Tehran Oil Depot Attack: ନିଆଁରେ ଜଳୁଛି ମଧ୍ୟପ୍ରାଚ୍ୟ, ତେହେରାନର ଇନ୍ଧନ ଡିପୋ ଭୟଙ୍କର ଉପରେ ଆକ୍ରମଣ
ତେହେରାନ: ନିଆଁରେ ଜଳୁଛି ମଧ୍ୟପ୍ରାଚ୍ୟ। ଦିନକୁ ଦିନ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ବୃଦ୍ଧି ପାଉଛି। ଡୋନାଲ୍ଡ ଟ୍ରମ୍ପ ସତର୍କ କରାଇ ଦେଇଛନ୍ତି ଯେ ଅଧିକ ଇରାନୀ ଅଧିକାରୀଙ୍କୁ ଟାର୍ଗେଟ କରାଯାଇପାରେ। ଆଜି ଇରାନକୁ ବହୁତ ଆଘାତ ଦିଆଯିବ। କୁୱେତରେ ଡ୍ରୋନ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଛଅ…