ଟି୨୦ ବିଶ୍ୱକପ:ଶ୍ରୀଲଙ୍କା, ଇଟଲୀର ସହଜ ବିଜୟ
ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଗୁରୁବାର ଇଟାଲୀ ଓ ଶ୍ରୀଲଙ୍କା ସହଜ ବିଜୟ ହାସଲ କରିଛନ୍ତି । ଇଟାଲୀ ୧୦ ୱିକେଟରେ ନେପାଳକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଟି୨୦ ବିଶ୍ୱକପରେ ଇଟାଲୀର ଏହା ପ୍ରଥମ ବିଜୟ । ଗ୍ରୁପ ସିର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନେପାଳ ୧୯.୩ ଓଭରରେ…