KC Tyagi Quits JDU: ଜେଡିୟୁକୁ ବଡ଼ ଝଟକା, ନୀତିଶ ରାଜ୍ୟସଭା ମୁକୁଟ ପିନ୍ଧିବାର ଦିନକ ପରେ ଦଳ ଛାଡିଲେ କେସି ତ୍ୟାଗୀ…
ପାଟନା: ବିହାର ରାଜନୀତିରୁ ଏବେ ବଡ଼ ଖବର ସାମ୍ନାକୁ ଆସୁଛି। ଜେଡିୟୁର ଶକ୍ତିଶାଳୀ ନେତା କେସି ତ୍ୟାଗୀ ଦଳ ଛାଡିଛନ୍ତି। ନୀତିଶ କୁମାର ରାଜ୍ୟସଭା ନିର୍ବାଚନରେ ଜିତିବାର ଗୋଟିଏ ଦିନ ପରେ, କେସି ତ୍ୟାଗୀ ତାଙ୍କ ଦଳ ଛାଡିବା ଘୋଷଣା କରିଛନ୍ତି। ତ୍ୟାଗୀ ଅନ୍ୟ ଦଳରେ ଯୋଗଦେବେ କି ନିଜର ଦଳ ଗଠନ…