Latest Odisha News

BREAKING NEWS

ପୃଥିବୀର ଏହି ସ୍ଥାନରେ ସର୍ବାଧିକ ଥର ଦେଖାଯାଇଛି ସୂର୍ଯ୍ୟପରାଗ

ୱାଶିଂଟନ: ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆଜି ହେବ । ଏହି ଭୌଗଳିକ ଘଟଣାକୁ ଉତର ଆଟାଂଲାଂଟା ନିକଟସ୍ଥ ଦେଶର ଲୋକମାନେ ଏହାକୁ ଦେଖିପାରିବେ । ମେକ୍ସିକୋ, ଆମେରିକା ଓ କାନାଡାରେ ଏହା ସମ୍ପୂର୍ଣ୍ଣ ଦେଖାଯିବ । ୫୦ ବର୍ଷ ମଧ୍ୟରେ ଏଥର ଲମ୍ବା ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ । ତେବେ ପୃଥିବୀର ଏପରି…

ବିଜେଡି ଛାଡିଲେ ବରଗଡ ପୂର୍ବତନ ସାଂସଦ ପ୍ରଭାସ ସିଂ

ଭୁବନେଶ୍ଵର: ବିଜେଡି ଛାଡିଲେ ବରଗଡ ପୂର୍ବତନ ସାଂସଦ ପ୍ରଭାସ ସିଂ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଭାସ । ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂ ନବୀନ ନିବାସ ଆସି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୨୦୧୪ରୁ ୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ…

ମୋଦିଙ୍କ ହାତରୁ ଶାସନ କ୍ଷମତା ଛଡାଇ ନେବା ଆବଶ୍ୟକ: ଶରଦ ପାଓ୍ବାର

ମୁମ୍ବାଇ: ମହାରାଷ୍ଟ୍ରର ଏକ ରାଲିକୁ ସମ୍ବୋଧିତ କଲା ବେଳେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ସେ କହିଛନ୍ତି ଯେତବେଳେ ମୁଁ କେନ୍ଦ୍ର କୃଷି ମନ୍ତ୍ରୀ ଥିଲି, ସେତେବେଳେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୌଣସି ପକ୍ଷପାତ ନକରି ସାହାଯ୍ୟ…

ସମ୍ବର୍ଦ୍ଧନା ସଭା ଓ ସଂକଳ୍ପ ସମାବେଶ ଆଳ ରେ ବିଜେଡି ର ଶକ୍ତି ପ୍ରଦର୍ଶନ

ନୂଆପଡା: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍ ଧରୁଥିବା ବେଳେ ଆଜି ଖଡ଼ିଆଳ ଠାରେ ତାର ଏକ ଝଲକ ଦେଖିବାକୁ ମିଳିଛି । ବିଜେଡି ତରଫରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଖଡିଆଳ ବିଧାୟକ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କୁ ବିପୁଳ…

ଆକ୍ସନ ମୋଡରେ ପୋଲିସ, ସୁନା ବ୍ୟବସାୟୀଙ୍କ ଘରୁ ମିଳିଲା ୫ କୋଟି ନଗଦ ଟଙ୍କା

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି । ସେଥିପାଇଁ ଏବେ ରାଜନୈତିକ ଦଳଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ଖୁବ୍ ସକ୍ରିୟ । ସେପଟେ କର୍ଣ୍ଣାଟକ ପୋଲିସ ହାତରେ ଲାଗିଛି ଏକ ବଡ ମାମଲା । କର୍ଣ୍ଣାଟକରୁ ୫କୋଟି ନଗଦ ଟଙ୍କା ଜବତ କରିବା ସହ ୧୦୬ କିଲୋ ସୁନା…

