Latest Odisha News

ଖୋର୍ଦ୍ଧା ଜିଲ୍ଲାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଚାଲିବ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର

ଖୋର୍ଦ୍ଧା: ରାଜ୍ୟରେ ପ୍ରଚଣ୍ଡ ଖରା ପାଇଁ ବଦଳିଲା ଅଙ୍ଗନବାଡ଼ି ସମୟ । ଆଜି ଭୁବନେଶ୍ୱରରେ ତାପମାତ୍ରା ୪୩.୨ ଡିଗ୍ରୀ ପାର କରିଛି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ…

ସୂର୍ଯ୍ୟ କିରଣକୁ ଥଣ୍ଡା କରିବା ପାଇଁ ବୈଜ୍ଞାନିକମାନେ ଖୋଜୁଛନ୍ତି ଉପାୟ

ନ୍ୟୁୟର୍କ: ଦିନକୁ ଦିନ ପୃଥିବୀ ଉତପ୍ତ ହେବାରେ ଲାଗିଛି । ଏହାକୁ ଅସ୍ଥାୟୀ ରୂପରେ ଥଣ୍ଡା କରିବା ପାଇଁ ବୈଜ୍ଞାନିକମାନେ ଉପାୟ ଖୋଜିବା ଆରମ୍ଭ କରିଛନ୍ତି । ଏବେ ସୂର୍ଯ୍ୟଙ୍କ କିରଣକୁ କିପରି ପୂନର୍ବାର ମହାକାଶକୁ ପଠାଇ ଯାଇପାରିବ ସେ ନେଇ ବୈଜ୍ଞାନିକମାନେ ପରୀକ୍ଷଣ ଆରମ୍ଭ କରି ଦେଇଛନ୍ତି ।…

ସମ୍ ଅଲଟିମେଟ ସିଇଓଙ୍କୁ ‘ଉତ୍କଳ ପ୍ରତିଭା ସମ୍ମାନ’ ପୁରସ୍କାର

ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଶ୍ବେତପଦ୍ମା ଦାସଙ୍କୁ ସମ୍ମାନଜନକ 'ଉତ୍କଳ ପ୍ରତିଭା ସମ୍ମାନ'ରେ ସମ୍ମାନିତ କରାଯାଇଛି। ପୁରସ୍କାର ସମାରୋହ ଆୟୋଜନ କରିଥିବା ଉତ୍କଳ ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସେବା…

ବିଜେପିରେ ଯୋଗ ଦେଲେ ରମେଶ ସାଏ, ଗତକାଲି ଛାଡିଥିଲେ ବିଜେଡ଼ି

ଅନୁଗୁଳ: ଆଠମଲ୍ଲିକ ବିଧାୟକ ରମେଶ ସାଏ ଦଳ ଛାଡ଼ିଛନ୍ତି । ଗତକାଲି ଦଳ ଛାଡିବା ପରେ ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି । ଆଜି କତଡା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଆଉ ତାଙ୍କର ଶତାଧିକ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି । ସୂଚନା ଅନୁସାରେ ପ୍ରଶାସନିକ…

ନେତାଜୀଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କହିଲେ କଙ୍ଗନା, ଟ୍ରୋଲ ପରେ ଇନଷ୍ଟାରେ ଦେଲେ ଜବାବ

ନୂଆଦିଲ୍ଲୀ: ନିକଟରେ ଅଭିନେତ୍ରୀରୁ ରାଜନେତା ପାଲଟିଥିବା ତଥା ବିଜେପିର ସାଂସଦ ପ୍ରାର୍ଥୀ କଙ୍ଗନା ରାଣାୱତ ଟାଇମ୍ସ ନାଓ ସମ୍ମିଳନୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ମନ୍ତବ୍ୟ ଦେଇ ଟ୍ରୋଲର ଶିକାର ହୋଇଛନ୍ତି। ସେ ନେତାଜୀଙ୍କୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି…

କଙ୍କଡ଼ା ଦେଖାଇ ଷ୍ଟଣ୍ଟ କରି ଫସିଲେ ରୋହିତ ପାଓ୍ବାର, ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ

ମୁମ୍ବାଇ: ଏନସିପି (ଶରଦ ପାୱାର) ଗୋଷ୍ଠୀର ନେତା ରୋହିତ ପାୱାର ନିକଟରେ ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଜୀବନ୍ତ କଙ୍କଡ଼ା ଆଣିଥିବାରୁ ସମାଲୋଚନାର ଶିକାର ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଦଳର ଦୁର୍ନୀତି ବିରୋଧରେ କହିବା ବେଳେ ସେ କଙ୍କଡ଼ାକୁ ଏକ ଚିହ୍ନ ଭାବେ ଦେଖାଇ ଉଦାହରଣ ଦେଇଥିଲେ।…

ଟାଟୁ ଦେଲା ପ୍ରମାଣ: ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୪ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଚୋରି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଏହି ଅଭିଯୁକ୍ତ ଗିରଫ ହୋଇଛନ୍ତି ଲୁଟର ଶିକାର ହୋଇଥିବା ବ୍ୟକ୍ତି ଦେଇଥିବା ସୁରାକକୁ। ସେ କହିଥିଲେ ଲୁଟେରାଙ୍କୁ ଜାଣିନାହାନ୍ତି। କିନ୍ତୁ ଜଣଙ୍କ ହାତରେ ଟାଟୁ…

‘୨୦୦୪ର ପରିଣାମ ୨୦୨୪ରେ ରିପିଟ୍ ହେବ’, ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା କିଏ ହେବେ କହିଲେ…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏନଡିଏର ୨୦୨୪ ଅଭିଯାନ ୨୦୦୪ରେ 'ଇଣ୍ଡିଆ ସାଇନିଂ' ଅଭିଯାନ ଭଳି ହେବ। ରାଜସ୍ଥାନ ଜୟପୁରରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ବେଳେ ରାହୁଲ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି। ଚଳିତ…

“ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ପ୍ରଶାସନିକ ଅଧିକାରୀମାନେ ଶାସକ ଦଳର କର୍ମୀ ସାଜି ନିର୍ବାଚନ ପ୍ରଚାର…

ଭୁବନେଶ୍ୱର: ଓଡିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ପ୍ରଶାସନିକ ଅଧିକାରୀମାନେ ଶାସକ ଦଳର ଗୁଣ୍ଡାଭଳି କାର୍ଯ୍ୟ କରିବା ସହ କର୍ମୀ ସାଜି ନିର୍ବାଚନ ପ୍ରଚାର ମଧ୍ୟ କରନ୍ତି । ନିର୍ବାଚନ ଆସିଲେ ବିଜୁ ଜନତା ଦଳ ସରକାରୀ କର୍ମଚାରୀମାନଙ୍କୁ ନିଜର କର୍ମୀ ଭଳି ବ୍ୟବହାର କରେ । ଯାହାର ନମୁନା ବିଗତ…