ମହିଳାଙ୍କୁ ରକ୍ଷା ବନ୍ଧନ ଉପହାର: ଆମ ବସ୍ରେ ମିଳିବ ମାଗଣା ସେବା
ଭୁବନେଶ୍ୱର: ମହିଳାଙ୍କୁ କ୍ରୁଟ ପକ୍ଷରୁ ରକ୍ଷା ବନ୍ଧନ ଉପହାର। କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ ୨୭ ତାରିଖରେ ଆମ ବସ୍ ସେବାରେ ସମସ୍ତ ମହିଳା ଯାତ୍ରୀଙ୍କ ପାଇଁ ମାଗଣା ଯାତ୍ରା ଘୋଷଣା କରିଛି। ମହିଳାଙ୍କ ନିରାପଦ ଓ…