Latest Odisha News

BREAKING NEWS

ବାଲେଶ୍ବରରେ ପୁଣି ଫୁଟିଲା ଗୁଳି, ୨ ଯୁବକ ଗୁରୁତର

ବାଲେଶ୍ବର: ପୁଣି ବାଲେଶ୍ବରରେ ଫୁଟିଲା ଗୁଳି । ବିଳମ୍ବିତ ରାତିରେ ଗୁଳିମାଡ଼ରେ ୨ ଯୁବକ ଗୁରୁତର । ବାଲେଶ୍ବର ଜିଲ୍ଲାର ଅରଡ ବଜାରରେ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ମନୋଜ ସାହୁ ଏବଂ କାର୍ତ୍ତିକ ପ୍ରସାଦ। ଜଣକ ବାମ ହାତ ଓ ଆଉ ଜଣକ…

ଆଇପିଏଲର ୭ ନୂଆ ନିୟମ

ନୂଆଦିଲ୍ଲୀ: ଆଇପିଏଲର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥର ଆଇପିଏଲରେ ବିସିସିଆଇ କେତେକ ନୂଆ ନିୟମ ଲାଗୁ କରିଛି । ଏହି ନିୟମ ଆଇପିଏଲକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ଓ ନିରପେକ୍ଷ କରିବ ବୋଲି ଆଶା କରାଯାଇଛି । ଆସନ୍ତୁ ନଜର ପକାଇବା ଏହି…

Middle East Crisis: “ଯେପରି କୋଭିଡ୍ ସହିତ ଲଢ଼ିଥିଲ ସେହିପରି ପ୍ରସ୍ତୁତ ରୁହ”, କାହିଁକି ଏପରି…

ନୂଆଦିଲ୍ଲୀ: ଉପସାଗରୀୟ ଦେଶଗୁଡ଼ିକରେ ଭାରତୀୟମାନଙ୍କ ପାଇଁ ବିପଦ। ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ ଦେଶକୁ ସତର୍କ ଏବଂ ଏକତା ରହିବାକୁ ଅନୁରୋଧ କରିଛନ୍ତି। ସେ…

ଦଳା ଚକଟାରେ ମୃତ୍ୟୁବରଣ କରିଥିବା ପ୍ରଶଂସକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବ କେଏସସିଏ

ବେଙ୍ଗାଲୁର: ଆଇପିଏଲ ୨୦୨୬ ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ କର୍ଣ୍ଣାଟକ କ୍ରିକେଟ ଆସୋସିଏଶନ ଏକ ବଡ ପଦକ୍ଷେପ ନେଇଛନ୍ତି । ଗତ ସଂସ୍କରଣରେ ଆରସିବି ଚାମ୍ପିୟନ ହେବା ପରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟକ ପ୍ରଶଂସକ ଯୋଗ ଦେଇଥିଲେ । ଦଳାଚକାଟା ପରିସ୍ଥିତି…

ଖୁବଶୀଘ୍ର ଶେଷ ହେବ ମଧ୍ୟପ୍ରାଚ୍ୟ ଯୁଦ୍ଧ! ଇସଲାମାବାଦରେ ହେବ ବୈଠକ

ୱାଶିଂଟନ: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ପାଇଁ ଏକ କୂଟନୈତିକ ସମାଧାନ ଖୋଜିବା ପାଇଁ ପ୍ରୟାସ ଚାଲିଛି। ଏହି ସମୟରେ, ଏକ ରଏଟର୍ସ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ସପ୍ତାହରେ ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ବୈଠକ ହୋଇପାରେ।…

ଭାରତର ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ଦୁବାଇରେ ଗିରଫ

ନୂଆଦିଲ୍ଲୀ: ଭାରତର ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ଜାଜ୍ କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଟରପୋଲ୍ ଏହି ପ୍ରମୁଖ ଡ୍ରଗ୍ସ ସିଣ୍ଡିକେଟ୍‌ର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। NCB ପୂର୍ବରୁ…

ଭୁବନେଶ୍ବର ଏୟାରପୋର୍ଟରୁ ୬ କୋଟିରୁ ଅଧିକ ଟଙ୍କାର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ

ଭୁବନେଶ୍ୱର: ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ । ଭୁବନେଶ୍ବର ଏୟାରପୋର୍ଟରୁ ୬ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ମଙ୍ଗଳବାର ଦିନ ବ୍ୟାଙ୍କକରୁ ଆସୁଥିବା ଦୁଇଜଣ ଯାତ୍ରୀଙ୍କୁ ଅଟକାଇ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ୬…

ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ

ବେଙ୍ଗାଲୁରୁ: ଆଜି ଦେଶ ଏବଂ ବିଶ୍ୱର ସମସ୍ତ ବୟସର ଲୋକମାନେ ମୋବାଇଲ୍ ଫୋନ୍ ପ୍ରତି ଆକର୍ଷିତ। ଯେକୌଣସି କାର୍ଯ୍ୟ କରୁଥିବା ସମୟରେ ମଧ୍ୟ ହାତରେ ସବୁବେଳେ ମୋବାଇଲ୍ ଫୋନ୍ ରଖିଥାନ୍ତି। ଏହା ଏବେ ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି, ଏବଂ ସେମାନେ ମଧ୍ୟ ମୋବାଇଲ୍ ନିଶାର ଶିକାର ହେଉଛନ୍ତି।…

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଲାଗିଲା ୫ ଦିନିଆ ବ୍ରେକ୍, ୨ ଦେଶରେ ଭିତରେ ଚାଲିଛି ଡିଲ୍

ନୂଆଦିଲ୍ଲୀ: ଆମେରିକା ମାନିଲା କିନ୍ତୁ ଶୁଣୁନି ଇସ୍ରାଏଲ୍। ଗତକାଲି ୫ ଦିନିଆ ଯୁଦ୍ଧ ବିରତି ଘୋଷଣା ପରେ ଟ୍ରମ୍ପଙ୍କ ସହ କଥା ହେଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ସୋସିଆଲ୍ ମିଡିଆରେ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି। ଅନ୍ୟପଟେ ୫ ଦିନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ…