ଆମେ ମୁମ୍ବାଇ ଏବଂ ଦିଲ୍ଲୀ ଉପରେ ଆକ୍ରମଣ କରିବୁ… ଏପରି କାହିଁକି କହିଲେ ପୂର୍ବତନ ପାକିସ୍ତାନ ହାଇକମିଶନର?
ନୂଆଦିଲ୍ଲୀ: ଭାରତରେ ପୂର୍ବତନ ପାକିସ୍ତାନୀ ହାଇକମିଶନର ଅବଦୁଲ ୱାସିତ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି କୌଣସି ଦେଶ ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ସେ ଭାରତକୁ ଟାର୍ଗେଟ କରି ଆକ୍ରମଣ କରିବ। ଅବଦୁଲ ୱାସିତ କହିଛନ୍ତି ଯେ ଏହି ଅଞ୍ଚଳରେ ଉତ୍ତେଜନା ପୂର୍ବରୁ…