Latest Odisha News

BREAKING NEWS

Heavy Rains Trigger Landslides:ଗଭୀର ଅବପାତ ପ୍ରଭାବ:ରେଳ ଧାରଣାରେ ଭୂସ୍ଖଳନ,ରେଳ ଚଳାଚଳ ବାଧାପ୍ରାପ୍ତ

ରାୟଗଡା:ଗଭୀର ଅବପାତ ପ୍ରଭାବରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ଉପରେ ପ୍ରଭାବ ପଡ଼ିଛି । ଲଗାଣ ବର୍ଷା କାରଣରୁ ରେଳ ଧାରଣାରେ ଭୂ ସ୍ଖଳନ ଘଟି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ଭୂ ସ୍ଖଳନ ଘଟି ଲେଲ୍ଲିଗୁମା ଓ ରାଉଳି ଷ୍ଟେସନ୍ ମଧ୍ୟରେ ଥିବା ଟନଲ୍ ନଂମ୍ବର ୩ ନିକଟରେ…

ଜେଲରୁ ଆଜୀବନ କଏଦୀ ଫେରାର;ଡବଲ୍‌ ମର୍ଡର ମାମଲାରେ ଦୋଷୀ

ଖୁଣ୍ଟୁଣୀ:କଟକ ଜିଲ୍ଲା ଖୁଣ୍ଟୁଣୀସ୍ଥିତ ଆଦର୍ଶ କାରାଗାରରୁ ଆଜୀବନ ଦଣ୍ଡ ଭୋଗୁଥିବା ସୁନିଲ ଜେନା ଫେରାର ହୋଇଛନ୍ତି । ଗୁରୁବାର ସକାଳେ ଫେରାର୍ ସୁନିଲ ଧର୍ମଶାଳା ଡବଲ୍‌ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ସୂଚନାନୁସାରେ, ସୁନିଲ ଧର୍ମଶାଳା ଡବଲ୍‌ ମର୍ଡର ମାମଲାରେ ଯାଜପୁର…

ବିଜେଡି ଆଦିବାସୀ ସେଲ୍‌ର ମୁଖିଆ ହେଲେ ସୁଦାମ ମାର୍ଣ୍ଡି, ନବୀନ ମାରିଲେ ମୋହର

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ ଅଛି। ଏହା ପୂର୍ବରୁ ଆଦିବାସୀ ଭୋଟ ବ୍ୟାଙ୍କ ମଜବୁତ କରିବାକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ସଙ୍ଗଠନକୁ ପୁନର୍ଗଠନ କରିଛନ୍ତି। ଏହି ଆଦିବାସୀ ସେଲର ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ…

BLOଙ୍କ ପାଇଁ ବଡ଼ ଖବର: ମିଳିବ ବଡ଼ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର: ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା। SIR ୨୦୨୬ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ ସମସ୍ତ BLOଙ୍କୁ ଏହି ସମ୍ମାନ ଭତ୍ତା ପ୍ରଦାନ କରାଯିବ, ଯେଉଁଥିରେ ପ୍ରତ୍ୟେକ BLOଙ୍କୁ ବର୍ଷକୁ ୧୮ ହଜାର ଟଙ୍କା ଲେଖାଏ ଦିଆଯିବାର ବ୍ୟବସ୍ଥା…

ଆଉ ନାହାନ୍ତି ବଲିଉଡ୍ ଆକ୍ଟର ମୁସ୍ତାକ ଖାନ

ଜବଲପୁର: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର ଛୋଟ ସହର ବୈହାରରୁ ବାହାରି ହିନ୍ଦୀ ସିନେମାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତା ମୁସ୍ତାକ ଖାନଙ୍କର ୫୬ ବର୍ଷ ବୟସରେ ପରଲୋକ ହୋଇଛି। ବହୁ ହିନ୍ଦୀ ସିନେମାରେ ସହ ଅଭିନେତା ଓ କମେଡି ଚରିତ୍ରରେ ନଜର ଆସୁଥିବା ଜଣାଶୁଣା…

