Capital Crime:ପୋଲିସ କେସ୍ ଦେବାରୁ ମହିଳାଙ୍କୁ ଖଣ୍ଡାରେ ହାଣିଦେଲେ
ଭୁବନେଶ୍ୱର:ରାଜଧାନୀର ଛାତି ଉପରେ ଖୁଲମଖୁଲା ଆକ୍ରମଣ । ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ । ମହିଳା ଜଣକ ମକା ବିକୁଥିବାବେଳେ ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।
ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଭୁବନେଶ୍ବର ସତସଙ୍ଗ…