Latest Odisha News

BREAKING NEWS

ରାହୁଲଙ୍କୁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ, କହିଲେ ରାଜନୀତିରୁ ବ୍ରେକ ନିଅନ୍ତୁ

ନୂଆଦିଲ୍ଲୀ: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟର ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଲୋକସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ ସେ ଦାବି କରିଛନ୍ତି କି ବିଜେପି ଦକ୍ଷିଣ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ଓ ଅଧିକ ଆସନରେ ବିଜୟୀ…

ଭିକେ ପାଣ୍ଡିଆନଙ୍କ ଦାବି, ନିର୍ବାଚନରେ ବିଜେଡି ୭୫ ପ୍ରତିଶତ ଆସନ ହାସଲ କରିବ

ଭୁବନେଶ୍ୱର: ବିଜୁ ଶ୍ରମିକ ସଂଗଠନର ରାଜ୍ୟସ୍ତରୀୟ ଅଧିବେଶନରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ବିଧାନସଭା ନିର୍ବାଚନରେ ବିଜେଡି ୭୫% ଆସନ ପାଇବ ବୋଲି ବିଶ୍ୱାସ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକସଭା ନିର୍ବାଚନରେ ଶାସକ ଦଳ ରେକର୍ଡ ବିଜୟ…

ଦେବଦାସ ଶୁଟିଂ ବେଳେ ରମ ପିଉଥିଲେ ଶାହାରୁଖ

ମୁମ୍ବାଇ: ଦେବଦାସ ଫିଲ୍ମରେ ଶାହାରୁଖ ଖାଁଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥାଏ । ବକ୍ସ ଅଫିସରେ ମଧ୍ୟ ଏହି ଫିଲ୍ମ ଭଲ ବ୍ୟବସାୟ କରିଥିଲା । ଏହାର କେତେକ ଦୃଶ୍ୟ ଶୁଟିଂ କରିବା ବେଳେ ଶାହାରୁଖ ସତରେ ମଦ ପିଇଥିଲେ । ସାଥୀ କଳାକାର ଟିକୁ ତଲସନିୟା ଏହି ଖୁଲାସା କରିଛନ୍ତି । ଫିଲ୍ମରେ ସେ…

ଟ୍ରକ୍‌ରେ ଲାଗିଲା ନିଆଁ, ଡ୍ରାଇଭର ସୁରକ୍ଷିତ

କୋରାପୁଟ: ଟ୍ରକ ଭିତରେ ରୋଷେଇ କରୁଥିବା ବେଳେ ଟ୍ରକ୍‌ରେ ଲାଗିଲା ନିଆଁ। ଡ୍ରାଇଭର ସୁରକ୍ଷିତ। କୋରାପୁଟ ଜିଲ୍ଲା କୋଟପାଡ଼ ମହାବିଦ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥ ୬୩ ପାର୍ଶ୍ୱ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍‌ରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା। ଟ୍ରକ୍‌ ଭିତରେ ଡ୍ରାଇଭର ଏକ…

କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ରାଜଧାନୀରେ ଆପ୍‌ର ଦିନିକିଆ ଅନଶନ

ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ ପ୍ରତିବାଦରେ ସାରା ଦେଶରେ ଆମ୍ ଆଦ୍‌ମୀ ପାର୍ଟିର ଏକଦିବସୀୟ ଉପବାସ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଏକଦିବସୀୟ ଅନଶନ କରାଯାଇଛି। ମିଥ୍ୟ ଆରୋପରେ ଯେଉଁ ଭଳି ଭାବେ ଦିଲ୍ଲୀ…

ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ

ୱାଙ୍ଖେଡ: ଚଳିତ ଆଇପିଏଲରେ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପରିବେଶରେ ପ୍ରଥମ ବିଜୟ ହାସଲ କରିଛି । ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ହାଇ ସ୍କୋରିଂ ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ ୨୯ ରନରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦…

ଏଠାରେ ଛେଳି ଧର, ମାଗଣାରେ ଘରକୁ ନିଅ

ରୋମ: ଇଟାଲୀରେ ଏକ ଦ୍ୱୀପରେ ଛେଳିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ଚିନ୍ତାରେ ପଡିଯାଇଛି । ଏଲିକୁଡି ଦ୍ୱୀପକୁ ଆଦର୍ଶ ରୂପ ଦେବା ପାଇଁ ୧୦୦ ଲୋକ ୧୦୦ ଛେଳି ନୀତିରେ ଏହାକୁ ବିକସିତ କରାଯାଇଥିଲା । ମାତ୍ର ଅନୁପାତ ବିଗିଡି ଯାଇଥିଲା । ମଣିଷଙ୍କ ସଂଖ୍ୟା ବିଶେଷ ବୃଦ୍ଧି ପାଇ ନ ଥିବା…

ଗାଁ ଗାଁ ବୁଲି ମନ୍ଦିରରୁ କରୁଥିଲେ ଚୋରି, ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ବାଲେଶ୍ୱର: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର ମନ୍ଦିର ଲୁଟ୍ ଘଟଣାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହେଲା ପୋଲିସ। ସେମାନଙ୍କଠାରୁ ଠାକୁରଙ୍କ ଅଳଙ୍କାର ଜବତ କରାଯାଇଛି। ଜବତ ଅଳଙ୍କାରର ମୂଲ୍ୟ ୬ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଘଟଣା ସମ୍ପର୍କରେ…

୮୦ ବର୍ଷ ପରେ ପ୍ରଥମ ଓ ଶେଷ ଥର ପାଇଁ ଧୂମଧାମରେ ଜନ୍ମଦିନ ପାଳିଲେ

ଖରଗୋନ: ମଧ୍ୟପ୍ରଦେଶର ଖରଗୋନରେ ଜଣେ ୮୦ ବର୍ଷୀୟ ବୃଦ୍ଧ ବନ୍ଧୁମାନଙ୍କ କଥା ରଖି ପ୍ରଥମ ଥର ପାଇଁ ଧୂମଧାମରେ ଜନ୍ମଦିନ ପାଳିଥିଲେ । କେକ କାଟିଲେ, ନାଚିଲେ ଆଉ ଗାଇଲେ । ତେବେ ଏହା ତାଙ୍କର ଶେଷ ଜନ୍ମ ଦିନ ହେବ ବୋଲି କେହି କେବେ ଭାବି ନ ଥିଲେ । ମଉଜ ମଜଲିସ କରିବା ପରେ ରାତି ୩ଟା ବେଳେ ସେ…

ଜେଜେବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଯାଇ ମହାନଦୀରେ ବୁଡ଼ି ଯୁବକ ମୃତ

କଟକ: ଜେଜେବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଯାଇ ନଦୀରେ ବୁଡ଼ି ଯୁବକ ମୃତ। ଏପରି ଘଟଣା ଘଟିଛି କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ। ତାଙ୍କ ନାଁ ରୂପକ ବାନାର୍ଜୀ (୨୧)। ସେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ କରୁଥିଲେ। ତାଙ୍କ ଘର କଟକର ସିଡିଏ-୬ରେ।…