ଗ୍ଲୋବାଲ୍ ଆଥଲେଟ୍ ପାର୍ଟନର୍ସ : ଅନୁଷ୍କା ଶର୍ମା ଟପ-୫ରେ ସାମିଲ ହେବାରେ ଏକମାତ୍ର ଭାରତୀୟ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ନିର୍ମାତା ଅନୁଷ୍କା ଶର୍ମା ଆଉ ଏକ ଆନ୍ତର୍ଜାତୀୟ ସଫଳତା ହାସଲ କରିଛନ୍ତି । ବିଶ୍ୱର ସବୁଠାରୁ ଅଧିକ ଫଲୋଅର୍ସ ଥିବା ଆଥଲେଟ୍ ପାର୍ଟନର୍ସ ତାଲିକାରେ ଅନୁଷ୍କା ୪ର୍ଥ ସ୍ଥାନ ଅଧିକାର କରିଛନ୍ତି । ଏହି ଗ୍ଲୋବାଲ୍ ଟପ୍-୫ ତାଲିକାରେ ସାମିଲ ହେବାରେ ସେ ଏକମାତ୍ର…

Ends India’s 16-year medal wait:୧୬ ବର୍ଷର ଅପେକ୍ଷାର ଅନ୍ତ…ଭାରତର ଝିଅ ସୀମା ଜିତିଲେ ବ୍ରୋଞ୍ଜ;…

ନୂଆଦିଲ୍ଲୀ:୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଆଇଚି-ନାଗୋୟା ଠାରେ ଭାରତୀୟ ଖେଳାଳିମାନେ ନିଜର ଆଥଲେଟିକ୍ସ ଅଭିଯାନକୁ ଏକ ଚମତ୍କାର ଶୈଳୀରେ ଆରମ୍ଭ କରିଛନ୍ତି। ଭାରତୀୟ ଆଥଲେଟ୍ ସୀମା କୁମାରୀ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛନ୍ତି। ସେ ମହିଳା…

ଚଳିତ ବର୍ଷ ଲାଇଭ ଷ୍ଟ୍ରିମ ହେବ କଟକ ଦୁର୍ଗାପୂଜା ଓ ଭସାଣି

କଟକ: ଆରମ୍ଭ ହେଲାଣି ପାର୍ବଣ ଋତୁ। ପାଖେଇ ଆସିଲାଣି ଦୁର୍ଗାପୂଜା। ଉତ୍ସବ ମୁଖର ସାରା ଦେଶ। କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଲାଇଭ ଷ୍ଟ୍ରିମ ହେବ କଟକ ଦୁର୍ଗାପୂଜା ଓ ଭସାଣି। ଏ ନେଇ ଜିଲ୍ଲାପାଳ…

ନକଲି ସିମ୍‌ କାରବାର ଠାବ, ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର: ସାଇବର ଥାନା ପୋଲିସ ନକଲି ସିମ୍‌ କାର୍ଡ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚପୁଟର ସୂରଜ ବାଗ (୨୪), ସିନାପାଲିର ମାଳତୀ ଓରାମ ଓରଫ ମାଳା (୨୯) ଏବଂ ସମ୍ବଲପୁର ମୋତିଝରଣର ପାପୁ ଓରଫ ଶେଖ ପରୱେଜ (୩୨)।…

ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ ଟିମ କଲେ ଉଦ୍ଧାର; ବୋଟରେ ଆଣିଲେ

ବ୍ରହ୍ମପୁର:ଅବିଶ୍ରାନ୍ତ ବର୍ଷାରେ ଗଞ୍ଜାମରେ ରେସ୍କ୍ୟୁ ଅପରେସନ। ପାତ୍ରପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ବୁରାତାଳ ପଞ୍ଚାୟତ ଅନ୍ତର୍ଗତ ଜାମୁଗଣ୍ଡ ଗ୍ରାମରୁ ଜଣେ ଗର୍ଭବତୀ ମହିଳାଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଜାମୁଗଣ୍ଡର ଜଣେ ଗର୍ଭବତୀ…