Latest Odisha News

BREAKING NEWS

ଚାଷୀଙ୍କୁ ବଡ଼ ଆଶ୍ବସ୍ତି, ବଢ଼ିଲା ଧାନ ପଞ୍ଜିକରଣ ଅବଧି

ଭୁବନେଶ୍ୱର: ଚାଷୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି। ସରକାର ଧାନ କ୍ରୟ ପାଇଁ ପଞ୍ଜୀକରଣର ଶେଷ ତାରିଖକୁ ଆଉ ୭ ଦିନ ବୃଦ୍ଧି କରିଛନ୍ତି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ଧାନ…

ଗାଭାସ୍କରଙ୍କ ମଜାଦାର ପ୍ରସ୍ତାବ : ଟେଷ୍ଟ କ୍ରିକେଟରେ ନୋ ବଲ ଜରିମାନା ଅର୍ଥରେ ଭୋଜି କର

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ନୋ ବଲ ସଂଖ୍ୟା ବୃଦ୍ଧି ପାଇବା ପୂର୍ବତନ କ୍ରିକେଟରଙ୍କୁ ଚିନ୍ତାରେ ପକାଇଛି । ଏଥିନେଇ ବିଭିନ୍ନ ପ୍ରସ୍ତାବ ମଧ୍ୟ ଦିଆଯାଉଛି । ମହାନ ଖେଳାଳି ସୁନୀଲ ଗାଭାସ୍କର ନୋ ବଲ ଉପରେ ଜରିମାନା ଲଗାଇବାକୁ କହିଛନ୍ତି । ପରେ ଏହି ଅର୍ଥରେ ଉଭୟ ଦଳର ଖେଳାଳିମାନେ…

ବୈତରଣୀରେ ଆସୁଛି ୭ମ ବନ୍ୟା !ଦଶରଥପୁରବାସୀଙ୍କ ବଢିଲା ଚିନ୍ତା,ବିପନ୍ନ ୩୪ ଦିନ ହେବ…

ଦଶରଥପୁର: ଲଘୁଚାପ ପ୍ରଭାବରେ ଗତକାଲି କେନ୍ଦୁଝରରେ ବର୍ଷା ହେବାରୁ ବୈତରଣୀ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି । ଆଜି ଦିନ ୧୨ ଟାରେ ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଂକେତ ୧୮. ୩୩ ମିଟର ରହିଥିବାବେଳେ ବର୍ତମାନ ୧୭. ୮୨ ରେ ପହଞ୍ଚିଛି । ଯାହା ଫଳରେ ଦଶରଥପୁର ବ୍ଲକକୁ ଆଉ ଏକ ବନ୍ୟା ମାଡି…

ଶ୍ରୀଲଙ୍କା ହାତରୁ ଗଲା ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର 

ନୂଆଦିଲ୍ଲୀ:୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଐତିହାସିକ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଅଧିକାର ଶ୍ରୀଲଙ୍କା ହାତରୁ ଚାଲିଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ  ଏବଂ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ମଧ୍ୟରେ ଚାଲିଥିବା ପ୍ରଶାସନିକ ବିବାଦ ଯୋଗୁଁ ଆଇସିସି ଏହି ବଡ଼…

ଆସୁଛି ଆଉ ଏକ ଲଘୁଚାପ; ୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ଏବଂ ପ୍ରଣାଳୀର କେନ୍ଦ୍ର ଦେଇ ଏକ ମୌସୁମୀ ଟ୍ରଫ୍ ପ୍ରବାହିତ ହେବା ଯୋଗୁଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

ତାସକେଣ୍ଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ଅନେକ ଐତିହାସିକ ଚୁକ୍ତି ଏବଂ ସଫଳତା ସହିତ ଶେଷ ହୋଇଛି। ଏଥିସହିତ ୟୁରାନିୟମ ଯୋଗାଣ ଉପରେ ଏକ ଚୁକ୍ତିନାମା ହୋଇଛି। ଉଜବେକିସ୍ତାନ ଏହାର ସର୍ବୋଚ୍ଚ ନାଗରିକ ସମ୍ମାନ "ଓଲି ଦାରାଜାଲି…

କାଳ ସାଜିଲା ନେପାଳ ବନ୍ୟା; ଏପରି ଉପାୟରେ ୧୬୪୩ ପିଲାଙ୍କ ଜୀବନ ବଞ୍ଚାଇଲେ ପ୍ରଧାନଶିକ୍ଷକ

ନୂଆଦିଲ୍ଲୀ: ଅଗଷ୍ଟ ୨୬ ତାରିଖରେ ନେପାଳରେ ଘଟିଥିବା ଭୟଙ୍କର ବନ୍ୟା ଅନେକ ଅଞ୍ଚଳକୁ ଧ୍ୱଂସ କରିଦେଇଥିଲା। ନଦୀର ପାଣି ଦେଖୁଦେଖୁ ସବୁ ଛାରଖାର କରି ଦେଇଥିଲା। ଏହି ଭୟଙ୍କର ପରିସ୍ଥିତି ମଧ୍ୟରେ ନୂଆକୋଟର ଏକ ସ୍କୁଲର ୧,୬୪୩ ପିଲାଙ୍କ ଜୀବନ ବଞ୍ଚିଯାଇଛି। ସ୍କୁଲର ପ୍ରଧାନଶିକ୍ଷକ ରାଜେନ୍ଦ୍ର…

ଟଙ୍କା ନ ଦେବାରୁ ବାପାଙ୍କୁ ଠେଙ୍ଗାରେ ପିଟି ଜୀବନନେଲା ପୁଅ !

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଗ୍ରାମରେ ଟଙ୍କା ନ ଦେବାରୁ ପୁଅ ନିଜ ବାପାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ମୃତକ ବାପା ସାର କିଣିବା ପାଇଁ ଟଙ୍କା ରଖିଥିଲେ । ପୁଅ ସୁମନ୍ତ ଦେହୁରୀ…

Rourkela Circuit House Gun Case:ସର୍କିଟ ହାଉସରୁ ବନ୍ଧୁକ ଜବତ ଘଟଣା;କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ଇସ୍ତଫା ଦାବି କରି…

ରାଉରକେଲା: ରାଉରକେଲା ସର୍କିଟ ହାଉସ ବନ୍ଧୁକ ଜବତ ଘଟଣା । ମାଷ୍ଟର୍‌ମାଇଣ୍ଡ୍‌ ପ୍ରକାଶ ପାଶୱାନକୁ ବିହାରର ସମସ୍ତିପୁର ଅଞ୍ଚଳରୁ ଗିରଫ ପରେ ରାଉରକେଲା ଆଣିଛି ପୋଲିସ । ଗିରଫ ପ୍ରକାଶ ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ଗତ କିଛି ଦିନ…

୨୦ ହଜାର ଲାଞ୍ଚ ନେଇ ଗିରଫ ହେଲେ ଏଏସଆଇ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଶନିବାର ବିଳମ୍ବିତ ରାତିରେ ଲହୁଣୀପଡ଼ା ଥାନାର ଜଣେ ASI ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକଙ୍କ ସହିତ ଜଣେ ଭୋଜନାଳୟ ମାଲିକଙ୍କଠାରୁ ୨୦,୦୦୦ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଏକ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଅଗଷ୍ଟ ୨୯…