ସ୍କୁଲରେ ବନ୍ଧୁକ, ୯ମ ଶ୍ରେଣୀ ଛାତ୍ରଙ୍କୁ ଜେରା
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର କୁଦାନଗରୀ ଅଞ୍ଚଳର ଏକ ସରକାରୀ ହାଇସ୍କୁଲ ଭିତରେ ଜଣେ ନବମ ଶ୍ରେଣୀ ଛାତ୍ର ବନ୍ଧୁକ ସହିତ ଧରାପଡ଼ିଛି।
ସୂଚନା ଅନୁଯାୟୀ, ଗଣିତ ଶ୍ରେଣୀ ସମୟରେ ଛାତ୍ରଟି ଅସ୍ୱାଭାବିକ ଭାବରେ ଅନ୍ୟମନସ୍କ ଥିବାର ଜଣାପଡ଼ିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା।…