ରଣଜୀ ଟ୍ରଫି ଫାଇନାଲ: କର୍ଣ୍ଣାଟକ ବିପକ୍ଷରେ ଦୃଢ଼ ସ୍ଥିତିରେ ଜମ୍ମୁ-କଶ୍ମୀର
ହୁବୁଳି: ଚଳିତ ରଣଜୀ ଟ୍ରଫି କ୍ରିକେଟର ଫାଇନାଲରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା କର୍ଣ୍ଣାଟକ ବିପକ୍ଷରେ ଜମ୍ମୁ-କଶ୍ମୀର ଦୃଢ଼ ସ୍ଥିତିରେ ରହିଛି । ଜମ୍ମୁ-କଶ୍ମୀରର ପ୍ରଥମ ଇନିଂସ ସ୍କୋର ୫୮୪ ରନ ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ କର୍ଣ୍ଣାଟକ ୫ ୱିକେଟ ବିନିମୟରେ ୨୨୦ ରନ ସଂଗ୍ରହ କରିଛି ।…