Latest Odisha News

BREAKING NEWS

ଭଜନ ସମ୍ରାଟ ଭିକାରୀ ବଳଙ୍କ ପତ୍ନୀ ଉଷାରାଣୀଙ୍କ ଦେହାନ୍ତ

କଟକ: ଭଜନ ସମ୍ରାଟ ସ୍ୱର୍ଗତ ଭିକାରୀ ବଳଙ୍କ ପତ୍ନୀ ଉଷାରାଣୀ ବଳଙ୍କର ପରଲୋକ। ଏକ ଘରୋଇ ହସ୍ପିଟାଲ୍‌ରେ ସୋମବାର ସନ୍ଧ୍ୟାରେ ବାର୍ଦ୍ଧକ୍ୟ ଜନିତ ରୋଗରେ ଉଷାରାଣୀଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ୮୬ ବର୍ଷ ହୋଇଥିଲା। ଗତ ନଭେମ୍ବର ୨ ତାରିଖରେ ଭଜନ ସମ୍ରାଟଙ୍କ ପୁଣ୍ୟତିଥିରେ ସେ…

ଜାଡରେ ଥରୁଛି ଓଡ଼ିଶା; ୧୫ ବର୍ଷର ରେକର୍ଡ ଭାଙ୍ଗିଲା ଝାରସୁଗୁଡା

ଭୁବନେଶ୍ୱର: ଝାରସୁଗୁଡାରେ ଡିସେମ୍ବର ମାସର ତୃତୀୟ ସବୁଠାରୁ ଶୀତଳ ରାତି ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ଠାରୁ ୫.୧°C କମ୍ ଥିଲା। ମଙ୍ଗଳବାର ସକାଳେ ପାରଦ ୬.୨°C କୁ ଖସିଆସିଥିଲା। ପୂର୍ବରୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୬.୫°C ରେକର୍ଡ କରାଯାଇଥିଲା। ଡିସେମ୍ବର ୭, ୨୦୨୧ରେ ୫.୬°C,…

ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ

ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA)ରେ ମଙ୍ଗଳବାର ଦିନ କଷ୍ଟମ୍ସ ଅଧିକାରୀମାନେ ବ୍ୟାଗେଜ୍ ଯାଞ୍ଚ ସମୟରେ ପ୍ରାୟ ୪ କୋଟି ଟଙ୍କା ମୂଲ୍ୟର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛନ୍ତି। ସୂତ୍ର ଅନୁସାରେ, ଯାତ୍ରୀଙ୍କ ଲଗେଜରେ ଦାମୀ ଚୋରା ଦ୍ରବ୍ୟ ଲୁଚାଇ…

କୋଲକାତାରେ ଅମିତ ଶାହଙ୍କ ରଣହୁଁକାର: ୨୦୨୬ରେ ବେଙ୍ଗଲରେ ବିଜେପି ସରକାର

କୋଲକାତା: ବଙ୍ଗଳା ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣହୁଁକାର। ୨୦୨୬ରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ ବୋଲି କହିଲେ ଗୃହମନ୍ତ୍ରୀ। ଶାହ କହିଛନ୍ତି, ୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ। ୨୦୨୬ରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ବେଙ୍ଗଲରେ…

Bus Accident: ଘାଟିରୁ ଖସିଲା ଯାତ୍ରୀବାହୀ ବସ୍; ୭ ମୃତ, ୧୨ ଆହତ

ଡେରାଡୁନ: ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡର ଆଲମୋଡା ଜିଲ୍ଲାର ସଲ୍ଟ ଭିକିଆସେନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭିକିଆସେନ-ବିନାୟକ ରାସ୍ତାରେ ଦ୍ୱାରହାଟରୁ ରାମନଗର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ଏକ ଗଭୀର  ଖାଇକୁ ଖସି ପଡ଼ିଥିଲା। ଆଲମୋଡା…

ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟ ଲିଙ୍ଗୀଙ୍କ ଅଭିଭାବକ

ଭୁବନେଶ୍ୱର: ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟଲିଙ୍ଗୀ ଶିଶୁଙ୍କ ଅଭିଭାବକ। ‘ସ୍ବୀକୃତି’ ଯୋଜନାରେ ଜାରି ହେଲା ନିର୍ଦ୍ଦେଶାବଳୀ। ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ଅଧିକାରର ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ‘ସ୍ବୀକୃତି’ ଯୋଜନା ଆରମ୍ଭ…

ଭାଙ୍ଗିଗଲା ସେହ୍ୱାଗଙ୍କ ୧୯ ବର୍ଷ ତଳର ରେକର୍ଡ

ନୂଆଦିଲ୍ଲୀ: ପାକିସ୍ତାନ ଟେଷ୍ଟ ଟିମର ଅଧିନାୟକ ଶାନ ମାସୁଦ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି । ପାକିସ୍ତାନ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ଦ୍ରୁତ ଦ୍ୱିଶତକ ହାସଲ କରିଛନ୍ତି । ମାସୁଦ ୧୭୭ ବଲରେ ଦ୍ୱିଶତକ ପୂରଣ କରିବା ସହ ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭଙ୍ଗ କରିଛନ୍ତି ।…

ଫିକା ପଡ଼ିବ ଜିରୋ ନାଇଟ୍‌ ସେଲିବ୍ରେସନ୍: ଅସ୍ଥାୟୀ ମଦ ଲାଇସେନ୍ସ ଖାରଜ

ଭୁବନେଶ୍ୱର: ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍। ଏଥର କଠୋର ହୋଇଛି ଅବକାରୀ ବିଭାଗ। ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟର ସମସ୍ତ ଇଭେଣ୍ଟ ଅର୍ଗାନାଇଜର। ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଗତ…

ଭୟଙ୍କର ସଡ଼କ ଦୁର୍ଘଟଣା: ପଥଚାରୀଙ୍କୁ ପିଟିଲା ବସ୍, ୪ ମୃତ

ମୁମ୍ବାଇ: ମୁମ୍ବାଇର ଭାଣ୍ଡୁପ୍ ପଶ୍ଚିମ ଷ୍ଟେସନ ରୋଡ୍ ଅଞ୍ଚଳରେ ବଡ଼ ସଡକ ଦୁର୍ଘଟଣା। ରିଭର୍ସ ନେଉଥିବା ସମୟରେ ପଥଚାରୀଙ୍କୁ ପିଟିଲା ବସ୍। ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ…

ପୂନର୍ବାର ହାରିଲା ପରେ ରାଗିକି ଟେବୁଲକୁ ବାଡେଇଲେ କାର୍ଲସନ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଚେସ ଖେଳାଳି ମାଗ୍ନସ କାର୍ଲସନ ବୋଧହୁଏ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପୂନର୍ବାର ତାଙ୍କର ଏକ ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି । କତାରର ରାଜଧାନୀ ଦୋହାରେ ଚାଲିଥିବା ୱାର୍ଲ୍ଡ ର‌୍ୟାପିଡ ବ୍ଲିଟଜ ଚେସ ଚାମ୍ପିୟନଶିପରେ ଭାରତର…