Latest Odisha News

BREAKING NEWS

Low Pressure Triggers: ୩ ଦିନ ପ୍ରବଳ ବର୍ଷା, ଏହି ୪ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କତା

ଭୁବନେଶ୍ବର: କମିବ ତାପମାତ୍ରା। ଘୂର୍ଣ୍ଣିବଳୟ ପ୍ରଭାବରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି। : ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜିଠୁ ୩ ଦିନ ବର୍ଷା ହେବ। ରାଜ୍ୟର ବିଭିନ୍ନ…

Tehran Oil Depot Attack: ନିଆଁରେ ଜଳୁଛି ମଧ୍ୟପ୍ରାଚ୍ୟ, ତେହେରାନର ଇନ୍ଧନ ଡିପୋ ଭୟଙ୍କର ଉପରେ ଆକ୍ରମଣ

ତେହେରାନ: ନିଆଁରେ ଜଳୁଛି ମଧ୍ୟପ୍ରାଚ୍ୟ। ଦିନକୁ ଦିନ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ବୃଦ୍ଧି ପାଉଛି। ଡୋନାଲ୍ଡ ଟ୍ରମ୍ପ ସତର୍କ କରାଇ ଦେଇଛନ୍ତି ଯେ ଅଧିକ ଇରାନୀ ଅଧିକାରୀଙ୍କୁ ଟାର୍ଗେଟ କରାଯାଇପାରେ। ଆଜି ଇରାନକୁ ବହୁତ ଆଘାତ ଦିଆଯିବ। କୁୱେତରେ ଡ୍ରୋନ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଛଅ…

Maoists surrender: ୪.୧୮ କୋଟିର ପୁରସ୍କାର ରାଶି ଥିବା ୧୩୦ ମାଓବାଦୀ ଅସ୍ତ୍ରଶସ୍ତ୍ର ସହ କଲେ ଆତ୍ମସମର୍ପଣ

ହାଇଦ୍ରାବାଦ: ତେଲେଙ୍ଗାନାରେ, ଶନିବାର ଦିନ ₹୪.୧୮ କୋଟି ପୁରସ୍କାର ରାଶି ବିଶିଷ୍ଟ ୧୩୦ ଜଣ ମାଓବାଦୀ ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ସମ୍ମୁଖରେ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀମାନେ ସୁରକ୍ଷା ବାହିନୀକୁ ୧୨୪ଟି ଅସ୍ତ୍ରଶସ୍ତ୍ର ଏବଂ ୫,୨୦୫…

Puri Station: ଆସନ୍ତା ୧୧ରୁ ଏହି ଦିନ ଯାଏଁ ପୁରୀକୁ ଆସିବନି ଟ୍ରେନ୍‌

ପୁରୀ: ପୁରୀ ରେଳ ଷ୍ଟେସନର ନବୀକରଣ କରାଯାଉଛି । ତେଣୁ ୬୫ ଦିନ ଯାଏଁ ପୁରୀକୁ ଯିବନି ଟ୍ରେନ୍ । ଆସନ୍ତା ୧୧ ତାରିଖରୁ ମେ ମାସ ୧୬ ତାରିଖ ଯାଏଁ ରେଳ ସେବା ପ୍ରଭାବିତ ହେବ । ଏହି ୬୫ ଦିନ ପର୍ଯ୍ୟନ୍ତ କୌଣସି ଟ୍ରେନ୍‌ ପୁରୀ ଆସିବ ନାହିଁ । ଟ୍ରେନ୍‌ ଗୁଡ଼ିକ ସାକ୍ଷୀଗୋପାଳ, ମାଳତିପାଟପୁର…

ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ଏବଂ ପଟ୍ଟା ଓ ନକ୍ସାର ସଂଶୋଧନ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି

ଭୁବନେଶ୍ୱର:ରାଜ୍ୟରେ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର (ଜଙ୍ଗଲ ଅଧିକାର ସ୍ଵୀକୃତି) ସଂଶୋଧନ ଆଇନରେ ଉଲ୍ଲିଖିତ ଅଧିକାର ଅନୁଯାୟୀ ରାଜସ୍ୱ ବିଭାଗ ଦ୍ଵାରା ସେଥିରେ ନିର୍ଦ୍ଦିଷ୍ଟ ଥିବା ଜଙ୍ଗଲ ଜମିର ଅନ୍ତିମ ନକ୍ସା ପ୍ରସ୍ତୁତ କରାଯିବ । ରାଜସ୍ୱ ଅଥବା ଜଙ୍ଗଲ ବିଭାଗର…

ଦୁଇ ଦିବସୀୟ ଜାତୀୟ ଚିତ୍ରକଳା ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜାତୀୟ ଚିତ୍ରକଳା ସମ୍ମିଳନୀ "କ୍ୟାନଭାସ ପରେ : କଳାର ନୂଆ ପରିଚୟ ୨୦୩୬- ପରମ୍ପରା, ପ୍ରଯୁକ୍ତି ଓ ପରିବର୍ତ୍ତନ" ଶନିବାର ଉଦ୍‌ଯାପିତ ହୋଇଯାଇଛି। ମାର୍ଚ୍ଚ ୬ ଓ…

IRIS Lavan docks in Kochi: ଇରାନର ଏହି ଯୁଦ୍ଧଜାହାଜକୁ ଭାରତ କାହିଁକି ଶରଣ ଦେଇଥିଲା? ଜୟଶଙ୍କର କହିଲେ ପ୍ରକୃତ…

ନୂଆଦିଲ୍ଲୀ: ଏସ. ଜୟଶଙ୍କର ରାୟସିନା ଡାଏଲଗରେ କହିଛନ୍ତି ଯେ, ଭାରତ ମାନବିକତା ଦୃଷ୍ଟିରୁ କୋଚିରେ IRIS ଲାୱନଙ୍କୁ ଆଶ୍ରୟ ଦେଇଛି। ଫ୍ଲିଟ୍ ରିଭ୍ୟୁରେ ଅଂଶଗ୍ରହଣ କରୁଥିବି IRIS ଲାୱନ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଭାରତର ସହାୟତା ଲୋଡ଼ିଥିଲା। ଇରାନ ଫେବୃଆରୀ ୨୮ ତାରିଖରେ କୋଚିରେ ଜାହାଜକୁ…

ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପ ଫାଇନାଲରେ ଲକ୍ଷ୍ୟ ସେନ

ଲଣ୍ଡନ: ଇଂଲଣ୍ଡ ବର୍ମିଂହାମରେ ଖେଳା ଯାଉଥିବା ଅଲ ଇଂଲଣ୍ଡ ଓପନ ବ୍ୟାଡମିଂଟନ ଚାମ୍ପିୟନଶିପର ଫାଇନାଲରେ ଭାରତର ଷ୍ଟାର ଖେଳାଳି ଲକ୍ଷ୍ୟ ସେନ ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଲକ୍ଷ୍ୟ ଚମତ୍କାର ପ୍ରଦର୍ଶନ କରି କାନାଡାର ଭିକ୍ଟର ଲାଇଙ୍କୁ ୨-୧ ସେଟରେ ବିଜୟ…

‘ଭବିଷ୍ୟତରେ AI ଯୁଦ୍ଧକୁ ଆକାର ଦେବ; ଆମକୁ ଏବେ ଡାଟା, ନେଟୱାର୍କ ଏବଂ ଇଣ୍ଟେଲିଜେନ୍ସର ଆବଶ୍ୟକ ଅଛି’

ନୂଆଦିଲ୍ଲୀ: ରାଇସିନା ଡାଏଲଗ୍ ୨୦୨୬ରେ କାର୍ଯ୍ୟକ୍ରମରେ ଯୋଗଦେଇ ସିଡିଏସ ଅନିଲ ଚୌହାନ ଡାଟା ସେଣ୍ଟର ଯୁଗରେ ପାଓ୍ବାର, ଅଟୋନାମି ଏବଂ ଏନର୍ଜି ସମସ୍ୟା ବିଷୟରେ ଖୋଲାଖୋଲି ଭାବରେ କହିଥିଲେ । ସେ କହିଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତା ଭବିଷ୍ୟତର ଯୁଦ୍ଧକୁ ଆକାର ଦେବ ଏବଂ ପ୍ରତିରକ୍ଷା କ୍ଷମତାକୁ…

ଟି୨୦ ବିଶ୍ୱକପ ଉଦଯାପନୀ ସମାରୋହରେ ତଡକା ଲଗାଇବା ଏହି ସବୁ ଷ୍ଟାର୍ସ

ଅହମ୍ମଦାବାଦ: ଆଇସିସି ପୁରୁଷ ଟି୨୦ ବିଶ୍ୱକପ ୨୦୨୬ ଫାଇନାଲ ମ୍ୟାଚ ପୂର୍ବରୁ ଭବ୍ୟ ଉଦଯାପନୀ ସମାରୋହ ଆୟୋଜିତ ହେବ । ରବିବାର ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୩୦ରୁ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବ । ଆନ୍ତର୍ଜାତୀୟ ପପ ଷ୍ଟାର ରିକି ମାର୍ଟିନ, ବଲିଉଡ ଏବଂ ପଞ୍ଜାବୀ ଗାୟକ…