Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ଏଣ୍ଟ୍ରିମାରିଲେ ହନୁମାନଜୀ: ଶିବରାଜଙ୍କୁ ଦେବେ ଚାଲେଞ୍ଜ

ଭୋପାଳ:ମଧ୍ୟପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ୧୪୪ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ନବରାତ୍ର ପୂଜା ପୂର୍ବ ଦିନରୁ ଏହି ତାଲିକା ପ୍ରକାଶ ପାଇଛି । ତେବେ ସବୁଠାରୁ ଆଲୋଚନାର ବିଷୟ ହୋଇଛି ବୁଧିନି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ନେଇ । ବୁଧିନି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ…

୬୩ କିଲୋ ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଯାଜପୁର: ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାନତିରା ଗାଁରେ ଚଢ଼ାଉ। ଗୋଟେ କାର ସହିତ ୬୩ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ। ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସିପେକ୍ଟର ସମୀର କୁମାର ମହାନ୍ତି…

୨୬ବର୍ଷ ବୟସରେ ପୂର୍ବତନ ମିସ୍ ଓ୍ବାଲ୍ଡ ପ୍ରତିଯୋଗୀ ଶେରିକା ଡି ଆର୍ମାସଙ୍କ ପରଲୋକ

ମୁମ୍ବାଇ: ପୂର୍ବତନ ବିଶ୍ବ ସୁନ୍ଦରୀ ପ୍ରତିଯୋଗୀ  ଶେରିକା ଡି ଆର୍ମାସଙ୍କ ପରଲୋକ ଘଟିଛି ।  ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ ସେ ଗର୍ଭାଶୟ କ୍ୟାନସର ରୋଗରେ ପୀଡିତ ଥିଲେ । ୨୦୧୫ ମସିହାରେ  ସେ ମିସ୍ ଓ୍ବାଲ୍ଡ ପ୍ରତିଯୋଗୀତାରେ ଉରୁଗୁଏର…

ହାପି ବାର୍ଥ ଡେ ସୋଲେ ସୁନ୍ଦରୀ, ଜନ୍ମଦିନରେ ହେମା ମାଳିନୀଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

ମୁମ୍ବାଇ: ବଲିଉଡର ‘ଡ୍ରିମ୍ ଗାର୍ଲ’ ହେମା ମାଳିନୀ ଆଜି ୭୫ ବର୍ଷ ବୟସରେ ପଦାର୍ପଣ କଲେ। ହେମା ୧୬ ଅକ୍ଟୋବର ୧୯୪୮ ରେ ଜନ୍ମଗ୍ରହଣ କରିଥିଲେ। ହେମାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କର ବହୁ ପ୍ରଶଂସକଙ୍କ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ସେ ଉଭୟ ଚଳଚିତ୍ର ଏବଂ ରାଜନୀତି ସହିତ ଜଡିତ…

ହମାସର ଆକ୍ରମଣ ପୂର୍ବରୁ ଏବଂ ପରେ କିପରି ଥିଲା ଇସ୍ରାଏଲ, ଦେଖନ୍ତୁ ସାଟେଲାଇଟ ଫଟୋ

ନୂଆଦିଲ୍ଲୀ: ଇସ୍ରାଏଲର ସାଟେଲାଇଟ୍ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଚିତ୍ରଗୁଡିକ ମାଇକ୍ରୋବ୍ଲଗିଂ ସାଇଟରେ 'ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ' (IDF) ଦ୍ୱାରା ପୋଷ୍ଟ କରାଯାଇଛି। ଏହି ପୋଷ୍ଟ ସେୟାର କରିବା ମାତ୍ରେ ଉକ୍ତ ପୋଷ୍ଟକୁ ୪ ଲକ୍ଷ ୨୩ ହଜାର ଭ୍ୟୁ ଏବଂ ସାଢେ ସାତ ହଜାରରୁ…

25@କୁଛ୍ କୁଛ୍ ହୋତା ହୈ: ଶାହାରୁଖ ଖାନ ଓ ରାନୀ ମୁଖାର୍ଜୀଙ୍କ ମଧ୍ୟରେ ନଜର ଆସିଲେନି କାଜୋଲ

ମୁମ୍ବାଇ: ବଲିଉଡର ସୁପରଡୁପର ହିଟ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’କୁ ୨୫ ବର୍ଷ ପୂରା ହୋଇଛି। ହେଲେ ଆଜି ବି ଏହି ଫିଲ୍ମର ଲୋକପ୍ରିୟତା କମିନି। ଏହି ଫିଲ୍ମ ଓ ଏହାର ଗୀତକୁ ଦର୍ଶକ ଏବେବି ପସନ୍ଦ କରନ୍ତି। ଏହି ଫିଲ୍ମରେ ଶାହରୁଖ ଖାନ, କାଜଲ ଓ ରାଣୀ ମୁର୍ଖାଜୀ ଲିଡ୍‌ ରୋଲ୍‌ରେ ଥିଲେ।…

ରାତିରେ ଶୋଇଥିବାବେଳେ ପରିବା ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଡେ଼ଁଫୌଦା ଗାଁରେ ଅଭାବନୀୟ ଘଟଣା ଘଟିଛି  ।  ଶୋଇଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି  । ମୃତକ ବାଇଧର ସାସମାଲ ବୋଲି ଜଣାପଡିଛି । ବାଇଧର ପେଶାରେ ଜଣେ ପରିବା ବ୍ୟବସାୟୀ । ହାଟରେ ପରିବା ବିକ୍ରି କରି ସେ…

କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ଗର୍ଜିଲା କଂଗ୍ରେସ

ପୁରୀ:ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ଦାବି ଜୋର ଧରିଲା । ଚାରିଦ୍ୱାର ଖୋଲିବାକୁ ପୁରୀରେ ପ୍ରତିବାଦ କଲା କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ବାହିନପତି, ପୁରୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଦଳୀୟ କର୍ମୀ ପୁରୀରେ ଏକାଠି ହୋଇଛନ୍ତି । କାର୍ତ୍ତିକ…

ଅକ୍ଟୋବର ୧୭ରୁ ଆୟୋଜିତ ହେବ ‘ସପ୍ତ-ରୂପମ୍’

ଭୁବନେଶ୍ୱର : ଅଗ୍ରଣୀ ନାଟ୍ୟାନୁଷ୍ଠାନ ନବୀନ ବର୍ଣ୍ଣାଳୀ ଥିଏଟର ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅକ୍ଟୋବର ୧୭ ରୁ ୨୩ ପର୍ଯ୍ୟନ୍ତ ନାଟକ ଉତ୍ସବ ‘ସପ୍ତରୂପମ୍’ ଆୟୋଜିତ ହେବ । ସପ୍ତାହ ବ୍ୟାପି ହେବାକୁଥିବା ଏହି ଉତ୍ସବରେ ପ୍ରତ୍ୟହ ଗୋଟିଏ ନାଟକ ପରିବେଷିତ ହେବ ।…

ଚିକାଗୋରେ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ : ୬ ବର୍ଷର ଶିଶୁକୁ ୨୬ ଥର ଛୁରୀ ଭୁଷିଲେ ଘର ମାଲିକ

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଶହଶହ ଜୀବନ ଚାଲିଯାଉଛି ପାଣି ଫୋଟକା ପରି। ଏଠି ଜୀବନ ଏଇ ଅଛି-ଏଇ ନାହିଁ ।   ଏ ଯୁଦ୍ଧର କରୁଣ ଦୃଶ୍ୟ ଖାଲି ଇସ୍ରାଏଲ ବା ପାଲେଷ୍ଟାଇନ ମାଟିରେ ଦେଖିବାକୁ ମିଳିନି । ଏହାର ହିଂସ୍ର ପ୍ରଭାବ ସୁଦୂର ଆମେରିକାରେ ବି  ଦେଖିବାକୁ ମିଳିଛି।…