Latest Odisha News

କାହିଁକି ‘ବନ୍ଦେ ମାତରମ୍’ ବାଜିବା ସମୟରେ ବସିରହିଥିଲେ ନାଗାଲାଣ୍ଡ ୟୁନିଭରସିଟିର ଛାତ୍ରଛାତ୍ରୀ?…

ନୂଆଦିଲ୍ଲୀ: ନାଗାଲାଣ୍ଡ ୟୁନିଭରସିଟିର ଏକ କାର୍ଯ୍ୟକ୍ରମର ମୁହୂର୍ତ୍ତ ଏବେ ଭାଇରାଲ ହେଉଛି। ଜାତୀୟ ସଂଗୀତ ବଜାଯାଉଥିବା ସମୟରେ ବସିରହିଥିଲେ ଛାତ୍ରଛାତ୍ରୀ। ଜାତୀୟ ସଂଗୀତ ବଜାଇବା ଉପରେ MHA ନିର୍ଦ୍ଦେଶ ପରେ ନାଗାଲାଣ୍ଡରେ ଘଟିଥିବା ଏହି ଘଟଣା ଏବେ ନୂଆ ବିତର୍କ ଆରମ୍ଭ କରିଛି। ମାର୍ଚ୍ଚ…

IND vs NZ T20 World Cup 2026 final: ଏହି ୩ କାରଣ ନିର୍ଣ୍ଣୟ କରିବ T-20 ବିଶ୍ୱକପ୍ ବିଜେତା! ପୁଣି ଜଲୱା ଦେଖାଇବ…

ନୂଆଦିଲ୍ଲୀ: ଖୁବଶୀଘ୍ର ସବୁ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। T20 World Cup 2026 ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବାକୁ ଯାଉଛି ଭାରତୀୟ ଟିମ୍। ଏଥର ବି କର ବା ମାର ସ୍ଥିତି। ଭାରତ ୮ ମାର୍ଚ୍ଚରେ ଅର୍ଥାତ୍ ଆଜି(ରବିବାର) ନରେନ୍ଦ୍ର ମୋଦି ଷ୍ଟାଡିୟମରେ T20 ବିଶ୍ୱକପ୍ 2026…

Mamata Hits Back After President’s Remarks: ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରସଙ୍ଗ, ବିବାଦ ପରେ ମୁହଁ ଖୋଲିଲେ…

କୋଲକାତା: ଆଉ କିଛି ଦିନ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଏବେ ନୂଆ ବିବାଦରେ ଫସିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ ପୂର୍ବରୁ ରାଜନୈତିକ ତାପମାତ୍ରା ପୂର୍ବରୁ ହିଁ ହାଇ ରହିଥିବା ବେଳେ ଏବେ ବଙ୍ଗଳା ସରକାର ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା…

ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଦେଶ ପ୍ରତି ବିଶ୍ୱାସଘାତକତା: ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଦେଶ ପ୍ରତି ବିଶ୍ୱାସଘାତକତା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ଚାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର କୃଷି, ଶକ୍ତି ଏବଂ ତଥ୍ୟ ସ୍ୱାର୍ଥ ସହିତ ବୁଝାମଣା କରିଛନ୍ତି। ଶନିବାର…

ଦୁର୍ନୀତି ନକରିବାକୁ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଇଛି। ବିଶେଷ କରି ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଅଧିକ ପରିଲକ୍ଷିତ ହେଉଛି। ତେଣୁ ସବୁବେଳେ ସରକାରୀ କାର୍ଯ୍ୟରେ କୌଣସି ପ୍ରକାର ଦୁର୍ନୀତି ନକରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଦୁର୍ନୀତିର ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ…

ଯୁଦ୍ଧ ଜିତି ସାରିବା ପରେ ଆବଶ୍ୟକ ନାହିଁ ସହଯୋଗ, ବ୍ରିଟେନ୍‌କୁ ଟ୍ରମ୍ପଙ୍କ ତାତ୍ସଲ୍ୟ

ୱାଶିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକାକୁ ବ୍ରିଟେନର ସହଯୋଗ। ବିଳମ୍ବରେ ସାମିଲ ହୋଇଥିବାରୁ ତାତ୍ସଲ୍ୟ କଲେ ଟ୍ରମ୍ପ୍। କହିଲେ ଯୁଦ୍ଧ ଜିତି ସାରିବା ପରେ ଆବଶ୍ୟକ ନାହିଁ ସହଯୋଗ। ରୁଷ୍, ଇରାନକୁ ସହଯୋଗ କରୁଥିବା ସମ୍ପର୍କରେ ବି ରଖିଲେ ମତ। କହିଲେ ରୁଷ୍, ଇରାନକୁ ସହଯୋଗ କରୁଥିବା ଭଳି…

କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ; ୩ ଗୁରୁତର, ପୋଷା କୁକୁର ମୃତ

ନୟାଗଡ଼: ରାତି ଅଧରେ କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ। ନୟାଗଡ ଜିଲ୍ଲା ଦଶପଲ୍ଲାରେ ଘଟିଛି ଏହି ଅଘଟଣ। ଏହି ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଭାରସାମ୍ୟ ହରାଇ ବୁଗୁଡ଼ା ଛକରେ ଥିବା ଏକ ଘରେ ପଶିଗଲା ଆମ୍ବୁଲାନ୍ସ। ୩ ଜଣ ଗୁରୁତର ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ନେପାଳରେ ‘ବାଲେନ’ ସରକାର: ଭାରତ ସହ କିପରି ରହିବ ସମ୍ପର୍କ?

ନୂଆଦିଲ୍ଲୀ: ନେପାଳରେ ଜେନଜି ସରକାର। ପ୍ରଚଣ୍ଡ ବହୁମତ ସହ ସରକାର ଗଢିବାକୁ ଯାଉଛି ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (RSP)। ରାପର୍‌ରୁ ରାଜନେତା ପାଲଟିଥିବା ୩୫ ବର୍ଷିୟ ବାଲେନ୍ ଶାହ ପରବର୍ତ୍ତୀ ପିଏମ ହେବା ନିଶ୍ଚିତ। ମାର୍ଚ୍ଚ ୫ ତାରିଖରେ ହୋଇଥିଲା ସଂସଦୀୟ ନିର୍ବାଚନ। ବାଲେନ ଶାହ…

ସବୁ ସୀମା ପାର୍ କଲା ଟିଏମସି, କାହିଁକି ମମତାଙ୍କୁ ସବୁ ଆଡୁ କରାଯାଉଛି ନିନ୍ଦା?

ରାଷ୍ଟ୍ରପତିଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଧାନମନ୍ତ୍ରୀ ମୋଦି କ୍ଷୁବ୍ଧ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଅସମ୍ମାନ କରାଯାଇଥିବା ନେଇ ସବୁ ଆଡୁ ନିନ୍ଦା କରାଯାଉଛି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଏମସି ଉପରେ ବର୍ଷିଛନ୍ତି। ମୋଦି…

Low Pressure Triggers: ୩ ଦିନ ପ୍ରବଳ ବର୍ଷା, ଏହି ୪ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କତା

ଭୁବନେଶ୍ବର: କମିବ ତାପମାତ୍ରା। ଘୂର୍ଣ୍ଣିବଳୟ ପ୍ରଭାବରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି। : ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜିଠୁ ୩ ଦିନ ବର୍ଷା ହେବ। ରାଜ୍ୟର ବିଭିନ୍ନ…