Latest Odisha News

BREAKING NEWS

ଇଏ ଦୁ୍ର୍ଗ ପତନର ବେଳ: ଭର୍ତ୍ତୃହରି ମହତାବ

ଭୁବନେଶ୍ଵର: ଦିଲ୍ଲୀରୁ ଫେରିଛନ୍ତି ବିଜେପି ନେତା ତଥା କଟକ ଲୋକସଭା ଆସନର ପାର୍ଥୀ ଭର୍ତ୍ତୃହରୀ ମହାତାବ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଭର୍ତ୍ତୃହରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଛି ରାଜ୍ୟ ବିଜେପି । କଟକ ଲୋକସଭା ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ…

‘ମ୍ୟାଚ୍ ଫିକ୍ସିଂ ବିନା ବିଜେପିର ୪୦୦ ପାର୍ ନାରା ସମ୍ଭବ ନୁହେଁ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ଆଜି ରାମଲୀଲା ମୈଦାନରେ ସେଭ୍‌ ଡେମୋକ୍ରାସି ରାଲିର ଆୟୋଜନ କରିଛନ୍ତି । ଏହି ପ୍ରରିପେକ୍ଷୀରେ ରାହୁଲ ଗାନ୍ଧୀ ବିଜେପିକୁ କଡ୍ଡା ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି ଯେ, 'ନିର୍ବାଚନ ପୂର୍ବରୁ ମ୍ୟାଚ୍…

ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ

ଭଦ୍ରକ: ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ। ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନ୍ୟୁ କଲୋନୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ। ମୃତକ ହେଲେ ତିହିଡ଼ି ଥାନା ଗୋଳାପୋଖରୀ ଅଞ୍ଚଳର ମଧୁମିତା ନାୟକ। ତାଙ୍କ ସ୍ୱାମୀ ମହେଶ୍ୱର ନାୟକ ରାଜ୍ୟ ବାହାରେ କାମ କରନ୍ତି।…

ସିଏଏ ଲୋକଙ୍କୁ ବିଦେଶୀ କରିବାର ଏକ ଯୋଜନା: ମମତା

କୋଲକାତା: ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି ନାଗରିକତା ସଂଶୋଧନ ଆଇନ (CAA)। କିଛି ରାଜନୈତୀକ ଦଳ ସିଏଏ କୁ ସମର୍ଥନ କରୁଥିବା ବେଳେ କିଛି ଦଳ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧି ଦଳ । ନିର୍ବାଚନ ପରିବେଶରେ CAA ଏକ…

ଜଗତସିଂହପୁର ଯୁଦ୍ଧ: ବିଭୁ ବନାମ ରାଜଶ୍ରୀ

ଜଗତସିଂହପୁର: କିଏ ଜିତିବ ଜଗତସିଂହପୁର? ଚବିଶ ଯୁଦ୍ଧରେ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସାମ୍ନାସାମ୍ନି । ବିଜେଡିରୁ ରାଜଶ୍ରୀ ମଲ୍ଲିକ ତ ବିଜେପିରୁ ବିଭୁପ୍ରସାଦ ତରାଇ ପ୍ରାର୍ଥୀ । ବିଜେଡି ଗଡରେ ରାଜଶ୍ରୀ ପୁଣି କରିବେ କି ଶଙ୍ଖଧ୍ୱନୀ? ପୁଣି ବିଭୁପ୍ରସାଦଙ୍କୁ ଦେବେ କି ମାତ୍? ନା ୧୯ର ବଦଲା…

ସିରିଆରେ କାର୍‌ ବୋମା ବିସ୍ଫୋରଣ: ୮ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଦାମସକସ୍‌: ଉତ୍ତର ସିରିଆର ଆଲେପ୍ପୋ ପ୍ରଦେଶର ଆଜାଜର ଏକ ବଜାରରେ ଆଜି ସକାଳେ ଏକ ଭଙ୍କର ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । କାର୍‌ ବୋମା ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି…

ଉତ୍କଟ ହେଲାଣି ଜଳ ସମସ୍ୟା: ଗରା, ବାଲଟି ଧରି ରାସ୍ତାରେ ମହିଳା

ନବରଙ୍ଗପୁର: ଜଳ ଯନ୍ତ୍ରଣା ପ୍ରତିବାଦରେ ରାସ୍ତାରୋକ । ପ୍ରଚଣ୍ଡ ରୌଦ୍ର ତାପ ସହ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରୁଥିବାରୁ ପାଣି ସମସ୍ୟାର ସମାଧାନ ଦାବିରେ ରାସ୍ତାରୋକ କରିଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ବିକ୍ରମପୁର ପଞ୍ଚାୟତ ଅନ୍ତର୍ଗତ ଦେଉଳା ଗ୍ରାମର ହରିଜନ ସାହିର ଲୋକେ । ଫଳରେ…

କଳାହାଣ୍ଡିରେ କୁରୁକ୍ଷେତ୍ର: ମାଳବିକା ବନାମ ଲମ୍ବୋଦର

କଳାହାଣ୍ଡି: କାହାର ହେବ କଳାହାଣ୍ଡି? ଚବିଶ କୁରୁକ୍ଷେତ୍ରରେ ଯୋଦ୍ଧା ପ୍ରସ୍ତୁତ । କଳାହାଣ୍ଡି କବଜା କରିବେ କି ରାଣୀ? ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜେପି । କାମ କରିବ କି ବିଜେପି ରଣନୀତି? ନା ଲମ୍ବୋଦର ନିଆଲ ଉଡାଇବେ ବିଜୟ ବାନା? ଏଯାଏଁ ପତ୍ତା…

‘ବିଜେପି ଏକ ଦୁର୍ନୀତିଗ୍ରସ୍ତ ଜନତା ଦଳ, ସେ ପରିବାରର ଅର୍ଥ ବୁଝେ ନାହିଁ’

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ମାର୍ଚ୍ଚ ୩୧ ରେ ଦିଲ୍ଲୀର ରାମ ଲୀଲା ମୈଦାନରେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସମଗ୍ର ବିରୋଧୀ ଏକାଠି ହେବେ । ଏହାପୂର୍ବରୁ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରିଛି । ବିଜେପିର ଏହି ସାମ୍ବାଦିକ ସମ୍ମିଳନୀକୁ ଟାର୍ଗେଟ କରି ଜବାବରେ ମହାରାଷ୍ଟ୍ରର…

୪୪ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ଟାଇଟଲ ଜିତି ଇତିହାସ ରଚିଲେ ବୋପାନ୍ନା

ମାୟାମି: ଭାରତର ଟେନିସ ଷ୍ଟାର ରୋହନ ବୋପାନ୍ନା ମାୟାମି ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଛନ୍ତି । ୪୪ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ୧୦୦୦ ଜିତିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ନିଜ ରେକର୍ଡ ସେ ନିଜେ ଭାଙ୍ଗିଛନ୍ତି । ଗତ ବର୍ଷ ଇଣ୍ଡିଆନ ୱେଲ୍ସ ଜିତି ସେ ଏହି ରେକର୍ଡ…