୃଦ୍ଧ କଟକ ବାଲିକୁଦା ଅଞ୍ଚଳର ସୂଚନା ମିଳିଛି।…

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ବିନା ଭିସାରେ ୩୦ ଦିନ ବୁଲିପାରିବେ ଏହି ଦେଶ…

ନୂଆଦିଲ୍ଲୀ: ଭାରତୀୟ ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଖବର ଅଛି। ଉଜବେକିସ୍ତାନ ଭାରତୀୟ ନାଗରିକଙ୍କ ପାଇଁ ୩୦ ଦିନିଆ ଭିସା-ଫ୍ରି ବ୍ୟବସ୍ଥା ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟରେ ରାଷ୍ଟ୍ରପତି ଶଭକତ ମିର୍ଜିୟୋୟେଭ ରବିବାର ଏହି ଘୋଷଣା…

ଗିରଫ ଡିଏଲଓ ଆକାଶ ବିସୋଇଙ୍କ ଘରେ ଚଢ଼ାଉ, ୭.୨୯ ଲକ୍ଷ ନଗଦ ଜବତ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲଓ) ଆକାଶ ବିସୋଇଙ୍କ ଘର ପରିସରରେ ଚଢାଉ ସମୟରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୭,୨୯,୨୦୦ ଟଙ୍କା ଏବଂ ୩୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଜବତ କରିଛନ୍ତି। ଓଏଲଏସ-୧ ଅଧିକାରୀ ଆକାଶ ବିସୋଇ…

ଦୁଇ ଦିନ ଧରି ଚାଲିବ ରତ୍ନ ଭଣ୍ଡାର ଗଣତିମଣତି

ଭୁବନେଶ୍ୱର: ପୁରୀ ଶ୍ରୀ ମନ୍ଦିରର ରତ୍ନ ଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଗଣତିମଣତି ଆଜିଠାରୁ ଆରମ୍ଭ ହେବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଘୋଷଣା କରିଛି। ଏହା ଦୁଇ ଦିନ ଧରି ଚାଲିବ - ସୋମବାର (୩୧ ଅଗଷ୍ଟ) ଏବଂ ମଙ୍ଗଳବାର (୧ ସେପ୍ଟେମ୍ବର ୨୦୨୬)। ମନ୍ଦିର…

ନେପାଳରେ ପ୍ରଳୟଙ୍କାରୀ ବନ୍ୟା, ମୃତ୍ୟୁ ସଂଖ୍ୟା ୯୦୦କୁ ବୃଦ୍ଧି

ନୂଆଦିଲ୍ଲୀ: ନେପାଳରେ ବୁଧବାରର ଭୟଙ୍କର ବନ୍ୟା ପରେ ତ୍ରିଶୁଳି-3A ସମେତ ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡ଼ଙ୍ଗ ଭିତରେ ଫସି ରହିଥିଲେ ଶହ ଶହ ଲୋକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ନେପାଳ ପ୍ରୟାସ ବୃଦ୍ଧି କରୁଛି। ଅଧିକାରୀମାନେ କହିଛନ୍ତି ଯେ ଚୀନ୍ ଏବଂ ଭାରତର ବିଶେଷଜ୍ଞଙ୍କ ସମେତ…

ୟୁରିଆ ସାର ଖାଇ ୧୫ ଛେଳି ମୃତ

ବଲାଙ୍ଗୀର: ବେଲପଡ଼ା ଥାନା ଅନ୍ତର୍ଗତ ତରାଗାଁରେ ଅଭାବନୀୟ ଘଟଣା। ୟୁରିଆ ସାର ଖାଇ ୧୫ଟି ଛେଳିର ମୃତ୍ୟୁ ଘଟିଛି। ଫଳରେ ଛେଳିପାଳକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାରେ ଗରିବ ପରିବାର ଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଥିବା ବେଳେ ପ୍ରଶାସନଙ୍କ ନିକଟରେ କ୍ଷତିପୂରଣ ଓ…