ଓଡିଶାବାସୀଙ୍କ ପାଇଁ ଖୁସି ଖବର, ନନ୍ଦନକାନନକୁ ଆସିବେ ଚିତା ବାଘ
ଭୁବନେଶ୍ୱର: ପଶୁ ପ୍ରେମୀଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିବେ ନୂଆ ଅତିଥି ।
ନନ୍ଦନକାନନ ନିର୍ଦ୍ଦେଶକ ସନଥ କୁମାରଙ୍କ କହିବାନୁସାରେ, ଖୁବ୍ ଶୀଘ୍ର ଚିଡିଆଖାନାରେ ଚିତାବାଘ ଦେଖିବାକୁ ମିଳିବେ । ଆଉ ଏବେ ରାଜ୍ୟବାସୀଙ୍କୁ ଚିତା ବାଘ ଦେଖିବାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ…