Latest Odisha News

BREAKING NEWS

ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀଙ୍କ ଦେହାନ୍ତ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU)ରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଦୀର୍ଘ ବର୍ଷ…

କେବିକେ ଅଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ୧୩୦ କୋଟି

ଭୁବନେଶ୍ୱର: କେବିକେ ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଭିତ୍ତିଭୂମି ବିକାଶ ପାଣ୍ଠି (ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭେଲପମେଣ୍ଟ ଫଣ୍ଡ-ଆଇଡିଏଫ୍‌)ରେ ୧୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ପାଣ୍ଠିରେ ଜଳସେଚନ, ଆନ୍ତଃଜିଲ୍ଲା ରାସ୍ତା,…

Wife’s Maintenance: ସିଧା ସ୍ତ୍ରୀଙ୍କ ଆକାଉଣ୍ଟକୁ ଯିବ ଆପଣଙ୍କ ଦରମାର ଅଧା ଟଙ୍କା…ଛାଡପତ୍ର ପରେ ଭରଣାପୋଷଣା ନେଇ…

ଭୁବନେଶ୍ବର: ଏଣିକି ଦରମାରୁ ସିଧା କଟିବ ଟଙ୍କା…କିଛି ଆପଣଙ୍କ ଆକାଉଣ୍ଟକୁ, ଆଉ କିଛି ପାଇବେ ଆପଣଙ୍କ ପୂର୍ବତନ ସ୍ତ୍ରୀ…ମୁଖ୍ୟମନ୍ତ୍ରୀ ଦେଲେ ବଡ ନିର୍ଦ୍ଦେଶ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପତ୍ନୀ କିମ୍ବା ପିଲାଙ୍କୁ ଭରଣପୋଷଣ ଟଙ୍କା ଦେଉନଥିବା ସରକାରୀ କର୍ମଚାରୀଙ୍କ ପାଇଁ ଏଣିକି କଠୋର…

Nepal Flood: ନେପାଳରେ ଭୟଙ୍କର ବନ୍ୟା; ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି, ୩୦୦୦ ନିଖୋଜ

କାଠମାଣ୍ଡୁ: ନେପାଳର ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୮୨ ରେ ପହଞ୍ଚିଛି। ଏଥିସହିତ ୩୦୦୦ରୁ ଅଧିକ ନିଖୋଜ ଥିବା ଜଣାପଡ଼ିଛି। ରବିବାର ୫ମ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉଦ୍ଧାରକାରୀମାନେ ଭଗ୍ନାବଶେଷ ଏବଂ ବଢ଼ୁଥିବା ପାଣିରେ ସଂଘର୍ଷ କରି ଶହ ଶହ ଲୋକଙ୍କୁ ଖୋଜୁଛନ୍ତି।…

Minister vs Minister: ଆରକ୍ଷଣକୁ ନେଇ NDAରେ ଫାଟ! ମୁହାଁମୁହିଁ ଦୁଇ ମନ୍ତ୍ରୀ, ପରସ୍ପରଙ୍କ ଇସ୍ତଫା ଦାବି…

ନୂଆଦିଲ୍ଲୀ: ଆରକ୍ଷଣ ନୀତିକୁ ନେଇ ଏନ୍‌ଡିଏ (NDA) ମେଣ୍ଟରେ ମତଭେଦ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାସୱାନ୍ ତାଙ୍କ କ୍ୟାବିନେଟ୍ ସହଯୋଗୀ ତଥା ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା (ସେକ୍ୟୁଲାର) ନେତା ଜିତନ ରାମ ମାଞ୍ଝୀଙ୍କ ଇସ୍ତଫା ଦାବି କରିଛନ୍ତି।…

PM Praises Uzbek Students: ଉଜବେକିସ୍ତାନର ଯୁବପିଢ଼ିଙ୍କ ‘ହିନ୍ଦୀ ପ୍ରେମ’ ଦେଖି ଭାବବିହ୍ୱଳ ହେଲେ ପିଏମ୍‌ ମୋଦୀ,…

ନୂଆଦିଲ୍ଲୀ: ଉଜବେକିସ୍ତାନର ଯୁବପିଢ଼ିଙ୍କ ଭାରତ ଏବଂ ହିନ୍ଦୀ ଭାଷା ପ୍ରତି ଭଲପାଇବା ଦେଖି ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଜବେକିସ୍ତାନ ଗସ୍ତରେ ବାହାରିବା ପୂର୍ବରୁ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ତାଶକେଣ୍ଟର…

Heavy Rain: ଲଘୁଚାପ ପ୍ରଭାବରେ ମୂଷଳ ଧାରାରେ ବର୍ଷୁଛି, ୩ ଜିଲ୍ଲାକୁ ରେଡ୍‌ ଓ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୂଷଳ ଧାରାରେ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ବର୍ଷାର ପ୍ରକୋପ…

Nepal Flood: ନେପାଳରେ ପୁଣି ବନ୍ୟା ଆଶଙ୍କା, ଘୁ ଘୁ କରି ମାଡି ଆସୁଛି ଭୋଟେକୋଶୀ ନଦୀ; NDRRMAର ସତର୍କ ସୂଚନା

କାଠମାଣ୍ଡୁ: ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ନେପାଳରେ ବ୍ୟାପକ ଧ୍ୱଂସ ପରେ ଏବେ ପୁଣିଥରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଭୋଟେକୋଶୀ ନଦୀରେ ପ୍ରବଳ ଜଳପ୍ରବାହର ଶବ୍ଦ ଶୁଣାଯାଇଥିବାରୁ ନେପାଳର ନ୍ୟାସନାଲ ଡିଜାଷ୍ଟର ରିସ୍କ ରିଡକ୍ସନ୍ ଆଣ୍ଡ ମ୍ୟାନେଜମେଣ୍ଟ ଅଥରିଟି (NDRRMA) ପକ୍ଷରୁ ନଦୀ…

OPSC Exam: OCS ମେନ୍ ପରୀକ୍ଷାର ତାରିଖ ଘୋଷଣା;ଦୁଇଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (OPSC)ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା । କ୍ଟୋବର ୨୯ରୁ ନଭେମ୍ବର ୧୧ ତାରିଖ ଯାଏଁ ଅନୁଷ୍ଠିତ ହେବ OCS ପରୀକ୍ଷା । OPSCର ସୂଚନାମୁତାବକ, ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା । ପ୍ରଥମ ସିଟିଂ ପରୀକ୍ଷା…