ଉବେର କପ ଚୟନରେ ଋତୁପର୍ଣ୍ଣା, ଶ୍ୱେତପର୍ଣ୍ଣା ଯୋଡିଙ୍କୁ ଅଣଦେଖା

ଭୁବନେଶ୍ୱର: ଚୀନର ଚେଙ୍ଗୁଡୁରେ ଏପ୍ରିଲ ୯ରୁ ୧୪ ପର୍ଯ୍ୟନ୍ତ ହେବାକୁ ଥିବା ଉବେର କପ ପାଇଁ ଓଡିଶାର ଷ୍ଟାର ମହିଳା ଡବଲ୍ସ ଖେଳାଳି ଋତୁପର୍ଣ୍ଣ ଓ ଶ୍ୱେତପର୍ଣ୍ଣା ପଣ୍ଡା ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରି ଦେଇଥିଲେ । ଭାରତର ଶ୍ରେଷ୍ଠ ୨ ଡବଲ୍ସ ଯୋଡି ତାନିଶା କ୍ରାଷ୍ଟୋ-ଅଶ୍ୱୀନ ପୋନ୍ନାପ୍ପା…

ବିଆରଏସ ନେତା କେ.କବିତାଙ୍କୁ ବଡ ଝଟକା, ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ ନେତା କେ କବିତାଙ୍କୁ ବଡ ଝଟକା । ବିଆରଏସ ନେତା କେ.କବିତାଙ୍କ ଜାମିନ ଆବେଦନକୁ ଖାରଜ କଲେ ରାଉଜ୍ ଆଭେନ୍ୟୁ କୋର୍ଟ । ଗତ ମାସରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଭରତ ରାଷ୍ଟ୍ର ସମିତି (ବିଆରଏସ)…

୪୨ ବର୍ଷ ବୟସରେ ପାଦ ଦେଲେ ଅଲ୍ଲୁ, ଜନ୍ମ ଦିନରେ ରିଲିଜ୍ ହେଲା ଫିଲ୍ମ ପୁଷ୍ପା-୨ର ଟିଜର୍

ହାଇଦ୍ରାବାଦ: ଆଜି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମ ଦିନ । ୪୨ ବର୍ଷ ବୟସରେ ପାଦ ଥାପିଲେ ଅଲ୍ଲୁ ଅର୍ଜୁନ । ଅଭିନେତାଙ୍କ ଜନ୍ମ ଦିନରେ ବନ୍ଧୁ ମାନଙ୍କ ସହ ଫ୍ୟାନ୍ସ ମାନେ ଶୁଭେଚ୍ଛା ଜଣାଇଛନ୍ତି । ନିଜ ପରିବାର ସହ ଜନ୍ମଦିନ ପାଳନ କରିଛନ୍ତି ଅଲ୍ଲୁ । ସବୁବେଳେ ନିଜ ଷ୍ଟାଇଲିସ୍‌‌…

ମୁହଁ ଖୋଲିଲେ କଙ୍ଗନା, କହିଲେ ‘ମୁଁ ଗୋମାଂସ ଖାଏନି କି କୌଣସି ମାଂସ ଖାଏନି’

ନୂଆଦିଲ୍ଲୀ: କଂଗ୍ରେସ ନେତା ବିଜୟ ୱାଡେଟିୱରଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ କଙ୍ଗନା । ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଗୋମାଂସ ଖାଉଥିବା ନେଇ ଅଭିଯୋଗ କରିଥିଲେ କଂଗ୍ରେସ ନେତା ବିଜୟ । ଏହି ଅଭିଯୋଗକୁ ବର୍ତ୍ତମାନ…

ଆଇଜିଆଇ ବିମାନବନ୍ଦରକୁ ପରମାଣୁ ବୋମା ଭୟ, ଧମକ ଦେଇ ଗିରଫ ହେଲେ ୨ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)କୁ ପରମାଣୁ ବୋମାର ଭୟ । ବୋମା ପକାଇ ଆଇଜିଆଇ ବିମାନବନ୍ଦରକୁ ଉଡାଇଦେବାକୁ ଧମକ ମିଳିଛି । ଏନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ । ପୋଲିସର କହିବା ଅନୁସାରେ, ଗତ ଏପ୍ରିଲ ୫ ତାରିଖରେ ଦିଲ୍ଲୀର ଆଇଜି ବିମାନ…