Latest Odisha News

BREAKING NEWS

ୟଶରାଜ ସ୍ପାଇ ୟୁନିଭର୍ସ ସହ ଯୋଡି ହେଲେ ଅନୀଲ

ମୁମ୍ବାଇ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୀଲ କାପୁର ଅଭିନୟ ଦକ୍ଷତା ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ବହୁ ଚର୍ଚ୍ଚିତ ୟଶରାଜ ଫିଲ୍ମ ସ୍ପାଇ ୟୁନିଭର୍ସ ସହ ସେ ଯୋଡି ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ ସେ କେତେଗୁଡିଏ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ର…

ଏହି କାରଣ ପାଇଁ ଦିଲ୍ଲୀପ ରାୟ ନିର୍ବାଚନ ଲଢ଼ିପାରିବେ କହିଲେ କୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ଉପରେ ସୋମବାର ଦିଲ୍ଲୀ ହାଇକୋର୍ଟ ରୋକ ଲଗାଇଛନ୍ତି। ଏହି ନିଷ୍ପତି ପରେ ଦିଲ୍ଲୀପ ରାୟ ଚଳିତ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ । ଝାଡ଼ଖଣ୍ଡ ବ୍ଲକ ଆବଣ୍ଟନରେ…

କୁକୁଡ଼ା କମ୍ପାନୀ ଏଜେଣ୍ଟଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା: ଏକ କୁକୁଡ଼ା ଫାର୍ମର ଜଣେ ଏଜେଣ୍ଟଙ୍କ ନିକଟରୁ ପ୍ରାୟ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବ୍ରଏଲର କୁକୁଡ଼ା କମ୍ପାନୀ ଏଜେଣ୍ଟଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମାଡ଼ ମାରି ଟଙ୍କା ବ୍ୟାଗ ଝାମ୍ପି ନେଲେ। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏପରି…

ମୋଂଟେ କାର୍ଲୋ ଟେନିସ: ୪୨ ବର୍ଷ ପରେ ମୂଖ୍ୟ ଡ୍ରରେ ପ୍ରଥମ ଭାରତୀୟ ଭାବେ ପ୍ରବେଶ କଲେ ସୁମିତ

ନୂଆଦିଲ୍ଲୀ: ସୁମିତ ନାଗଲ ୪୨ ବର୍ଷ ପରେ ମୋଂଟେ କାର୍ଲୋ ମାଷ୍ଟର୍ସ ଟେନିସ ଟୁର୍ଣ୍ଣାମେଂଟର ମୂଖ୍ୟ ଡ୍ରରେ ପ୍ରଥମ ଭାରତୀୟ ଭାବେ ପ୍ରବେଶ କରିଛନ୍ତି । ୧୯୮୨ରେ ରମେଶ କ୍ରିଷ୍ଣନ ଶେଷ ଥର ପାଇଁ ମୂଖ୍ୟ ଡ୍ରକୁ ଉନ୍ନୀତ ହୋଇଥିଲେ । କ୍ୱାଲିଫାଇଙ୍ଗରେ ସୁମିତ ଆର୍ଜେଂଟିନାର ଫେସୁଂଡୋ ଅକୋଷ୍ଟାକୁ…

ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନିଯୁକ୍ତ ହେଲେ ଦୁଇ ନୂଆ ଏସପି

ଭୁବନେଶ୍ୱର: ଓଡ଼ିଶାରେ ସାଧାରଣ ଓ ବିଧାନସଭା ନିର୍ବାଚନ ସମ୍ପର୍କିତ ଆଇପିଏସ ଅଫିସର ବଦଳ ପ୍ରକ୍ରିୟା ସ୍ୱରୂପ ନିର୍ବାଚନ କମିଶନ ଆଇପିଏସ ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁରର ନୂଆ ଏସପି ଭାବେ ନିଯୁକ୍ତ ଦେଇଛନ୍ତି। ସେ ଶ୍ରବଣ ବିବେକ ଏମ୍. ଙ୍କ ସ୍ଥାନରେ ବ୍ରହ୍ମପୁର ଏସପି ଭାବେ ନିଯୁକ୍ତ…

ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ସ୍ୱଚ୍ଛ ନିର୍ବାଚନ ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତି । ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟାର ଫଳ ସ୍ୱରୂପ ହିଁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି । ଭାରତୀୟ ଗଣତନ୍ତ୍ରର ଏହି ପ୍ରତିଷ୍ଠାକୁ ବଜାୟ ରଖିବା ଓ ଦେଶରେ ଏକ…

ନିର୍ବାଚନ ଲଢ଼ିବେ ବରିଷ୍ଠ ନେତା ଦିଲୀପ ରାୟ

ଦିଲ୍ଲୀ: ନିର୍ବାଚନ ଲଢ଼ିବେ ବରିଷ୍ଠ ନେତା ଦିଲୀପ ରାୟ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବସ୍ତ୍ୟ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲୀପ ରାୟ ଚଳିତ ନିବାର୍ଚନ ଲଢ଼ିବେ । କୋର୍ଟର ରହିତାଦେଶ ପରେ ଦିଲୀପ ଙ୍କ ମିଳିଲା ଆଶ୍ଵସ୍ତି । ୧୯୯୯ ମସିହାରେ ଝାଡ଼ଖଣ୍ଡ ବ୍ଲକ ଆବଣ୍ଟନରେ ଅନିୟମିତତା…

ନିର୍ବାଚନ ଲଢିବେ କି ଅଭିନେତା ସଞ୍ଜୟ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଦେଶର ସବୁଠାରୁ ବଡ ଟିକସଦାତାମାନଙ୍କ ମଧ୍ୟରେ ଗୋଟିଏ । ତାଙ୍କ ପରିବାରର ପ୍ରାୟତଃ ସଦସ୍ୟ ରାଜନୀତିର ଏକ ଅଂଶ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ​​କଂଗ୍ରେସ ତାଙ୍କୁ ହରିୟାଣାର କର୍ଣ୍ଣଲ ଆସନରୁ ଟିକେଟ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ…

ମଣ୍ଡି ଆସନ ପାଇଁ ପ୍ରସ୍ତୁତ ବିଜେପି-କଂଗ୍ରେସ, କଙ୍ଗନାଙ୍କୁ କଡ଼ା ଟକ୍କର ଦେବେ ପ୍ରିୟଙ୍କା !

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଏକ ଦଳକୁ ବିଜୟ ହାସଲ କରିବାକୁ ହେଲେ ପ୍ରତ୍ୟେକ ରାଜ୍ୟ ସେହି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯେଉଁ ରାଜ୍ୟରେ ଦଳ ଶାସନ କରେ ଏବଂ ନିଜେ କ୍ଷମତାରେ ଥାଏ, ସେହି ରାଜ୍ୟ ଉକ୍ତ ଦଳ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ପୂର୍ବରୁ ହିମାଚଳ ପ୍ରଦେଶର ମଣ୍ଡି…

ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ଦେଶର ଜଣେ କିନ୍ନର

ବାରାଣାସୀ :ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ନେତା ଆଉ ଜନତା ଙ୍କ ମଧ୍ୟରେ ଚଞ୍ଚଳତା ଦେଖିବାକୁ ମିଳୁଛି। ସେପଟେ ପ୍ରାର୍ଥୀ ଚୟନକୁ ନେଇ ଲୋକଙ୍କ ଭିତରେ ସୃଷ୍ଟି ହେଉଛି ଉତ୍କଣ୍ଠା। ବର୍ତମାନ ଦେଶର ଜଣେ କିନ୍ନର ମହାମଣ୍ଡଳେଶ୍ୱର ହେମାଙ୍ଗୀ ସଖି ପ୍ରଥମ ଥର ପାଇଁ ବାରାଣାସୀ…