Latest Odisha News

BREAKING NEWS

ଡାକ୍ତରଖାନାରୁ ଶିଶୁ ଚୋରି ଘଟଣା: ସାଢ଼େ ୫ ଘଣ୍ଟା ପରେ ଧରାପଡିଲା ଅଭିଯୁକ୍ତ

ବ୍ରହ୍ମପୁର: ମୂକ ଶିଶୁ କନ୍ୟାକୁ ଅପହରଣ ମାମଲା। ୫ ଘଣ୍ଟା ମଧ୍ୟରେ ଉଦ୍ଧାର ହେଲା ୪ ବର୍ଷର ଶିଶୁ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରୁ ୪ ବର୍ଷର ମୂକ ଶିଶୁ କନ୍ୟାକୁ ଅପହରଣ କରିବାର ପ୍ରାୟ ସାଢ଼େ ୫ ଘଣ୍ଟା ପରେ ଡାକ୍ତରଖାନାରୁ ପ୍ରାୟ ୧୦ କିମି ଦୂର ଦନେଇ ବ୍ରହ୍ମପୁର ଗାଁରୁ…

ଥିରୁବନନ୍ତପୁରମର ହସ୍ପିଟାଲରେ ଓଡ଼ିଶାର ଆଇପିଏସ୍ ଅଧିକାରୀ ଶଫିନ୍ ଅହମ୍ମଦ କେ ଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ…

ଭୁବନେଶ୍ୱର: ଥିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଶଫିନ୍ ଅହମ୍ମଦ କେଙ୍କ ମୃତ୍ୟୁ ହୋଇଛି। ୨୦୦୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଶଫିନ୍ କେରଳର ବାସିନ୍ଦା ଥିଲେ। ସେ କର୍କଟ ରୋଗରେ ପୀଡିତ ଥିବାରୁ ହସ୍ପିଟାଲରେ ଚିକିତ୍ସିତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଆଜି ସକାଳ ୫:୩୦ ସୁଦ୍ଧା ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ସଂଲଗ୍ନ ଅଞ୍ଚଳ ଉପରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ସଦ୍ୟତମ ପାଣିପାଗ ଅପଡେଟ୍ ଅନୁଯାୟୀ,…

ଗଙ୍ଗା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ ମୃତ

ହାପୁର: ଉତ୍ତର ପ୍ରଦେଶର ହାପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଙ୍ଗା ଏକ୍ସପ୍ରେସୱେରେ ଏକ ଥାର ଗାଡ଼ି ଓଲଟି ପଡ଼ିବା ଫଳରେ ଚାରି ବନ୍ଧୁଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଗଙ୍ଗା…

ଅଙ୍କିତ ବଲିୟାଁ ହତ୍ୟା ମାମଲା; ୨ ଶୁଟରଙ୍କୁ ଏନକାଉଣ୍ଟର କଲା STF 

ହରିୟାଣା: ହରିୟାଣାର ଗାୟକ ଅଙ୍କିତ ବଲିୟାଁଙ୍କ ହତ୍ୟା ମାମଲାରେ ଶାମଲି ପୋଲିସ ଦୁଇ ସନ୍ଦିଗ୍ଧଙ୍କୁ ଏନକାଉଣ୍ଟରରେ ନିପାତ କରିଛି। ସନ୍ଦିଗ୍ଧ ବ୍ୟକ୍ତିମାନେ ସୁମିତ ଏବଂ ମୋହିତ ବୋଲି କୁହାଯାଉଛି।ଏନକାଉଣ୍ଟରରେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଏହି ଅପରେସନ ଉତ୍ତର…

Pakistan-based terrorists:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଡିଜିଟାଲ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ;ଗୁପ୍ତ ବାର୍ତ୍ତା…

ନୂଆଦିଲ୍ଲୀ:ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ହେଣ୍ଡଲରଙ୍କର ଏକ ନୂତନ ଡିଜିଟାଲ୍ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଆତଙ୍କବାଦୀ ଏବଂ ସେମାନଙ୍କର ହ୍ୟାଣ୍ଡଲରମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏକ ନୂତନ କାର୍ଯ୍ୟ କୌଶଳର ପର୍ଦ୍ଦାଫାସ କରିଛନ୍ତି; ଏହି…

ଗୁଟଖା ବ୍ୟବସାୟ ବନ୍ଦ ହେବ;ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ…

କଟକ:ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ ।ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗୁଟଖା ବ୍ୟବସାୟ ନିଷେଧ ନେଇ ରାଜ୍ୟ ସରକାର ଗତ ଜାନୁଆରୀ ୨୧ ତାରିଖରେ ଜାରି କରିଥିବା ବିଜ୍ଞପ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ। ସରକାରୀ…

Mann ki Baat: ଓଡ଼ିଶାର ମୈଥିଲି ଭୁଏଙ୍କୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ମନ କି ବାତର ୧୩୭ତମ ଏପିସୋଡରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏଥିସହିତ ଓଡ଼ିଶାର ସମୃଦ୍ଧ ଐତିହାସିକ ଐତିହ୍ୟ ଏବଂ ସମାଜ-ଚାଳିତ ପରିବେଶ ସଂରକ୍ଷଣ ପ୍ରୟାସ ଉପରେ ଆଲୋକପାତ କରିଛନ୍ତି। ଓଡ଼ିଶାର ଏକ ପ୍ରେରଣାଦାୟକ ପଦକ୍ଷେପର ଉଲ୍ଲେଖ…

ଅମିତ ରୋହୀଦାସ ୨୫୦ ନଟଆଉଟ

ଭୁବନେଶ୍ୱର: ଭାରତର ଷ୍ଟାର ଖେଳାଳି ଅମିତ ରୋହୀଦାସ ଆନ୍ତର୍ଜାତୀୟ ହକି କ୍ୟାରିୟରରେ ୨୫୦ ମ୍ୟାଚ ପୂରଣ କରିଛନ୍ତି । ଓଡିଶାର ଏହି ଖେଳାଳିଙ୍କୁ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଉଛି । ମହାନ ଖେଳାଳି ଦିଲୀପ ତିର୍କୀ ମଧ୍ୟ ଅମିତଙ୍କୁ ଭାରତୀୟ ରକ୍ଷାପନ୍ଥୀର ମେରୁଦଣ୍ଡ ଭାବେ ବର୍ଣ୍ଣନା…

Prisoner Escapes From Hospital:ଧରାପଡିଲା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଫେରାର କଏଦୀ;ପରିସ୍ରା ଯିବା ବାହାନାରେ…

ସୁନ୍ଦରଗଡ଼:୨୫ ତାରିଖ ରାତିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଫେରାର ହୋଇଥିଲେ ବିଚାରାଧୀନ  କଏଦୀ ଟେକଚାନ୍ଦ ବେହେରା (୩୩) । ଆଜି ଅପରାହ୍‌ଣରେ ସେ ପୋଲିସ ହାତରେ ଧରା ପଡିଛନ୍ତି । ଆଜି ସଦରଥାନା ଅଞ୍ଚଳରୁ ତାକୁ ଗିରଫ କରାଯାଇଛି। ସୂଚନାଥାଉକି, ନିଜର ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ…